ଘରପୋଡି ରେ ଗୋଟିଏ ପରିବାର ର ସର୍ବସ୍ବ ନିଆଁ ଲାଗି ଜଳିଯାଇଥିବା ଅଭିଯୋଗ
କାଶୀପୁର: ୬/୧୦( ଅଞ୍ଜନ କୁମାର ନାଏକ) ରାୟଗଡ଼ା ଜିଲ୍ଲା କାଶୀପୁର ସଦର ମହକୁମା ହରିଜନ ସାହି ଅନ୍ତର୍ଗତ ଜଣେ ନିହାତି ଗରିବ ଶ୍ରେଣୀ ବ୍ୟବସାୟୀ ଙ୍କର ଘରେ କୌଣସି କାରଣରୁ ସୋମବାର ଦ୍ଵୀପହର ରେ ଅଗ୍ନି ସଂଯୋଗ ହୋଇଥିବା ଅଭିଯୋଗ ହେଇଯାଇଛି…