ସପ୍ତମ ଗଡ଼ଜାତ ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)) ବ୍ଲକ ବୀରନରସିଂହପୁର ଠାରେ ଅନୁଷ୍ଠିତ ସପ୍ତମ ଗଡ଼ଜାତ ଲୋକ ମହୋତ୍ସବ ର ଚତୁର୍ଥ ସନ୍ଧ୍ୟାରେ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ. ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗେଂଦ୍ରା କୁଜୁର ମୁଖ୍ୟ ଅତିଥି ଭାବେ…
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କଳାହାଣ୍ଡି ଗସ୍ତ
କଳାହାଣ୍ଡି : (ନରେନ୍ଦ୍ର ନେଗୀ)ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଓ ମୁଖ୍ୟ କାର୍ଯ୍ୟ ନୁର୍ବାହୀ ଅଧିକାରୀ ଡ.ଅଜିତ ମିଶ୍ର ଦୁଇ ଦିନିଆ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମରେ ଆସି ପ୍ରଥମ ଦିନରେ ଷଷ୍ଠ ଶତାବ୍ଦୀର ଐତିହାସିକ ମୋହନଗିରି…
ଵୋର୍ଡର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାଙ୍କେରୀ ନୂଆ ଓଡିଶା ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯକ୍ରମ ଉଦଯାପିତ
ଧର୍ମଗଡ଼ ; (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀ କାଙ୍କେରି ବୋର୍ଡର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ରାଜ୍ୟ ସରକାର ଙ୍କ ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ…
ରାସ୍ତା ସଂପୂର୍ଣ୍ଣି କରଣ ବିଳମ୍ବ ନେଇ ଜନ ଅସନ୍ତୋଷ
ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ବ୍ଲକ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ୨ ବର୍ଷ ଧରି କାର୍ଯ୍ୟ ହେଉଥିବା ସୁରୁଣ୍ଡି ଠାରୁ ସଂକୁଲୋଇ କୁ ସଂଯୋଗ କରୁଥିବା ରାସ୍ତା ଟି ବହୁ ସ୍ଥାନରେ ସଂପୂର୍ଣ୍ଣ ହୋଇନଥିବା ନେଇ ଜନ ଅସନ୍ତୋଷ ଦେଖା ଦେଇଛି…
ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ଓ ସାଧୁମେଳା ସାମ୍ବାଦିକତା କ୍ଷେତ୍ର ରେ ଭାଗବତ ଓ ବିଭୁଦତ୍ତ ସମ୍ମାନୀତ
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂ ) ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ମଣିଭଦ୍ରା ପାଦ ଦେଶରେ ଥିବା ମାଁ କଳାପାଟ ଠାକୁରାଣୀ ଙ୍କ ପୀଠ ସ୍ଥଳୀ ରେ 31ତମ ବିଶ୍ୱ ଶାନ୍ତି ମହାଜଜ୍ଞ ଓ ସାଧୁ ସନ୍ଥ ମେଳା ଅନୁଷ୍ଠିତ…
ଧର୍ମଗଡ଼ ବସ୍ତିପଡା ଠାରେ ୩୦ ତମ ବର୍ଷ ଲକ୍ଷ୍ମୀ ପୂଜା ଆରମ୍ଭ
ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବସ୍ତିପଡା ଠାରେ ୩୦ ତମ ବର୍ଷ ମାଁ ଲକ୍ଷ୍ମୀ ଙ୍କ ପୂଜା ଆରମ୍ଭ ହୋଇଛି। ଏହି ପୂଜା ତା ୧୭/୧୨/୨୩ ଠାରୁ ଆରମ୍ଭ ହୋଇ…
ସପ୍ତମ ଗଡ଼ଜାତ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମଞ୍ଚ ଦୁଲୁକିଲା ସମ୍ବଲପୁରୀ ନୃତ୍ୟରେ
ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ର ବୀରନରସିଂହପୁର ଠାରେ ଅନୁଷ୍ଠିତ ସପ୍ତମ ଗଡ଼ଜାତ ଲୋକ ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ ସଭାପତି ବିଶ୍ୱଜିତ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଓଡିଶା ବିଧାନସଭା ଉପବାଚସ୍ପତି ତଥା ଘୁ ଉଦୟଗିରି…
ବିଜେପି ରାଜ୍ୟ ସଭାପତିଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ପ୍ରସ୍ତୁତି ବୈଠକ
ବୌଦ୍ଧ : ( ଚିତ୍ତରଞ୍ଜନ ସିଂ )ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆସନ୍ତା ଡିସେମ୍ବର 19 ତାରିଖରେ ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଣ୍ଟlମାଳ ବିଧାନସଭାକୁ ଦିନିକିଆ ଦଳୀୟ କାର୍ଯ୍ୟକ୍ରମରେ ଆଜି କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଆଗାମୀ ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ…