ଜିଲ୍ଲାର ପ୍ରଥମ ମହିଳା ମଞ୍ଚ କଳାକାର ଉପାସୀ ଦେବୀଙ୍କ ବିୟୋଗରେ ଶୋକସଭା
ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ମହିଳା ମଞ୍ଚ କଳାକାର, ସ୍ୱାସ୍ଥ୍ୟ ସେବିକା ଉପାସୀ ଦେବୀଙ୍କ ୯୩ ବର୍ଷ ବୟସରେ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅପରାହ୍ନ ୪ଘଣ୍ଟା ୫୫ମିନିଟ ସମୟରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ବାର୍ଦ୍ଧକ୍ୟ…