ଇନ୍ଦ୍ରାବତୀ ମୁଖ୍ୟ ସ୍ରୋତ ସୁନାମାଲ ନିକଟରେ କନିଷ୍ଠ ଯନ୍ତ୍ରୀ ଙ୍କ ମୃତ ଦେହ

କଳାହାଣ୍ଡି; ୦୨ /୦୨ (ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ମୁଖ୍ୟ ସ୍ରୋତ ସୁନାମାଲ ନିକଟରେ କନିଷ୍ଠ ଯନ୍ତ୍ରୀ ଙ୍କ ମୃତ ଦେହ ଭାସୁଛି। ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଧେହ।ମୃତକ ଯନ୍ତ୍ରୀ ଭବାନୀ ଶଙ୍କର ମହନ୍ତ…

ନବରଙ୍ଗପୁର ଜିଲ୍ଲା ପରିଷଦ ସିଡିଓଙ୍କ ଦାୟିତ୍ବ ଗ୍ରହଣ

ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ନବରଙ୍ଗପୁରି ଜିଲ୍ଲା ପରିଷଦ ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଯୋଗଦାନ ପରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମସ୍ତ…

ଟାଙ୍ଗିଣିଗୁଡା ଠାରେ ଶ୍ରୀ ଶ୍ରୀ ସଙ୍କଟମୋଚନ ହନୁମାନ ମନ୍ଦିରରେ ପଞ୍ଚମୁଖି ବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା

କୋରାପୁଟ : (ନରେନ୍ଦ୍ର ନେଗୀ)ଗାଁ ବାସୀଙ୍କ ବହୁ ଦିନର ଆଶା ପୂରଣ ହୋଇଥିବାର ଜଣାପଡିଛି !କିଛି ଦିନ ତଳେ ଅଯୋଧ୍ଯାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ଉକ୍ତ ଗ୍ରାମରେ ପଞ୍ଚମୁଖିହନୁମାନ ମନ୍ଦିର ପ୍ରତିଷ୍ଠା କରାଯାଇଥିବାରୁ ଭକ୍ତଙ୍କ ମଧ୍ଯରେ…

କୋରାପୁଟ ଜିଲ୍ଲାରେ ନୂତନ ଜିଲ୍ଲାପାଳଙ୍କ କାର୍ଯାଭାର ଗ୍ରହଣ

କୋରାପୁଟ: ( ନରେନ୍ଦ୍ର ନେଗୀ)ଜିଲ୍ଲାପାଳ ଭାବେ ଭି କୀର୍ତ୍ତି ଭାସନ  ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଠାରୁ ସେ ନୂତନ ଭାବେ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ଵ ନେବାପରେ ପ୍ରଥମେ ସ୍ବାସ୍ଥ୍ୟ ସେବା…

ତୁରେକେଲା ରେ ଶଙ୍ଖ ଜନ ସମ୍ପର୍କ ଯାତ୍ରା

ବଲାଙ୍ଗୀର ବ୍ୟୁରୋ : ୦୨/୦୨(ନରେନ୍ଦ୍ର ନେଗୀ)ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନିରୁପମା ମାଝି ନେତୃତ୍ବ ରେ ଅନୁଷ୍ଠିତ ହୋଇଥିବା ବିଜୁ ଜନତା ଦଳ ର ଶଙ୍ଖ ଜନ ସମ୍ପର୍କ ଯାତ୍ର ଗୁରୁବାର ଦିନ ତୁରେକେଲା ବ୍ଲକ ତୁରେକେଲା ପଞ୍ଚାୟତ…

ଆଉ ଫେରିବ କି ବର୍ଣ୍ଣବୋଧ? ସୂଚନା ଦେବାରେ ବିଫଳ ହେଲା ଭାଷା ପ୍ରତିଷ୍ଠାନ!

ବଲାଙ୍ଗୀର ବ୍ୟୁରୋ :୦୨/୦୨ (ନରେନ୍ଦ୍ର ନେଗୀ)ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ଵର ପକ୍ଷରୁ ମଧୁସୂଦନ ରାଓ ଙ୍କ ଛବିଳ ବର୍ଣ୍ଣବୋଧ ୩୦  ଡିସେମ୍ବର ୨୦୨୩  ସୁଦ୍ଧା ପ୍ରକାଶ ପାଇବାର ଥିଲା ହେଲେ ଜାନୁୟାରୀ ୨୦୨୪  ଶେଷ ସୁଦ୍ଧା ପ୍ରକାଶ ନ ପାଇବାରୁ ଏବେ…

ବିଜୁ ଜନତାଦଳ ପକ୍ଷରୁ ଘରେ ଘରେ ଶଙ୍ଖ ପଦଯାତ୍ରା

କଣ୍ଟା କଣ୍ଟାବାଞ୍ଜି:୦୨/୦୨(ନରେନ୍ଦ୍ର ନେଗୀ)କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ର ବଡ଼ସାଇମରା ଗ୍ରାମ ପଂଚାୟତ, ଏବଂ ଧାତୁକଜୁରୀ, ଅଣ୍ଡାଲଦୋରୋ, ପତ୍ରପାଲି, ଖଲିଆପାଲି,ଆମଝରଣ,ଚନୁଟମାଲ, ଟେଂଗ୍ରା, ଧୂମାମାଲ,ବିଭିନ୍ନ ଗ୍ରାମ କୁ ଓ ଘର ଘର ବୁଲି ଯାଇ ସମସ୍ୟା ବୁଝିବା ସହ ନବୀନ ସରକାରଙ୍କ…

ଲୁଚି କି ବିବାହ କରୁଥୁଲା ସ୍ୱାମୀ: ମାଡି ବସିଲା ପ୍ରଥମ ପତ୍ନୀ

ପାଟଣାଗଡ଼:୦୨/୦୨(ନରେନ୍ଦ୍ର ନେଗୀ)ଲୁଚିକି ବାହା ହେଉଥୁବା ଚାଲିଥିବା ବେଳେ ପହଂଚିଗଲା ପତ୍ନୀ |ଆଉ ଏତିକି ବେଳେ ବାହାଘର ରେ ଆରମ୍ଭ ହେଲା ପାଟିତୁଣ୍ଡ, ପରେ ଘଟଣା ଥାନା ରେ ପହଞ୍ଚିଲା ଏବଂ ପୁଲିସ ପହଂଚି ଘଟଣା ର ସମାଧାନ କରିଥିବା ଜଣାପଡିଛି |ଏମିତି…

ବିଦ୍ୟୁତ ଖୁଣ୍ଟରେ ସଂସ୍ପର୍ଶରେ ଅଜଣା ଯୁବକଙ୍କ ଜୀବନ ଗଲା ; ପାଟଣାଗଡ଼ ପୁଲିସ ତଦନ୍ତ ଜାରି

ପାଟଣଗଡ଼ ବ୍ୟୁରୋ:୦୨/୦୨ ( ନରେନ୍ଦ୍ର ନେଗୀ)ବିଦ୍ୟୁତ ଖୁଣ୍ଟର ସସ୍ପର୍ଶରେ ଆସି ଅଜଣା ଯୁବକଙ୍କ ମୃତ ହୋଇଥିବା ଜଣାପଡିଛି । ପାଟଣାଗଡ଼ ଧୂମାଭଟା ରାସ୍ତା ଟିଭିଏସ ଶୋରୁମ ନିକଟରେ ଥିବା ଧୀରେନ୍ଦ୍ର ନଗରରେ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି…

ମାତୃ ଶିଶୁ ହସ୍ପିଟାଲ ପାଖରେ ଲାଗୁନି ମୋବାଇଲ ନେଟୱର୍କ, ବାହାରେ ସ୍ପିଡ ବ୍ରେକର ପାଇଁ ହେଉଛି ଦାବି

ଟିଟିଲାଗଡ ; (ସଞ୍ଜୟ କୁମାର ନାୟକ)ଟିଟିଲାଗଡ ନିକଟସ୍ଥ ପିପଲ ପଦର ଠାରେ ଅବସ୍ଥିତ ଥିବା ମାତୃ ଶିଶୁ ହସ୍ପିଟାଲ ଡିସେମ୍ବର ମାସରେ ଉଦ୍ଘାଟିତ ହେବା ପରେ ଏବେ ସମସ୍ତ ଗର୍ଭବତୀ, ପ୍ରସୂତି ତଥା ଶିଶୁ ମାନଙ୍କୁ ସେଠାରେ ଚିକିତ୍ସା ପ୍ରଦାନ କରାଯାଉଛି।…