ରାଧାକୃଷ୍ଣ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ବେଳଗୁଣ୍ଠା : (ସୁଶାନ୍ତ କୁମାର ବେହେରା ) ଜଗନ୍ନାଥପ୍ରସାଦ ବ୍ଲକ ଅତରାଇପଲ୍ଲୀ ଗ୍ରାମରେ ଶ୍ରୀରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉପଲକ୍ଷେ ଗତ ପାଞ୍ଚ ଦିନ ଧରି ବିଭିନ୍ନ ପ୍ରକାର ଆଧ୍ୟତ୍ମିକ କାର୍ଯ୍ୟକ୍ରମ ସହିତ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ…

କେସିଙ୍ଗା ବିଦ୍ୟାପୀଠ ର ପୁରାତନ ଛାତ୍ର ଙ୍କ ବଣ ଭୋଜି ସହ ବନ୍ଧୁମିଳନ

କେସିଙ୍ଗା : (ପ୍ରିତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଦ୍ୟାପୀଠର ୨୦୦୨ ମାଟ୍ରିକ୍ ବ୍ୟାଚ୍ ର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ହୋଇଯାଇଛି l ଦୀର୍ଘ ୨୨ ବର୍ଷପରେ ପାଖାପାଖି ୭୫ ରୁ ଉର୍ଦ୍ଧ ଛାତ୍ରମାନେ ଅଂଶଗ୍ରହଣ କରିଥିଲେ l ବିଭିନ୍ନ ଅଞ୍ଚଳରୁ ଆସିଥିବା…

ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ବୈଠକ

ଢେଙ୍କାନାଳ: ୨୮/୦୧(ଶୁଭମ ପାଣି )ଢେଙ୍କାନାଳ ବିଦ୍ୟୁତ୍ ମହାସଂଘର ସଭାଗୃହରେ ବାର୍ଷିକ ଅଧିବେଶନ ଉପସଭାପତି ମଳୟ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସାଧାରଣ ସଂପାଦକ ଅମର କୁମାର ପ୍ରତାପସିଂ, ସର୍କଲ୍ ସଂପାଦକ ପ୍ରାଣବନ୍ଧୁ ମହାନ୍ତି, ଅନୁଗୁଳ ସଂପାଦକ…

ଦ୍ୱିତୀୟ ହରଭଙ୍ଗା ମହୋତ୍ସବ,ଜ୍ଞାନ ହୋତାଙ୍କ ବ୍ୟଙ୍ଗରେ ଦର୍ଶକ ବିଭୋର

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ଦ୍ବିତୀୟ ହରଭଙ୍ଗା ଲୋକ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦାନ କରିଥିଲେ!ଅନ୍ୟତମ ଅତିଥିଭାବେ କଣ୍ଟାମାଳ ପୂର୍ବତନ ବିଧାୟକ ଭଗବାନ କହଁର, ସ୍ଥାନୀୟ ସରପଞ୍ଚ ଶକୁନ୍ତଳା ବେହେରା,…

ଢେଙ୍କାନାଳ ଜିଲ୍ଲାର ପୁର୍ବତନ ସୈନିକ ସଂଘର ବାର୍ଷିକ ବନ୍ଧୁମିଳନ ୨୦୨୪

ଢେଙ୍କାନାଳ: (ଶୁଭମ ପାଣି )ଜାନୁଆରୀ ୨୮ ତାରିଖ ଦିନ ସମ୍ପୁର୍ଣ୍ଣ ଢେଙ୍କାନାଳ ଜିଲ୍ଲାର ପୁର୍ବତନ ସୈନିକ ମାନଙ୍କ ସପରିବାର ବନ୍ଧୁମିଳନ କାର୍ଯ୍ଯକ୍ରମ ହୋଟେଲ ନିରୁପମା ଠାରେ ବହୁତ ଧୁମ୍ ଧାମ୍ ରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର…

ଦିନକୁ ଦିନ ବଢୁଛି ମାଣ୍ଡିଆ ଜାତୀୟ ଖାଦ୍ୟର ଚାହିଦା

ତୁରେକେଲା ବ୍ୟୁରୋ: (ନରେନ୍ଦ୍ର ନେଗୀ)ବନବାସୀଙ୍କ ପ୍ରିୟ ଖାଦ୍ୟ ମାଣ୍ଡିଆକୁ ଏବେ ଆଧୁନିକ ଯୁଗର ଲୋକେ ଆଦରି ନେଲେଣି । ତେବେ ମିଶନ ଶକ୍ତି ସହ ମିଲେଟ ମିଶନକୁ ଯୋଡ଼ି ସରକାର ସ୍ୱତନ୍ତ୍ର ଭାବେ ମିଲେଟ୍ ଶକ୍ତି ଗଠନ କରିଛନ୍ତି । ଏହି…

ଦ୍ୱିତୀୟ ହରଭଙ୍ଗା ଲୋକ ମହୋତ୍ସବ ଉଦଘାଟିତ,ପାରମ୍ପରିକ ଲୋକ ବାଦ୍ୟ ରେ ମଶାଲ ଯାତ୍ରା

ହରଭଙ୍ଗା (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ଠାରେ ଶନିବାର ଦିନ ଦ୍ୱିତୀୟ ହରଭଙ୍ଗା ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ଦ୍ୱିତୀୟ ଲୋକ ମହୋତ୍ସବ ଅବସରରେ ପ୍ରଥମେ ଅଂଚଳ ର ଅଧିଷ୍ଠାତ୍ରୀ ଦେବି…

ପୌଷ ପର୍ବ “ଟକି ମରା “ପାଳନ ନିମନ୍ତେ ମୈତ୍ରୀ କମ୍ପାନୀ ପକ୍ଷରୁ ନୂତନ ବସ୍ତ୍ର ଓ ଖେଳ ସାମଗ୍ରୀ ବଣ୍ଟନ

କାଶୀପୁର : (ଅଞ୍ଜନ କୁମାର ନାଏକ)ପୌଷ ପର୍ବ ” ଟକି ମରା ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ତଥା ଉଭୟ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଦିବାସୀଙ୍କ ଗଣ ପର୍ବ ଟକି ମରା ପର୍ବ…

ଗୁଡାହାଣ୍ଡି ମଞ୍ଚ ରେ କୋକସରା ବ୍ଲକ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ

କୋକସରା: (ହେମନ୍ତ କୁମାର ମାଝୀ)୭୫ ତମ ସାଧାରଣତନ୍ତ୍ର ଅବସରରେ କୋକସରା ବ୍ଲକ ର ବିଭିନ୍ନ ସ୍କୁଲ, ଶିକ୍ଷାନୁଷ୍ଠାନ, ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଗୁଡହାଣ୍ଡି ମଞ୍ଚ ରେ ସ୍ଥାନୀୟ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ଜାତୀୟ ଉତ୍ତୋଳନ କରିବା ପରେ…

ବରିଷ୍ଠ ନାଗରିକଙ୍କ ” ତୀର୍ଥ ” ଯାତ୍ରା କାଶୀପୁର ରୁ ହେଲା ଶୁଭାରମ୍ଭ

କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ପଞ୍ଚାୟତ ର ବରିଷ୍ଠ ନାଗରିକ ମାନେ ଆଜି କାଶୀପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ଏକ ଘରଇ ବସ ଯୋଗେ ତୀର୍ଥ ଯାତ୍ରା ପାଇଁ ରାୟଗଡା ପହଞ୍ଚିବାର ବ୍ୟବସ୍ଥା…