ବିଧାୟକ ଓ ଜିଲ୍ଲାପାଳ  ବାଣ୍ଟିଲେ  ଅନ୍ନପ୍ରସାଦ     

ବୌଦ୍ଧ (ଚିତ୍ତରଞ୍ଜନ ସିଂହ)  ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଯୁଗ୍ମ ମନ୍ଦିର ପ୍ରତିଷ୍ଠା ସହ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି l ମନ୍ଦିର ନିର୍ମାଣ କମିଟି ରାଜେନ୍ଦ୍ର…

ଅକ୍ଷୟ ତୃତୀୟା ଦିନ ମା ଭୈରବୀ ଙ୍କ ନୂତନ ମନ୍ଦିର ର ପ୍ରତିଷ୍ଠା ଉତ୍ସବ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀ ଙ୍କ ନୂତନ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ପାଇଁ ଆସନ୍ତା ଅକ୍ଷୟ ତୃତୀୟା ଦିନ ଧାର୍ଯ୍ୟ କରାଯାଇଛି ଆଜି ଭୈରବୀ ମନ୍ଦିର ପରିଚାଳନା କମିଟି ସଭାପତି…

ସରକାରୀ ମୁଖ୍ୟ ସଚେତକଙ୍କ ଦ୍ୱାରା ମାହେଶ୍ୱରୀ ଗୋ ଶାଳା ଓ ଜରା ଆଶ୍ରମ ଉଦଘାଟନ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତ ଦନ୍ତାପାଲି ଠାରେ ଦୀର୍ଘ ପାଞ୍ଚ ବର୍ଷ ହେବ ବୌଦ୍ଧ ସହରର 150 ବୁଲା ଗାଈଗୋରୁ ମାନଙ୍କୁ ନେଇ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ପ୍ରତିଷ୍ଠା କରି ପ୍ରତିପାଳନ କରି…

କେସିଙ୍ଗା ସ୍ୱାସ୍ଥ୍ୟ ସେବା ବିଷୟ ରେ ଅବଗତ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ମୁକେଶ ମହାଲିଙ୍ଗ,

କେସିଙ୍ଗା: (ପ୍ରୀତେଶ ପଟେଲ)ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କଳାହାଣ୍ଡି ଜିଲ୍ଲା ଉତ୍କେଳା ଏୟାର ଫିଲ୍ମ ଦେଇ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇଛନ୍ତି। ବଲାଙ୍ଗିର ଗସ୍ତ ସମୟରେ କିଛି ସମୟ କେସିଙ୍ଗା ଏନ୍ଏସି ଗେଷ୍ଟ ହାଉସ୍ ରେ…

ମହାମହି ରାଷ୍ଟ୍ରପତି ଦ୍ରେପତି ମୁର୍ମୁ ଙ୍କୁ ଦୂର ଵ୍ୟାଵହାର ନେଇ କୁଶପୁତ୍ତଳା ଦାହ

ଧର୍ମଗଡ଼ ତା ୩୧/୧/୨୫ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ମହାମହି ରାଷ୍ଟ୍ରପତି ଦ୍ରେପତି ମୁର୍ମୁ ଙ୍କୁ କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କ ଦୂର ଵ୍ୟାଵହାର କୁ ନେଇ ଆଜି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଠାରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଧାୟକ ସୁଧୀର…

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୫୦ତମ ବାର୍ଷିକ ଉତ୍ସବ (ଉଡ଼ାନ) ଅନୁଷ୍ଠିତ

କେସିଙ୍ଗା: ୩୧/୦୧ ( ପ୍ରୀତେଶ ପଟେଲ)ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,କେସିଙ୍ଗା ବିଦ୍ୟାଳୟ ପରିସରରେ ୫୦ ତମ ବାର୍ଷିକ ଉତ୍ସବ-୨୦୨୫ ‘ଉଡାନ୍’ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସମୀର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ…

ଧର୍ମଗଡ଼ ଦେଶୀ ମଦ ଭାଟିରୁ ସଶସ୍ତ୍ର ଅସ୍ତ୍ର ଦେଖାଇ ଲୁଟ୍ ଦୁଇ ଅଟକ

ଧର୍ମଗଡ଼ ତା ୩୧/୧( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ଭିମଖୋଜ ପଡା ଦେଶୀ ମଦ ଭାଟି ରୁ ଗତ କାଲି ବିଳମ୍ବ ରାତ୍ରି ରେ ଡକାୟତି ହୋଇଛି। ଡକାୟତି ମାନେ ଭାଟି କର୍ମଚାରୀ ଙ୍କୁ ପିସ୍ତୁଳ,ଵନ୍ଦୁକ ଓ ଛୁରୀ…

ମାଁ ଭଣ୍ଡାର ଘରଣୀ ସାରକିଳ କ୍ରିକେଟ ପ୍ରତିଯୋଗିତା ରେ ୨୦ ,୨୦ ଟିମ୍ କୁ ହରାଇ ସାହୁ ଵ୍ରଦଦ୍ସ ଚମ୍ପିୟାନ

ଧର୍ମଗଡ଼ ତା ୩୦/୧( ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵସ୍ତିପଡା ଠାରେ ମାଁ ଭଣ୍ଡାର ଘରଣୀ ସାରକିଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଆଠ ଗୋଟି ଦଳ ଭାଗ ନେଇଥିଲେ ଫାଇନାଲ ମ୍ୟାଚ…

କାଶୀପୁର ବନ ବିଭାଗ ଦ୍ୱରା ଜଙ୍ଗଲ ପଡି ଏବଂ ବନ୍ୟଜନ୍ତୁ ସୁରକ୍ଷା ରେ ସଚେତନତା ରାଲି

କାଶିପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ରେ ଆଜି କାଶୀପୁର ବନ ବିଭାଗ ଆନୁକୂଲ୍ୟରେ ଜଙ୍ଗଳକୁ ନିଆଁ ଦାଉରୁ ରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଜନ ସଚେତନତା ଅଭିଯାନ ମଧ୍ୟରେ କାଶୀପୁର ମାଁ ମାଣିକେଶ୍ବରୀ ଆଦିବାସୀ…

କାଙ୍କେରୀ ଠାରେ ନୂତନ ବ୍ଲକ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର

ଧର୍ମଗଡ଼ ତା ୩୦/୧( ହେମନ୍ତ କୁମାର ମାଝୀ)ସରକାର ବ୍ଲକ ସମ୍ପ୍ରସାରଣ ନେଇ ସୂଚନା ଦେବା ପରେ ବ୍ଲକ ସ୍ଥାପନ ନେଇ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଦାବୀ ଜୋର ଧରିଥିବା ବେଳେ ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡ ପହିଲପାର ଅଞ୍ଚଳ ର…