
ପୁରୀ : (ମନୋଜ କୁମାର ବଳିଆରସିଂ )ଗୁଣ୍ଡିଚା ଘର ବ୍ୟବସାୟ ସଂଘ ର ଏକ ସମୂହ ଦ୍ୱୀପ ଦାନ କାର୍ଯ୍ୟକ୍ରମ ଶନିବାରଦିନ ସନ୍ଧ୍ୟା ୭ଟା ସମୟରେ ଅନୁଷ୍ଠିତ ହୋଇଥିଲା।କାଶ୍ମୀର ର ପହେଲଗ୍ରାମ ଠାରେ ଆତଙ୍କ ବାଦୀଙ୍କ ଗୁଳିର ଶିକାର ହୋଇଥିବା ନିରୀହ ପର୍ଯ୍ୟଟକଙ୍କ ପାଇଁ ଏକ ସମୂହ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏ
ହି କାର୍ଯ୍ୟକ୍ରମ ରେ ସଂଘର ସଭାପତି ଶ୍ରୀଯୁକ୍ତ ଅରୁଣ କୁମାର ପଟନାୟକ ଏବଂ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ରଥ ,ସହ ସମ୍ପାଦକ ମହେଶ୍ଵର ମହାନ୍ତି ଏବଂ ସଂଗଠନ ସମ୍ପାଦକ ବନମାଳୀ ସାହୁ ,ପ୍ରହଲ୍ଲାଦ ସାହୁ, ରାଜେଶ କୁମାର ନନ୍ଦ, ବୁବୁନ ବାରିକ, ଶ୍ୟାମ ସୁନ୍ଦର ବଳ ବନ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।