କଣ୍ଟାମାଳ ରେ ଅପରେସନ ସିନ୍ଦୁରର ପରାକ୍ରମ ଶୋଭାଯାତ୍ରା

ସେନାବାହିନୀର ପରାକ୍ରମ ଓ ଶୌର୍ଯ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି : ବିଧାୟକ ଶ୍ରୀ ଡାଙ୍ଗ ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ସେନା ବାହିନୀର ପରାକ୍ରମ ଓ ଶୌର୍ଯ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି ବୋଲି ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ…

ବିଜୁଳି କାଟ୍ ପରମ୍ପରା କୁ ବଜାୟ ରଖିଛନ୍ତି କେସିଙ୍ଗା ବିଦ୍ୟୁତ୍ ବିଭାଗ

କେସିଙ୍ଗା:୨୨/୦୫ (ପ୍ରୀତେଶ ପଟେଲ )ଯେମିତି ଯେମିତି ଗ୍ରୀଷ୍ମ ପ୍ରବାହ ବଢୁଛି ସେମିତି ବିଦ୍ୟୁତ୍ ବିଭାଗ ତରଫରୁ ମଧ୍ୟ ବିଦ୍ୟୁତ୍ କାଟ ବଢୁଛି |କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହର ରେ ବିଦ୍ୟୁତ୍ କାଟ ରୁ ଲୋକେ ହନ୍ତସନ୍ତ ହୋଇଗଲେଣି | ଦିନ କୁ…

ବୌଦ୍ଧ ଜିଲ୍ଲା ଅଲ ଓଡ଼ିଶା ରିପୋର୍ଟସ ଆସୋସିଏସନ ର କର୍ମକର୍ତ୍ତା ଚୟନ,ସଭାପତି. ଭାଗବତ ‘ ସମ୍ପାଦକ ଅବଦୁଲ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଅଂଶୁଲା ରିସର୍ଟ ଠାରେ ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ଚିତ୍ତ ରଞ୍ଜନ ସିଂ ଙ୍କ ଅଧକ୍ଷତା ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ…

ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା ଧର୍ମଗଡ ବ୍ଲକ ଅଞ୍ଚଳ

ଧର୍ମଗଡ଼ : ୨୧/୫(ହେମନ୍ତ କୁମାର ମାଝୀ)ଦେଶର ଏକତା, ଅଖଣ୍ଡତା ଓ ଶାନ୍ତି ପ୍ରତିଷ୍ଠା କୁ ବଜାଇ ରଖିବା ପାଇଁ ଭାରତୀୟ ସେନା ର ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ,ବଳିଦାନ ଓ କର୍ତ୍ତବ୍ୟ ନିଷ୍ଠା ଅତୁଳନୀୟ। ଭାରତର ସୁରକ୍ଷା ପାଇଁ ଆତଙ୍କବାଦ ବିରୋଧରେ ଲଢ଼େଇ…

ସାତ କୋଶିଆ ଗଣ୍ଡ ରେ ୨୯ ଟି ସୁସ୍ଥ ଘଡ଼ିଆଳ ଶାବକ ଜନ୍ମ,୫ ବର୍ଷ ରେ ୧୫୭ଟି ସୁସ୍ଥ ଶାବକ ନେଇଛନ୍ତି ଜନ୍ମ

ଚଳିତ ବର୍ଷ ସାତ କୋଶିଆ ରେ ଘଡ଼ିଆଳ ବଂଶ ବୃଦ୍ଧି ପାଇଁ 5ଟି ମାଈ ଓ 3 ଟି ଅଣ୍ଡିରା ଘଡ଼ିଆଳ ହୋଇଥିଲା ଛଡା ହରଭଙ୍ଗା :୨୧/୦୫(ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ମହାନଦୀ ସାତକୋଶିଆ ଅଭୟାରଣ୍ୟ ଗଣ୍ଡ କୁସଙ୍ଗ ରେଞ୍ଜ ରେ…

ଅପରେଶନ ସିନ୍ଦୁର ସମ୍ମାନ ପାଇଁ କେସିଙ୍ଗା ସହର ରେ ତ୍ରିରଙ୍ଗା ଶୋଭାଯାତ୍ରା

କେସିଙ୍ଗା : (ପ୍ରୀତେଶ ପଟେଲ)କେସିଙ୍ଗା ତ୍ରିରଙ୍ଗା ଶୋଭାଯାତ୍ରା କମିଟି ତରଫରୁ ଅପରେସନ ସିନ୍ଦୁର ପରାକ୍ରମ ବର୍ଣ୍ଣାଢ଼୍ୟ ବାଇକ୍ ଶୋଭାଯାତ୍ରା ଆଜି ଆୟୋଜନ ହୋଇ ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା ବୋରିଙ୍ଗପଦର ଠାରୁ ସହର ପରିକ୍ରମା କରି କୁର୍ଲପଡା ବସଷ୍ଟାଣ୍ଡରେ…

ଧର୍ମଗଡରେ ଶ୍ରୀ ଆଶୀର୍ବାଦଜୀ ମହାରାଜଙ୍କ ଶ୍ରୀରାମ ଚରିତ ମାନସ କଥାମୃତର ଦିବ୍ୟ ପ୍ରବଚନ

ଧର୍ମଗଡ଼; (ହେମନ୍ତ କୁମାର ମାଝୀ)ଧର୍ମଗଡ ଜଗନ୍ନାଥ ସେବା ସମିତି ସୌଜନ୍ୟ ତଥା ଧର୍ମଗଡ ବସ୍ତିପଡ଼ା ବାସୀ ଙ୍କ ସହଯୋଗରେ ଗତ ୧୪.୫.୨୦୨୫ (ବୁଧବାର) ଠାରୁ  ୨୨.୫.୨୦୨୫(ଗୁରୁବାର )ତାରିଖ ପର୍ଯ୍ୟନ୍ତ  ଧର୍ମଗଡ ବସ୍ତିପଡା ସାପ୍ତାହିକ ବଜାର ପଡିଆ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ …

ପୁରୀର ସାମାଜିକ କର୍ମୀ ଙ୍କୁ ଡକ୍ଟରେଟ ସମ୍ମାନ

ଭୁବନେଶ୍ୱର : ଜୟଦେବ ଭବନଠାରେ ଅନୁଷ୍ଠିତ ୱାର୍ଲଡ଼ ଚାରିଟି ୱେଲଫେୟାର ଫାଉଣ୍ଡେସନ ତରଫରୁ ପୁରୀ ର ସାମାଜିକ କର୍ମୀ ମନୋଜ କୁମାର ବଳୀୟାରସିଂ ଙ୍କୁ ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଡକ୍ଟରେଟ ସମ୍ମାନ ରେ ସମ୍ମାନୀତ କରାଗଲା ।…

ପଣ୍ଡାରା ମାଳି ସମାଜ ତରଫରୁ ମହାସଭା ପାଇଁ ପ୍ରସ୍ତୁତି ବୈଠକ, ଆତ୍ମଘୋଷିତ ସଭାପତି ଓ କୂଳପତି କୁ ସମାଜ ପକ୍ଷରୁ ବିରୋଧ

ଧର୍ମଗଡ଼ ତା ୧୯/୫( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଗଡିଆଯୋର ଆମ୍ବ ତୋଟା ଠାରେ ଉପସଭାପତି ବୈକୁଣ୍ଠ ରଣା ଙ୍କ ସଭାପତିତ୍ବରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ର…

ପୁରୀ ଠାରେ ପରାକ୍ରମ ଶୋଭାଯାତ୍ରା

ଆମ ସେନା ଆମ ଗର୍ବ,ସେମାନଙ୍କ ମନୋବଳ ବଢାଇବା, କୃତଜ୍ଞତା ଜଣାଇବା ହଜାର ହଜାର ବ୍ୟକ୍ତି ତ୍ରିରଙ୍ଗା ଧରି ଦେଶ ପ୍ରେମର ବାର୍ତ୍ତା ବାଣ୍ଟିଲେ। ପୁରୀ:୧୯. ୫(ମନୋଜ କୁମାର ବଳୀୟାରସିଂ) ଆମେ ଏକ।ଆମ ଦେଶର ସୁରକ୍ଷା ରେ ଆମେ ସମସ୍ତେ ଜଣେ ଜଣେ…