ଦିନରାତି ଜଳୁଛି ଷ୍ଟ୍ରିଟ ଲାଇଟ୍‌,ବିଦ୍ୟୁତ୍ ବିଭାଗର ନିଘାନାହିଁ

ହରଭଙ୍ଗା; (ଚିତ୍ତରଞ୍ଜନ ସିଂହ)ବିଦ୍ୟୁତ୍ ଅପଚୟ ରୋକିବା ପାଇଁ ବିଭାଗ ପକ୍ଷରୁ ବିଦ୍ୟୁତ୍ ଚୋରି ରୋକିବା ଠାରୁ ମିଟର ଟ୍ୟାମ୍ପରିଂ ଦିଗରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି ।ଏହାସତ୍ୱେ ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ଅର୍ନ୍ତଗତ ସମ୍ବରକଟା ଗ୍ରାମରେ ଲଗାତାର ୩ବର୍ଷହେଲା…

ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା,ମଶାଲ ଶୋଭାଯାତ୍ରା ରେ ମାଁ ଭୈରବୀ ଙ୍କ ଦିବ୍ୟ ଜ୍ୟୋତି

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ)ଜାନୁୟାରୀ ୨ ବୌଦ୍ଧ ଦିନ ୧୯୯୪ ମସିହା ଜାନୁୟାରୀ 2ତାରିଖରେ ବୌଦ୍ଧ ସ୍ୱତନ୍ତ୍ର ଜିଲ୍ଲା ର ମାନ୍ୟତା ପାଇଥିଲା ଏହି ଦିନକୁ ମନେ ରଖିବାପାଇଁ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳl ୨୦୨୪  କୁ ନେଇ…

ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ଧର୍ମଗଡ : ୨/୧/୨୩ (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଵ୍ଳକ ଅଧିନସ୍ଥ ଚିଚୈଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ଉଦ୍ ଯାପନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ…

ଅଲ ଓଡିଶା ଅଙ୍ଗନୱାଡି ଆସୋସିଏସନ ପକ୍ଷରୁ ସୋନପୁର ଜିଲ୍ଲାପାଳ ଙ୍କୁ ଦାବିପତ୍ର

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାର୍କରସ ଆସୋସିଏସନ ପକ୍ଷରୁ ସୋନପୁର ଜିଲ୍ଲା ଶିଶୁ ପ୍ରକଳ୍ପ ଅଧିକାରୀ ଙ୍କ ଜରିଆରେ ସୋନପୁର ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦିଆଯାଇଛି l ମୁଖ୍ୟ ଦାବି ଗୁଡ଼ିକ ମଧ୍ୟରେ ସରକାରଙ୍କ ମେନୁ ହିସବାରେ…

ଖାଦ୍ୟ ନିରାପତ୍ତା ଉପରେ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ

ଭବାନୀପାଟଣା :୩୦/୧୨(ନରେନ୍ଦ୍ର ନେଗୀ)ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ ଅଧ୍ୟକ୍ଷତାରେ ଖାଦ୍ୟ ନିରାପତ୍ତା ଉପରେ ଏକ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି (DLAC) ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସି ଡି ଏମ ଓ ଡ ସୁଚେତା…

ଶିଶୁମାନଙ୍କର ସୁରକ୍ଷା ଓ ଯତ୍ନ ପାଇଁ ତାଲିମ ଆୟୋଜିତ

ବଲାଙ୍ଗୀର ବ୍ୟୁରୋ: ୩୦/୧୨(ନରେନ୍ଦ୍ର ନେଗୀ)ପୁଇଁନ୍ତଲା ବ୍ଲକ୍ ମିଶନ ଶକ୍ତି ଭବନ, ଗଇଁନ୍ତଲା ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଥିଲା। ଉକ୍ତ ତାଲିମ ଶିବିରରେ ମୁଖ୍ୟ ଅତିଥିଭାବେ ପୁଇନ୍ତଲା ବ୍ଲକ୍ ଅଧକ୍ଷ…

ଶାଶୁ ବୋହୁ ସମ୍ମିଳନୀ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାଇକେନପାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ରେ ରହିଥିବା ଖରଜୁରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ମହୁଲେ ଗ୍ରାମରେ ଶାଶୁ ବୋହୁ ସମ୍ମିଳନୀ ଆୟୋଜିତ ହୋଇ ଯାଇଛି l ସନ୍ତାନ ଜନ୍ମକ୍ଷମ…

ତିନି ଦିନ ଧରି ଚାଲିବ ପଏଁରୀ ତିହାର

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ନୂତନ ବର୍ଷ କୁ ସ୍ୱାଗତ କରିବ ପଏଁରୀ ଅନୁଷ୍ଠାନ l ଏନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ପଏଁରୀ କାର୍ଯ୍ୟାଳୟ ଠାରେ ପଏଁରୀ ତିହାର ୨୦୨୪ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l…

ବେକରେ ଓଢଣୀ ଲଗାଇ ଯୁବତୀ ଙ୍କ ଆତ୍ମହତ୍ୟା

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କୋକସରା ଥାନା ଅନ୍ତର୍ଗତ ମାଳପଡା ଗ୍ରାମର ଜଣେ ଯୁବତୀ ବେକରେ ଓଢଣୀ ପକାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଯୁବତୀ ଜଣକ ଙ୍କ ନାମ ପାର୍ବତୀ ଦୁର୍ଗା (…

ଏନ ଏ ସି ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି କନଫରେନ୍ସ ହଲ ଠାରେ ଏନ୍ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ ଙ୍କ ସଭାପତିତ୍ବରେ ଏକ କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଥିଲା। ଏଥି…