ବିକଶିତ ଭାରତ ସଂକଳ୍ପ ଯାତ୍ରା ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନୁଷ୍ଟିତ
ବୌଦ୍ଧ 🙁 ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ବିଜ୍ଞାପିତଅଞ୍ଚଳ ପରିଷଦ ପକ୍ଷରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ବୌଦ୍ଧ ଜଗନ୍ନାଥ ମନ୍ଦିର ପାଖ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା।ଏହି ବିକଶିତ ରଥ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଆଗ ରାସ୍ତାରେ…