ଆଡେଣିଗଡ଼ ଗ୍ରାମରେ ମହା ସମାରୋହରେ ପଞ୍ଚୁ ଦୋଳ ପାଳିତ
ହରଭଙ୍ଗା (ଚିତ୍ତରଞ୍ଜନସିଂ) ଗ୍ରାମର ଲୋକଙ୍କ ଭିତରେ ଏକତା ଥିବା ଦୃଶ୍ୟ ଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ଗ୍ରାମରେ l ଗ୍ରାମବାସୀ ଙ୍କ କହିବାଅନୁଯାଇ ଆଜକୁ ଦୀର୍ଘ ୭୪ ବର୍ଷ ହେଲା ଗ୍ରାମ ରେ ରୀତିନୀତି ଅନୁସାରେ…
ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପିକାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ଧର୍ମଗଡ଼: ୩୦/୩(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା, ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦଙ୍କ ସଭାପତିତ୍ୱରେ ଆଜି ବିଦ୍ୟାଳୟର ବରିଷ୍ଠ ଇତିହାସ ଅଧ୍ୟାପିକା ଶ୍ରୀମତୀ ସୁମିତା ମିଶ୍ରଙ୍କ ଚାକିରୀରୁ ଅବସର ପରିପେକ୍ଷିରେ ଏକ ସଭା ଅନୁଷ୍ଠିତ ହୋଇଯାଇ ଅଛି l…
ଓଡ଼ିଆ ନବ ବର୍ଷ ଉପଲକ୍ଷେ ପ୍ରସ୍ତୁତି ବୈଠକ
ନବରଙ୍ଗପୁର : ( ବେଣୁ ଗୋପାଳ ରାଓ)ସ୍ଥାନୀୟ ଭଗବତୀ ସାହି ହନୁମାନ ମନ୍ଦିର ଠାରେ ହିନ୍ଦୁ ଏକତା ବାହିନୀର ଆବାହକ ଶ୍ରୀ ଗୌରି ଶଙ୍କର ସାହୁଙ୍କ ତତ୍ତ୍ୱାବଧାନରେ ଆସନ୍ତା ଏପ୍ରିଲ ମାସ ୧୪ ତାରିଖ, ଓଡ଼ିଆ ନବ ବର୍ଷ ଉପଲକ୍ଷେ ପୂର୍ବ…
କୁଡା ସିଙ୍ଗା ରୁ ଗାଡ଼ ଭାଲୁ ଉଦ୍ଧାର
ହରଭଙ୍ଗା ୨୯/୦୩ (ଚିତ୍ତରଞ୍ଜନ ସିଂ) ବୌଦ୍ଧ ବନ ଖଣ୍ଡ ପୁରୁଣା କଟକ ରେଞ୍ଜ କୁସଙ୍ଗ ସେକ୍ସନ ଅନର୍ଗତ ନୂଆ କୁଡାସିଙ୍ଗଲ ଗ୍ରାମ ରୁ ଶୁକ୍ରବାର ଦିନ ଅପରାହ୍ନ ରେ ଏକ ଜଙ୍ଗଲୀ ଗାଡ଼ ଭାଲୁ ଉଦ୍ଧାର କରିଛି ବନ ବିଭାଗ l…
କଥାବ୍ୟାସ ଆଶୀର୍ବାଦ ଜୀ ମହାରାଜଙ୍କ ଦ୍ୱାରା ଧର୍ମଗଡ ଠାରେ ଶ୍ରୀମଦ୍ ଭାଗବତ୍ କଥାମୃତ ସପ୍ତାହ
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଶ୍ରୀମଦ୍ ଭାଗବତ୍ କଥାମୃତ ସପ୍ତାହ ଆଜି ଠାରୁ ଆରମ୍ଭ ହୋଇଛି। କଟକର କଥାବ୍ୟାସ ଆଶୀର୍ବାଦ ଜୀ ମହାରାଜଙ୍କ ଦ୍ୱାରା ଧର୍ମଗଡ ସ୍ଥିତ ଶକ୍ତି ମଣ୍ଡପ ପରିସର ଠାରେ ଏହି…
ବୌଦ୍ଧ ଜିଲ୍ଲା କଂଗ୍ରେସ ର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ
ହରଭଙ୍ଗା (ଚିତ୍ତରଞ୍ଜନସିଂ): ଛତ୍ରଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭଳିଆଗୁଡା ଠାରେ ୯ ନମ୍ବର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି | ବ୍ଲକ କଂଗ୍ରେସ ସଭାପତି ପଙ୍କଜ କୁମାର କର୍ଣ୍ଣ ଙ୍କ ସଭାପତିତ୍ବ ରେ ଆଜିର ଏହି ବୈଠକରେ ହରଭଙ୍ଗା…
କଂଗ୍ରେସର ୯ ଗ୍ୟାରେଂଟି ସହିତ ୬ ଜନକଲ୍ୟାଣ ଥିବା ଇସ୍ତାହାର
ଢେଙ୍କାନାଳ( ଶୁଭମ ପାଣି )ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସର ଇସ୍ତାହାର ପ୍ରକାଶ ପାଇଛି ଯେଉଁଥିରେ କଂଗ୍ରେସ ସରକାର ଗଠନ କଲେ ୯ ଟି କାର୍ଯ୍ୟକ୍ରମ ତୁରନ୍ତ ଲାଗୁ କରିବା ନିମନ୍ତେ ଗ୍ୟାରେଂଟି ପ୍ରଦାନ କରିଛି ଓ ୬ଟି ଜନକଲ୍ୟାଣ…
ଥାନା ପରିସରରୁ ଉଦ୍ଧାର କୁଟୁରା ବନ ବିଭାଗ ହେପାଜତରେ
ହରଭଙ୍ଗା(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପରିସରକୁ ଶୁକ୍ରବାର ସନ୍ଧ୍ୟା ରେ ଏକ କୁଟୁରା ନିକଟସ୍ତ ଜଙ୍ଗଲରୁ ଥାନା ପରିସରକୁ ଆସିଥିଲା । ଏନେଇ ପୋଲିସ କର୍ମଚାରୀ କୁଟୁରାକୁ ସୁରକ୍ଷିତ ଭାବେ ଏକ କୋଠରୀ ରଖିବା ସହ ତୁରନ୍ତ ବନବିଭାଗକୁ…