ଶ୍ରୀକ୍ଷେତ୍ର ସାହିଯାତ,ଶ୍ରୀମନ୍ଦିର ଚତୁର୍ପାଶ୍ୱ।ଶ୍ରୀମନ୍ଦିର ପରମ୍ପରା କ୍ରମେ ସମ୍ପନ
ପୁରୀ:ଶ୍ରୀକ୍ଷେତ୍ର ସହିଯାତ ର ଦ୍ଵିତୀୟ ସନ୍ଧ୍ୟା ।ବିରବାଦ୍ୟ ରେ କମ୍ପୁଥିଲା ଶ୍ରୀମନ୍ଦିର ଚତୁର୍ପାଶ୍ୱ।ଶ୍ରୀମନ୍ଦିର ପରମ୍ପରା କ୍ରମେ ସମ୍ପନ ହୋଇଥିଲା ରାମଲୀଳା ର ଯଜ୍ଞ ରକ୍ଷା ପ୍ରସ୍ତାବ ।ହରଚଣ୍ଡୀ ସାହି ପକ୍ଷରୁ ଅସୁର ସୁବାହୁ ଓ ମାରିଚ(ନାକ ଓ କାନ)ବାହାରିଥିଲେ ।କୃଷ୍ଣା ମହାପାତ୍ର…