ଅବୈଜ୍ଞାନିକ ଓ ବ୍ୟବସାୟୀକ ଶିକ୍ଷାର ପ୍ରସାରଣ ଜାତୀୟ ଶିକ୍ଷାନୀତି ମୌଳିକ ଲକ୍ଷ୍ୟ : ଏସ ଟି ଏଫ୍ ଆଇ
ପୁରୀ ୦୭/୦୫(ମନୋଜ କୁମାର ବଳୀୟାରସିଂ)ଜାତୀୟ ଶିକ୍ଷାନୀତି – ୨୦୨୦ ଭାରତୀୟ ସମ୍ବିଧାନ ଲକ୍ଷ୍ୟ ଓ ଆଦର୍ଶର ବିରୋଧୀ ଏବଂ ଏହା ମୂଳତଃ ଅବୈଜ୍ଞାନିକ ଓ ବ୍ୟବସାୟୀକ ଶିକ୍ଷାର ପ୍ରସାରଣ କରିବ ବୋଲି ବିଶିଷ୍ଟ ସମାଜ ବିଜ୍ଞାନୀ ପ୍ରଫେସର ବିଜୟ ବହିଦାର ମତବ୍ୟକ୍ତ…