ମୁନିଗୁଡ଼ା କଂଗ୍ରେସ ପକ୍ଷରୁ ବିଡ଼ିଓଙ୍କୁ ସ୍ଵାଗତ
ମୁନିଗୁଡ଼ା: ୨୪।୧୦(ରମାକାନ୍ତ ପଢ଼ାଲ)ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକରେ ନୂତନ ବିଡିଓଙ୍କୁ ମୁନିଗୁଡା କଂଗ୍ରେସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ପୂର୍ବରୁ ମୁନିଗୁଡ଼ା ବ୍ଲକରେ ବିଡ଼ିଓ ଭାବେ ପ୍ରିତମ କୁମାର ତନ୍ତିଙ୍କର ମୁନିଗୁଡ଼ା ବ୍ଲକରୁ ରେଙ୍ଗାଲି ବ୍ଲକକୁ ବଦଳି ହୋଇଛି। ତାଙ୍କ ସ୍ଥାନରେ…