ଗୁରୁଗ୍ରାମ ଠାରେ ଦୁର୍ଗା ପୂଜା ଆୟୋଜନ

ନୂଆଦିଲ୍ଲୀ:୨୬/୧୦ (କିଶୋର ଦ୍ଵିବେଦୀ )ଜାତୀୟ ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ଓଡ଼ିଆ ମାନେ ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ଦୁର୍ଗା ପୂଜା ଆୟୋଜନ କରିଥିବା ଜଣାଯାଇଛି। ଦିଲ୍ଲୀର ଉପକଣ୍ଠବର୍ତ୍ତୀ ଗୁରୁଗ୍ରାମର ଚାରିନମ୍ୱର ସେକଟର ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ମା ଦୁର୍ଗତି…

ୱାର୍ଲଡ ଓଡିଶା ସୋସାଇଟିର ମହାସଚିବଙ୍କର ମାତୃ ବିୟୋଗ

ଭୁବନେଶ୍ୱର/ନୂଆଦିଲ୍ଲୀ :ୱାର୍ଲଡ ଓଡିଶା ସୋସାଇଟି ର ମହାସଚିବ ମାଞ୍ଚେଷ୍ଟର ଠାରେ ଅବସ୍ଥାପିତ ଯୁବ ଶିଳ୍ପଦ୍ୟୋଗୀ ଶିବ ରଞ୍ଜନ ବିଶ୍ୱାଳ ଙ୍କର ମାତା ଶ୍ରୀମତୀ ବାସନ୍ତୀ ବିଶ୍ୱାଳ ଆଜି ୬୬ ବର୍ଷ ବୟସ ରେ ବ୍ରହ୍ମପୁର ଠାରେ ଇହ ଲୀଳା ସମ୍ବରଣ କରିଛନ୍ତି…

ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ତରଫରୁ ସ୍ୱରାରବିନ୍ଦ ଉତ୍ସବ ଆୟୋଜନ

୬୧ ତମ ଜନ୍ମତିଥିରେ ଉତ୍ସ୍ୱସିତ ଶ୍ରଦ୍ଧାଞ୍ଜଳି ଅର୍ପଣ ଭୁବନେଶ୍ୱର:୧୧/୦୯ ସ୍ୱରାରବିନ୍ଦ ଅରବିନ୍ଦ ମୁଦୁଲିଙ୍କୁ ତାଙ୍କର ୬୧ ତମ ଜନ୍ମତିଥି ଅବସରରେ ଉତ୍ସ୍ୱସିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ମହାର୍ଘ ମୁହୂର୍ତ୍ତ ଉପଲକ୍ଷେ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ( ଏ.ଏମ.ଏଫ) ତରଫରୁ ଆଭାସି…