ଜ୍ୟୋତିର୍ବିଦ ପଣ୍ଡିତ ସ୍ଵର୍ଗତ ଗୁଣ ସାଗର ପଣ୍ଡା ଙ୍କ ଉଦ୍ଦେଶ୍ୟରେ ସାମୂହିକ ସ୍ମୃତି ସଭା

ସୁବର୍ଣ୍ଣପୁର(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାର ବମରାଜ ଗାଁ ରେ ପଣ୍ଡିତ ସ୍ୱର୍ଗତ ଗୁଣ ସାଗର ପଣ୍ଡା ଙ୍କ ଦ୍ଵାଦଶାହ କାର୍ଯ୍ଯ ରେ ଏକ ସାମୂହିକ ସ୍ମୁତି ସଭା ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ କୋଶଳ ଜ୍ୟୋତିର୍ବିଦ ମହାସଭାର…

ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ

ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ଜିଲ୍ଲାର ୧୧ ତମ କୃଷି ଗଣନା ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳ ସୁବର୍ଣପୁର ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୋଜନା ଓ ପରିସଂଖ୍ୟନ ବିଭାଗ ଦ୍ୱାରା ଆହୁତ ଏହି ବୈଠକ…

ଜିଲ୍ଲାର ପ୍ରଥମ ମହିଳା ମଞ୍ଚ କଳାକାର ଉପାସୀ ଦେବୀଙ୍କ ବିୟୋଗରେ ଶୋକସଭା

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ମହିଳା ମଞ୍ଚ କଳାକାର, ସ୍ୱାସ୍ଥ୍ୟ ସେବିକା ଉପାସୀ ଦେବୀଙ୍କ ୯୩ ବର୍ଷ ବୟସରେ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅପରାହ୍ନ ୪ଘଣ୍ଟା ୫୫ମିନିଟ ସମୟରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ବାର୍ଦ୍ଧକ୍ୟ…

ବିଶ୍ୱ ପରିବେଶ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ବୃକ୍ଷ ହିଁ ଜୀଵନ l ବୃକ୍ଷ ପରିବେଶର ସନ୍ତୁଳନ ବଜାୟ ରଖିବାରେ ସହାୟକ ହୋଇଥାଏ l ବୃକ୍ଷ ମନୁଷ୍ୟର ବନ୍ଧୁ, ଭ୍ରାତା ଓ ମାତା ସଦୃଶ l ବୃକ୍ଷ ହିଁ ନିୟମିତ ଭାବେ ବର୍ଷl କରିବାରେ, ତାପମତ୍ରl ହ୍ରାସ କରି…

ହରଭଙ୍ଗା ବ୍ଲକ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ

ହରଭଙ୍ଗା ୨୨/୮ (ଚିତ୍ତ ରଞ୍ଜନ ସିଂ )ଆଜି ହେଉଛି ବିଶ୍ୱ ପରିବେଶ ଦିବସ l ବିଭିନ୍ନ ସ୍ଥାନ ରେ ବୃକ୍ଷ ଲଗାଇବା ସହ , ବୃକ୍ଷ ହେଉଛି ମାନବ ସମାଜ ପାଇଁ ଅମୁଲ୍ୟ ସମ୍ପଦ, ବୃକ୍ଷ ବଞ୍ଚିଲେ, ପ୍ରାଣୀ ଜଗତ ବଞ୍ଚିବା…

ସଂରକ୍ଷଣରେ କ୍ରିମିଲେୟର ରାୟ ପ୍ରତିବାଦରେ ଧର୍ମଗଡରେ ବନ୍ଦ ପାଳନ ସଫଳ

ଧର୍ମଗଡ଼ :ତା ୨୧/୮(ହେମନ୍ତ କୁମାର ମାଝୀ)–ସଂରକ୍ଷଣ ରେ କ୍ରିମି ଲେୟର ବ୍ୟବସ୍ଥା ଲାଗୁ କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ଯେଉଁ ରାୟ ପ୍ରଦାନ କରିଛନ୍ତି ତାହାକୁ ସମଗ୍ର ଦେଶର ସଂରକ୍ଷିତ ବର୍ଗ ବା ଅନୁସୁଚିତ ଜାତି ଜନଜାତି ବର୍ଗ ବିରୋଧ କରି ବୁଧବାର…

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ମୁନିଗୁଡା୨୦।୮ (ରମାକାନ୍ତ ପୋଡାଲ )ରାୟଗଡ ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ଲାଭଟା ପଞ୍ଚାୟତ ପରିସରରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ଅତିଥି ଭାବେ ମୁନିଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡୁରୁକା…

ଉପ ଖଣ୍ଡ ସ୍ତରୀୟ ଡାକ ମେଳା

ମୁନିଗୁଡା,୨୦।୮(ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଡାକଘର ପକ୍ଷରୁ ସ୍ଥାନୀୟ ସାମନ୍ତ ମହାବିଦ୍ୟାଳୟ ପରିସରରେ ଉପ ଖଣ୍ଡ ସ୍ତରୀୟ ଡାକ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିସମ କଟକ ସବ ଡିଭିଜନ ଇନ୍ସପେକ୍ଟର…

୧୭ତମ ଶ୍ରାବଣ ମେଳା ନବାନ୍ନ ମହୋତ୍ସବ,ଏକତ୍ରିତ ହେଲେ ହଜାର ହଜାର ମହିମା ଧର୍ମାବଲମ୍ବୀ ଭକ୍ତ

ହରଭଙ୍ଗା :19/08(ଚିତ୍ତ ରଞ୍ଜନ ସିଂ ).ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର l ସବୁ ଧର୍ମକୁ ସମାନ ଅଧିକାର ଓ ସମ୍ମାନ ଦେବା ଆମର କର୍ତ୍ତବ୍ୟ ଏବଂ ସମ୍ବିଧାନ ମତ l ସେହିପରି ମହିମା ଧର୍ମ ବି ଆମ ଦେଶ ରାଜ୍ୟ…

ଟାଉନହଲ ଠାରେ ଜିଲ୍ଲା କ୍ରିକେଟ ସଙ୍ଘ ର ବାର୍ଷିକ ସାଧାରଣ ପରିଷଦ ବୈଠକ

ହରଭଙ୍ଗା(ଚିତ୍ତରଞ୍ଜନସିଂ): ବୌଦ୍ଧ ଜିଲ୍ଲା କ୍ରିକେଟ୍ ସଙ୍ଘ ର ବାର୍ଷିକ ସାଧାରଣ ପରିଷଦ ବୈଠକ ବୌଦ୍ଧ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା କ୍ରିକେଟ ସଙ୍ଘ ର ସଭାପତି ନିରଞ୍ଜନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ଯୁଗଳ…