ଉତ୍କଳ ଗୌରବଙ୍କ ୧୭୭ ତମ ଜନ୍ମ ଜୟନ୍ତୀ ପାଳିତ

ପୁରୀ ୨୮/୦୪( ମନୋଜ କୁମାର ବଳିଆର ସିଂ ) ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ୧୭୭ ତମ ଜନ୍ମଜୟନ୍ତୀ ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରୀ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟ ସମ୍ମୁଖ ମଧୁସୁଦନ ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ…

ପହେଲଗ୍ରାମରେ ଆତଙ୍କ ବାଦୀଙ୍କ ଦ୍ଵାରା ମୃତ ପର୍ଯ୍ୟଟକ ପ୍ରତି ଫୋଟୋଗ୍ରାଫର ମହାସଂଘ ର ଶ୍ରଦ୍ଧାଞ୍ଜଳି

ପୁରୀ ତା୨୮.୪(ମନୋଜ କୁମାର ବଳିଆର ସିଂ )ରିଖ ସକାଳ ୯ ଘଂଟିକା ସମୟରେ ପୁରୀ ସି ବିଚ ଫୋଟୋଗ୍ରାଫର ମହାସଙ୍ଗ ର ଏକ ବିଶାଳ ଶୋଭାଯାତ୍ରା ଦିଗବାରେଣି ଛକ ନିକଟରୁ ବାହାରି ସିଂହ ଦ୍ୱାର ରେ ପହଁଚିଥିଲା। ୭୦୦ ରୁ ଉର୍ଦ୍ଧ୍ବ…

କୁମାର ଉତ୍ସବ ସମିତି, ପକ୍ଷରୁ ପହେଲଗାମ ଆତଙ୍କବାଦୀ ଆକ୍ରମଣ ରେ ମୃତାହତଙ୍କ ନିମନ୍ତେ ଶ୍ରଦ୍ଧାଞ୍ଜଳୀ ସଭା

ପୁରୀ : (ମନୋଜ କୁମାର ବଳିଆରସିଂ )କୁମାର ଉତ୍ସବ ସମିତି ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଜମ୍ମୁ କାଶ୍ମୀର ସ୍ଥିତ ପହେଲଗାମ ଆତଙ୍କବାଦୀ ଆକ୍ରମଣ ରେ ୨୮ ଜଣ ପର୍ଯ୍ୟଟକ ଙ୍କ ମୃତ୍ୟୁ ଏବଂ ବାଲେଶ୍ଵରର ଜଣେ ଓଡିଆ…

ମଧୁ ବାବୁଙ୍କ ଜୟନ୍ତୀ ତଥା ଆଇନୀ ଜିବୀ ଦିବସ ରେ ରକ୍ତଦାନ ଶିବିର

ପୁରୀ : ୨୮/୪(ମନୋଜ କୁମାର ବଳିଆରସିଂ )ରିଖ ଉତ୍କଳ ଗୌରବ ମଧୁ ସୁଦନ ଦାସ ଙ୍କ ୧୭୭ତମ ଜୟନ୍ତୀ ରେ ପୂରୀ ଓକିଲ ସଂଘ ଆଇନଜୀବି ଦିବସ ପାଳନ ଅବସରରେ ବାର ଆସୋସିଏସନ୍ ହଲ ରେ ସକାଳ ୯ଘଟିକା ରେ ରକ୍ତଦାନ…

ପୁରୀ ଜିଲ୍ଲା ସ୍ତରୀୟ ପାରଳା ମହାରାଜାଙ୍କ ଜୟନ୍ତୀ ଅନୁଷ୍ଠିତ

ପୁରୀ ୨୬/୪ (ମନୋଜ କୁମାର ବଳିଆରସିଂ )ତ୍ୟାଗ, ସେବା ଓ ପରୋପକାର ଦିବ୍ୟ ଗୁଣ।ଏହା ଅର୍ଥ ଦ୍ଵାରା ନୁହେଁ ନିଜ ଅକ୍ଲାନ୍ତ ପ୍ରଚେଷ୍ଟା ଓ ନିସ୍ବାର୍ଥପର ପ୍ରତିବଦ୍ଧତା ଦ୍ଵାରା ହାସଲ କରାଯାଇପାରେ ବୋଲି ପ୍ରମାଣ କରିଛନ୍ତି ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର…

ଶ୍ରୀ ଗ୍ରହରାଜ ଶ୍ରୀ ସନିଦେବଙ୍କ ସ୍ଵନକ୍ଷେତ୍ର ଉତ୍ସବ ମହା ଆଡମ୍ବରରେ ପାଳିତ

ପୁରୀ (ମନୋଜ କୁମାର ବଳିଆରସିଂ )୨୬/୪ରିଖ ପୁରୀ ଶ୍ରୀ ଗୌରବିହାର ଠାରେ ପୂର୍ବାହ୍ନ୮ଘଂଟିକା ସମୟରେ ଶ୍ରୀ ଗ୍ରହରାଜ ଶ୍ରୀ ସନିଦେଵଙ୍କ ସ୍ଵନକ୍ଷେତ୍ର ଉତ୍ସବ (ପୂଜା ଅଭିଷେକ, ଯଜ୍ଞ ପୂର୍ଣ୍ଣାହୁତି)ଏବଂ ମଧ୍ୟାହ୍ନ୧୨ଘଂଟିକା ସମୟରେ ପ୍ରସାଦ ସେବନ ଏବଂ ସାଧୁ ସେବାର ଆୟୋଜନ କରାଯାଇଥିଲା…

ପୁରୀ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା-୨୦୨୫

ପୁରୀ : (ମନୋଜ କୁମାର ବଳିଆରସିଂ )ଚଳିତ ମାସ ଏପ୍ରିଲ ୨୬ ଓ ୨୭ତାରିଖ ଦୁଇ ଦିନ ଧରି ପୁରୀର ଗରୁଡ଼ ଛକ ରେ ଥିବା ରେଲୱ କଲ୍ୟାଣ ମଣ୍ଡପ ଠାରେ ଟାଏକୋଣ୍ଡୋ ଆସୋସିଏସନ ଅଫ ପୁରୀ ଦ୍ୱାରା ୧୮ତମ କିରୋଗୀ…

ଜଗନ୍ନାଥ ଧାମ ଆମ୍ବୁଲାନ୍ସ ଡ଼ିଭିଜନ ତରଫରୁ ବନ୍ଧୁ ମିଳନ

ପୁରୀ : (ମନୋଜ କୁମାର ବଳିଆରସିଂ )ଜଗନ୍ନାଥ ଧାମ ଆମ୍ବୁଲାନ୍ସ ଡ଼ିଭିଜନ (St .John ambulance Puri) ତରଫରୁ ବନ୍ଧୁ ମିଳନ, ଭୋଜି, ପ୍ରାଥମିକ ଚିକିତ୍ସା ବିଶ୍ଵନାଥ ପାହାଡ ବା ବିଶ୍ଵନାଥ ମନ୍ଦିର ଡେ଼ଲାଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି l ଭୋଜି…

ଗୁଣ୍ଡିଚା ଘର ବ୍ୟବସାୟ ସଂଘର ସମୂହ ଦ୍ୱୀପ ଦାନ

ପୁରୀ : (ମନୋଜ କୁମାର ବଳିଆରସିଂ )ଗୁଣ୍ଡିଚା ଘର ବ୍ୟବସାୟ ସଂଘ ର ଏକ ସମୂହ ଦ୍ୱୀପ ଦାନ କାର୍ଯ୍ୟକ୍ରମ ଶନିବାରଦିନ ସନ୍ଧ୍ୟା ୭ଟା ସମୟରେ ଅନୁଷ୍ଠିତ ହୋଇଥିଲା।କାଶ୍ମୀର ର ପହେଲଗ୍ରାମ ଠାରେ ଆତଙ୍କ ବାଦୀଙ୍କ ଗୁଳିର ଶିକାର ହୋଇଥିବା ନିରୀହ…