ପ୍ରଥମ ଓଡ଼ିଆ ପକ୍ଷ _୨୦୨୫ ପାଲିତ

କେସିଙ୍ଗା ( ପ୍ରୀତେଶ ପଟେଲ)ଶିକ୍ଷକତା ଏକ ବୃତ୍ତି ନୁହେଁ , ମାନବ ସମାଜକୁ ଦିଗଦର୍ଶନ ଦେଇ ଅନନ୍ତ ସ୍ବର୍ଣିମ ସମ୍ଭାବନାର ଚିତ୍ରକାର ରୂପେ ଗଢି ତୋଳିବାର ଏକ ତ୍ୟାଗପୂତ ସେବା ଓ ତ୍ୟାଗ । ଶିକ୍ଷା ହିଁ ସାମାଜିକ ସହାବସ୍ଥାନର ମୂଳ…

ସାହିଯାତର ୪ର୍ଥ ଦିବସ: ବନବାସ ନୀତି ସମ୍ପନ

ପୁରୀ: (ମନୋଜ କୁମାର ବଳିଆରଶିଂ )ଚୈତ୍ର ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ବନବାସ ନୀତି ସମ୍ପନ୍ନ ହୋଇଛି। ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ବଢ଼ିବା ପରେ ଦକ୍ଷିଣୀ ଘରୁ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ ଏବଂ ମା’ ସୀତାଙ୍କ ପ୍ରତିମୂର୍ତ୍ତିକୁ ମହାଜନସେବକ…

ପୁରୀରେ ଦୟଣା ଚୋରି ନୀତି ଅନୁଷ୍ଠିତ

ପୁରୀ (ମନୋଜ କୁମାର ବଳିଆରସିଂ )ଦୟଣା ଗଛ ଚୋରି କରି ଶ୍ରୀଦେବୀ, ଭୂଦେବୀଙ୍କ ସହ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଆଜି ବନ୍ଧା ପଡ଼ିଛନ୍ତି। ଭୋଗମଣ୍ଡପ ଘରେ ଶ୍ରୀଦେବୀ, ଭୂଦେବୀ। ଓ ମଦନମୋହନଙ୍କୁ ମୁଦ ଦେଇ ରଖାଯାଇଛି।ପରମ୍ପରା ଅନୁଯାୟୀ, ଆଜି ମଧ୍ୟାହ୍ନ…

ଉପାସୀ ମହାସୁଆର ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ବାଲୀ ସାହି ଆଖଡ଼ା ତରଫରୁ ବାଲୀସାହି ସ୍ଥିତ ଅଷ୍ଟଶମ୍ଭୁ ମନ୍ଦିର ପ୍ରାଙ୍ଗଣରେ ଉପାସୀ ମହାସୁଆର ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମ କୁ ବାଲୀ ସାହିର ସାହିନାୟକ ପରିବାର ତରଫରୁ ରଘୁନାଥ ଖୁଣ୍ଟିଆ…

ପୁରୀ ସହର ର ଭୁତଳ ଜଳ କମିବା ଘଟଣାରେ ତହସିଲଦାରଙ୍କୁ ଦାବିପତ୍ର

ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ସହର ର ଭୁତଳ ଜଳ କମିବା ଘଟଣା ସରକାରଙ୍କୁ ଅଛପା ନାହିଁ, ଏହାର ପ୍ରମୁଖ ସମସ୍ୟା ର ବଡ଼ କାରଣ ଜଳାଶୟ ପୋତି ନିର୍ମାଣ କାର୍ଯ୍ୟ କରିବା । ଲଗାତାର ଯଦି ପୋତା…

ପୁରୀ ପୌରାଞ୍ଚଳ ୱାର୍ଡ ନମ୍ୱର – ୨୩ ଅନ୍ତର୍ଗତ ରାମଚଣ୍ଡୀ ବାଲିକୁଦା ସାହି ବସ୍ତି ବାସିନ୍ଦାଙ୍କ ଭୂମି ଅଧିକାର ପ୍ରଦାନ ଦାବିରେ ଜିଲାପାଳଙ୍କୁ ଦାବିପତ୍ର

ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ପୌରାଞ୍ଚଳ ୱାର୍ଡ ନଂ –୨୩ ଅନ୍ତର୍ଗତ ରାମଚଣ୍ଡୀ ବାଲିକୁଦା ସାହିର ବାସିନ୍ଦା। ଆମ ଦେଶରେ ଚାଲିଥିବା ପୁଞ୍ଜିତନ୍ତ୍ରର ପରିଣତ ସ୍ବରୂପ ଗାଁ ଗହଳିରେ କାମଧନ୍ଦା ନପାଇ, ବିସ୍ଥାପନ – ବିତାଡ଼ନର ଶିକାର ହୋଇ…

ଶ୍ରୀମନ୍ଦିର ଜେଟିପିଙ୍କ ପାଇଁ ଆଜି ପ୍ରଶିକ୍ଷଣ ଶିବିର ଆୟୋଜିତ

ପୁରୀ : (ମନୋଜ କୁମାର ବଳିଆରସିଂ )ଶ୍ରୀମନ୍ଦିର ଜେଟିପିଙ୍କ ପାଇଁ ଆଜି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଶ୍ରୀମନ୍ଦିରର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ ଏବଂ ସୁରକ୍ଷା ପ୍ରଶାସକଙ୍କ ଉପସ୍ଥିତିରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଜେଟିପିମାନଙ୍କୁ…

” ନୃତ୍ୟାଞ୍ଜଳି” ଓ ଭକ୍ତି ରାସ ନୃତ୍ୟ ଉତ୍ସବ ୨୦୨୫

ପୁରୀ ଟା.୦୭/୦୪(ମନୋଜ କୁମାର ବଳିଆରସିଂ )ସୋମବାର ଦିନ ପଦ୍ମବିଭୂଷଣ ଗୁରୁ ସ୍ବର୍ଗତ କେଳୁ ଚରଣ ମହାପାତ୍ରଙ୍କ ୨୧ତମ ଶ୍ରଦ୍ଧାଞ୍ଜଳୀ ସଭା ଅବସରରେ ପୁରୀ ଡ୍ୟାନ୍ସ ଏକାଡେମୀ ତରଫରୁ ନୃତ୍ୟାଞ୍ଜଳୀ ଓ ଭକ୍ତି ରାସ ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ମୁଖ୍ୟ ଅତିଥୁ…

ଅଖିଳ ଭାରତ କୃଷକ ମହାସଭା ତରଫରୁ ଜିଲାପଲଙ୍କୁ ସ୍ମାରକପତ୍ର

ପୁରୀ ; (ମନୋଜ କୁମାର ବଳିଆରସିଂ )ଆପଣ ଜାଣନ୍ତି, ଭୁବନେଶ୍ଵର ମହାନଗର ନିଗମର ସମସ୍ତ ବିଷାକ୍ତ ବର୍ଜ୍ୟବସ୍ତୁ ଯଥା- ଡାକ୍ତର, ଖାନା ହୋଟେଲ ଓ ପାଇଖାନା ଆଦିର ବିଷାକ୍ତ । ପଦାର୍ଥ ଓ ମୃତ ପଶୁପକ୍ଷୀଙ୍କୁ ଗଙ୍ଗୁଆ ନଦୀ ଜଳରେ ପକାଯାଉଛି…

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନ

ପୁରୀ ୮/୪ (ମନୋଜ କୁମାର ବଳିଆରସିଂ )ଆଜି ଓଡ଼ିଆ ପକ୍ଷ ପାଳନର ୮ମ ଦିବସ।କାର୍ଯ୍ୟସୂଚୀ ଅନୁସାରେ ଆଜି ରକ୍ତଦାନ ଅଭିଯାନ।ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ୱଳନ କରି ରକ୍ତଦାନ…