ଢେଙ୍କାନାଳ ରତ୍ନ ବଜାର ପୁଜା କମିଟି ପକ୍ଷରୁ ମହାଲକ୍ଷ୍ମୀ ପୂଜା ପାଳିତ

ଢେଙ୍କାନାଳ: ରତ୍ନ ବଜାର ପୁଜା କମିଟି ପକ୍ଷରୁ ମହାଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି। ପ୍ରାତଃ ରୁ କଳସ ଯାତ୍ରା କରାଯାଇଥିଲା । ସୂର୍ଯ୍ୟ ପୂଜା,ମଣ୍ଡଳ ପୂଜା ମହାଲକ୍ଷ୍ମୀ ମୁନୟ ମୂର୍ତ୍ତିଙ୍କୁ ଚକ୍ଷୁ ଦାନ ପାରେ ମା ଙ୍କୁ ଷୋଡ଼ଶ ଉପଚାର ପୂଜା…

କଳାହାଣ୍ଡି କଳାକାର ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା :(ଅର୍ଜୁନ ପଟ୍ଟନାୟକ )କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ସ୍ଥିତ ସଂଘ କାର୍ଯ୍ୟାଳୟ ଠାରେ କଳାହାଣ୍ଡି କଳାକାର ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି କାଦିର ଖାଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ…

କୁଡୁତାଇ ପଞ୍ଚାୟତ ରେ ସରପଞ୍ଚ ଉପନିର୍ବାଚନ ପାଇଁ ଦାବି

ଜଗନ୍ନାଥପ୍ରସାଦ :୨୮/୧୦(ସୁଶାନ୍ତ କୁମାର ବେହେରା )ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ରେ ସରପଞ୍ଚ ନିର୍ବାଚନ କରିବା ପାଇଁ ପଞ୍ଚାୟତ ବାସୀଙ୍କ ପକ୍ଷରୁ ଦାବି ହୋଇଛି । ଗତ ମେ ମାସ ରେ କୁଡୁତାଇ ପଂଚାୟତ ସରପଞ୍ଚ ସନତ ପ୍ରଧାନ ଭୁଁଇ କରୋଡ଼ା…

ଭବାନୀପାଟଣାରେ ପଥୋତ୍ସବ ଅନୁଷ୍ଠିତ

କଳାହାଣ୍ଡି:( ନରେନ୍ଦ୍ର ନେଗୀ)ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସମ୍ମୁଖ ରାସ୍ତା କଡ଼ରେ ଶନିବାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୪ ଉପଲକ୍ଷେ ପଥଉତ୍ସବ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ପଦଯାତ୍ରା କାର୍ଯ୍ୟକ୍ରମରେ ଭବାନୀପାଟଣା ସହରର ୧୪ ଟି ଉଚ୍ଚମାଧ୍ୟମିକ ଓ ମହାବିଦ୍ୟାଳୟ ର ବହୁ…

ଧର୍ମଗଡ଼ ରେ ପଥୋସତ୍ସବ, ଭୋଟ ଦେବା ଗଣତନ୍ତ୍ର ସୃଦୃଢ଼ କରିବା

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଛି। ପଥୋତ୍ସବ ମୋ ଭୋଟ ମୋ ସମ୍ମାନ ସହିତ ନୂତନ ଭୋଟ ର ଙ୍କୁ ଅଭିନନ୍ଦନ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଓ୍ଵକାଥନ ଓ ଉତ୍ସଵ ଆୟୋଜନ…

ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଆନୁକୁଲ୍ୟରେ ଥାଲା ସେମିଆ ସିଙ୍କଲ ସେଲ ସଚେତନ ଶିବିର

ଢେଙ୍କାନାଳ:ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଆନୁକୁଲ୍ୟରେ ଥାଲା ସେମିଆ ସିଙ୍କଲ ସେଲ ସଚେତନ ଶିବିର ସ୍ଥାନୀୟ ସତ୍ୟ ସାଇ ସେବା ସମିତି ପୀ.ଡବ୍ଲୁ.ଡି କଲୋନୀ , ଢେଙ୍କାନାଳ ଠାରେ ତା ୨୭.୧୦.୨୦୨୩ ରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଛି। ଉକ୍ତ…

ଧର୍ମଗଡ଼ ଠାରେ ଗଜ ଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା

ଧର୍ମଗଡ଼: ତା ୨୭/୧୦/୨୩(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ଚାରିଛକ ଠାରେ ପ୍ରଥମ ଥର ଗଜ ଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ଆରମ୍ଭ ହୋଇଯାଇଛି। ବ୍ଲକ ପଡା ପାଖରୁ କଳସ ପାଣି ଆଣିବା ସହିତ ନିରଞ୍ଜନ ମହାପାତ୍ର ଙ୍କ ଘରୁ ଅଁଳା ବର…

ଆସନ୍ତା ୪ ତାରିଖରେ ବୁଢାରଜା ଦେବଙ୍କ ଦଶରା, ଚଳଚଞ୍ଚଲ ଆମପାଣି ଅଞ୍ଚଳ

ଧର୍ମଗଡ଼: ତା ୨୭/୧୦/୨୩(ହେମନ୍ତ କୁମାର ମାଝୀ)କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଶେଷ ହେଲାପରେ ଜିଲ୍ଲାର ଅନ୍ୟ ଏକ ପ୍ରସିଦ୍ଧ ଦଶରା କହିଲେ କୋକସରା ବ୍ଲକ ଆମପାଣି ଘାଟି ମୁଣ୍ଡରେ ପୁଜା ପାଉଥିବା ଆରଧ୍ୟ ଦେବତା ପ୍ରଭୂ ବୁଢାରଜା ଦେବଙ୍କ…