ପୁରୀ ସାହିତ୍ୟ ମହୋତ୍ସବ ରାଜ୍ୟପାଳଙ୍କ ଦ୍ଵାରା ଉଦଘାଟିତ

ପୁରୀ ସାହିତ୍ୟ ମହୋତ୍ସବ ଭାରତର ସାଂସ୍କୃତିକ ଐତିହ୍ୟ ଓ ପ୍ରଗତିଶୀଳ ଆକାଂକ୍ଷାର ଏକ ଉତ୍ସବ: ରାଜ୍ୟପାଳ ପୁରୀ ୧୮/୪ (ମନୋଜ କୁମାର ବଳିଆରସିଂ )ଆଧ୍ୟାତ୍ମିକ ଭାବରେ ପ୍ରତିଧ୍ୱନିତ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ପୁରୀ ସହରରେ ପୁରୀ ସାହିତ୍ୟ ମହୋତ୍ସବର ଉଦଘାଟନ…

ଉତ୍କଳ ବିଦ୍ୱତ୍ ପରିଷଦ ତରଫରୁ ପୁରୀରେ ସାଧୁ ସନ୍ଥ, ଭକ୍ତ ଓ ଜନସାଧାରଣଙ୍କ ପାଇଁ ଆମ୍ବୁଲାନ୍ସ ସେବା ଆରମ୍ଭ

ପୁରୀ : (ମନୋଜ କୁମାର ବଳିଆରସିଂ )ସନାତନ ସଂସ୍କୃତି ଓ ପରମ୍ପରା ର ସୁରକ୍ଷା ଓ ପ୍ରଚାର ପାଇଁ କାର୍ଯ୍ୟରତ “ଉତ୍କଳ ବିଦ୍ୱତ୍ ପରିଷଦ” ପୁରୀରେ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛି। ଆଜି ଶ୍ରୀମନ୍ଦିର ନିକଟସ୍ଥ ଉତ୍ତରପାର୍ଶ୍ଵ ମଠ ନିକଟରେ ଆୟୋଜିତ…

‘ନାରୀ ନିର୍ଯ୍ୟାତନା ଓ ବର୍ଦ୍ଧିତ ରନ୍ଧନ ଗ୍ୟାସ ଦର’ ବିରୋଧ ରେ କଂଗ୍ରେସ ତରଫରୁ ପୁରୀରେ ପ୍ରତିବାଦ

ପୁରୀ : (ମନୋଜ କୁମାର ବଳିଆର ସିଂ )’ନାରୀ ନିର୍ଯ୍ୟାତନା ଓ ବର୍ଦ୍ଧିତ ରନ୍ଧନ ଗ୍ୟାସ ଦର’ ବିରୋଧ ରେ କଂଗ୍ରେସ ତରଫରୁ ପୁରୀରେ ପ୍ରତିବାଦ । ପୁରୀ :ରାଜ୍ୟରେ ନାରୀ ଅସୁରକ୍ଷିତ ନାରୀମାନେ ନିଖୋଜ ହେବା ,ସ୍କୁଲରେ ଅଧ୍ୟାୟନ କରୁଥିବା…

ଜନ ଅଧିକାର ପାଇଁ ଆମ ଲଢେୟୀ ଜାରୀ ରହିବ

ପୁରୀ: ( ମନୋଜ କୁମାର ବଳିଆରସିଂ )ଜନ ଅଧିକାର କୁ ଅଧିକ ରୁ ଅଧିକ ଲୋକ ଙ୍କ ପାଖରେ ପହଞ୍ଚାଇବା ଏବଂ ଜଣେ ଲୋକର ବଞ୍ଚିବାର ଅଧିକାର ଯେପରି କ୍ଷୁର୍ଣ୍ଣ ନହୁଏ, ସେୟୀ ବାର୍ତ୍ତା ନେଇ ନବଗଠିତ ” ଅଧିକାର ଫାଉଂଡେସନ…

ଓଡିଆ ନବବର୍ଷ ଅବସରରେ ପ୍ରକାଶ ପାଇଛି ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା କ୍ୟାଲେଣ୍ଡର

ପୁରୀ : (ମନୋଜ କୁମାର ବଳିଆରସିଂ )ପୂର୍ବରୁ ଏହି କ୍ୟାଲେଣ୍ଡର ମୁଦ୍ରଣ ପରେ ଦେବାର୍ପଣ ହୋଇଥିବା ବେଳେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଏହା ଲୋକାର୍ପିତ ହୋଇଅଛି । ସେହିପରି ପ୍ରଥମ…

ଅମ୍ବାଦଲା ସମ୍ବିଧାନ ସୁରକ୍ଷା ସମିତି ପକ୍ଷରୁ ଭାରତରତ୍ନ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ପାଳିତ

ମୁନିଗୁଡ଼ା: ୧୪/୪ (ରମାକାନ୍ତ ପୋଡାଳ )ରାୟଗଡ଼ ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଠାରେ ସମ୍ବିଧାନ ସୁରକ୍ଷା ସମିତି ତରଫରୁ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ୧୩୪ ତମ ଜନ୍ମଜୟନ୍ତୀ ଧୁମ ଧାମରେ ପାଳିତ ହୋଇଯାଇଛି। ପ୍ରଥମେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା…

ମୁନିଗୁଡ଼ା କଂଗ୍ରେସର ମିଶ୍ରଣ ପର୍ବ : ଦୁର୍ବଳ ବିଜେଡି ପ୍ରତି ମୁହଁ ଫେରାଉଛନ୍ତି କର୍ମୀ

ମୁନିଗୁଡ଼ା: ୧୫/୦୪ (ରମାକାନ୍ତ ପୋଡାଳ )ବିଜେଡି ପ୍ରତି ଭାଙ୍ଗୁଛି ଲୋକଙ୍କ ଆସ୍ଥା I ୨୦୨୪ ସାଧାରଣ ନିର୍ବାଚନ ତଥା ବିଧାନସଭା ନିର୍ବାଚନ ରେ ବିଜେଡିର ଶୋଚନୀୟ ପରାଜୟ ସହ ଜିଲ୍ଲାର ତିନି ବିଧାନସଭା ଆସନ କୁ କଂଗ୍ରେସ ଦଖଲ କରିନେଇଛି I…

ହରଭଙ୍ଗା ବ୍ଲକରେ ଜିଲ୍ଲାପାଳଙ୍କ ଜଣାଶୁଣାଣି କାର୍ଯ୍ୟକ୍ରମ

ବୌଦ୍ଧ(ଚିତ୍ତରଞ୍ଜନ ସିଂହ)-ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ବୌଦ୍ଧ ଜିଲ୍ଲାପାଳ ଓ ଏସ. ପିଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ମାତ୍ର ୧୮ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର…

୫ ଟି ରୂପାନ୍ତରିତ କାଯ୍ୟରେ ସ୍କୁଲ ମାନଙ୍କରେ ବ୍ୟାପକ ଅନିୟମିତତା

କେସିଙ୍ଗା (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ରେ ସ୍କୁଲ ମାନଙ୍କରେ ୫ ଟି ରୂପାନ୍ତରୀତକରଣରେ ନାମ ରେ ବ୍ୟାପକ ଅନିୟମିତତା ର ଅଭିଯୋଗ ଆଣିଛନ୍ତି କେସିଙ୍ଗା ନଗର ର ଜଣେ ବରିଷ୍ଠ ସାମ୍ୱାଦିକ , ସେ କେସିଙ୍ଗା ବ୍ଲକ ବି…

କାଶୀପୁର ବ୍ଲକ ରେ ଆଡମ୍ବର ସହ ପାଳନ ହେଲା ଆମ୍ବେଦକର ଜୟନ୍ତୀ

କାଶୀପୁର ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ୧୪ ଏପ୍ରିଲ ବିଶ୍ୱରତ୍ନ ଡା. ବାବା ସାହେବ ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ଆଡମ୍ବର ସହ ପାଳନ…