କୁର୍ସୁଡ ସ୍ଥିତ ମହୁଲ ପଡ଼ା ଖେଳ ପଡିଆରେ ଅଶ୍ୱିନୀ ନାଏକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମଣ୍ଟର ଚାମ୍ପିଅନ ହେଲେ ପରାସରା ଟିମ
ଟିଟିଲାଗଡ଼: ( ସଞ୍ଜୟ କୁମାର ନାୟକ)ମଙ୍ଗଳବାର ଦିନ ଅଶ୍ଵିନି ନାଏକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ କୁରସୁଡ ସ୍ଥିତ ମହୁଲଭଟା ଖେଳ ପଡିଆରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି l ୨୪ ତାରିଖ ରବିବାର ଦିନ ଠାରୁ ଆରମ୍ଭ ହୋଇ…