ଧର୍ମଗଡ଼: (ହେମନ୍ତ କୁମାର ମାଝୀ) ରାଜ୍ୟ ସରକାର ଯୁବ ବର୍ଗ କୁ ଏକତ୍ରିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଜିଲ୍ଲା ଠାରୁ ଆରମ୍ଭ କରି ଵ୍ଳକ ଏଵଂ ଏନ୍ ଏ ସି ସମେତ ଵିଦ୍ୟାଳୟ ରେ ଏହି କାର୍ଯ୍ୟକ୍ରମ ଚାଲିଛି। ସେହି ପରିପେକ୍ଷୀ ରେ ଆଜି ଧର୍ମଗତ ପଞ୍ଚାୟତ ପଡିଆ ଠାରେ ଏନ୍ ଏ ସି ସ୍ଥରୀୟ।ନୂଆ ଓଡିଶା ନଵୀନ ଓଡ଼ିଶା ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଆରମ୍ଭ ହୋଇ ଯାଇଛି।

ଏହି କାର୍ଯ୍ୟକ୍ରମ କୁ ଆଜି ନଗର ପାଳ ଅଶୋକ ମହାନ୍ତି ଓ ଉପଧ୍ୟକ୍ଷା ମନିଷା ମିଶ୍ର ମୁଣ୍ଡ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏହି ଖେଳରେ ୧୧ ଗୋଟି ଟିମ୍ ଭାଗ ନେଇଥିଲେ।

ଏହି ଖୋଳ ପାଞ୍ଚ ଓଭର ଲେଖାଏଁ ଖୋଲା ଯାଇଥିଲା। ଖୋଳ ପରିଚାଳନା କରିଵା ପାଇଁ ଖୋଳ ଶିକ୍ଷକ ସନ୍ତୋଷ ପାଣିଗ୍ରାହୀ,ଅଭୟ ବାଗ, ଅଭିଜିତ ମହାନ୍ତି,ଅମିତ ମୁଣ୍ଡ,ଅଜାମିଲ ପଟେଲ,ଖୋଳ ପରିଚାଳନା କରିଥିବାବେଳେ। ଏନ୍,ଏ ସି , E,O ଜୟସେନ ଧାରୁଆ, ରବିନ୍ଦ୍ର ନାଥ ପରିଡ଼ା, ସୁଭାଶିଷ ନାୟକ, ଅଭିନନ୍ଦନ ପ୍ରଧାନ, କାଉନସିଲ ପ୍ରଵିଣ କୁମାର ପଣ୍ଡା ଓ ନଵୀନ ମହାନନ୍ଦ ଉପସ୍ଥିତ ଥିବା ବେଳେ ସମୋତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଆର, ଏମ୍,ସି ,ଭାଇସ ଚ୍ୟାରମେନ ଵିଵେକ ରଞ୍ଜନ ମିଶ୍ର, ସାଂସଦ ପ୍ରତିନିଧି ହେମନ୍ତ କୁମାର ମାଝୀ, ଏନ୍ ଏ ସି ଯୁବ ଓଡିଶା ନଵୀନ ଓଡ଼ିଶା ସଂଯୋଜକ ଦିଵ୍ୟ ସିଂ ମହାନ୍ତି, ଉପସ୍ଥିତ ଥିବା ବେଳେ ଖୋଳ ଦେଖିବା ପାଇଁ ଵହୁ ଦର୍ଶକ ଖେଳ କୁ ମନଭରି ଉପଭୋଗ କରୁଥିଲି।