Skip to content
Wed. Jul 30th, 2025
July 29, 2025 23:57:33 ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ କହ୍ନେଇଟାଲ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇ ଯୁବକ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ଯୁବକ ହେଲେ ଶୁଶିଲ ବରିହା July 29, 2025 23:56:16 ଶ୍ରୀମନ୍ଦିର ଭିତର ଚକଡ଼ା ଚିତ୍ର ସୋସିଆଲ୍ ମିଡିଆରେ ପ୍ରକାଶନ ଘଟଣାରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ପତ୍ର July 29, 2025 23:55:18 ରାଜଗାଙ୍ଗପୁରରେ ତମାଖୁ ବ୍ୟବସାୟୀଙ୍କ ଗୋଦାମ ଉପରେ ଜିଏସଟି ବିଭାଗର ଚଢଉ କରାଯାଇଛି । ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ରାଜଗାଙ୍ଗପୁର ଷ୍ଟେସନପଡ଼ା ସ୍ଥିତ ତମାଖୁ ଗୋଦାମରେ ରାଉରକେଲା ଜିଏସଟି ଟିମ୍ ଚଢ଼ଉ July 29, 2025 23:54:26 ‘ବିଜେପି ମହିଳା ମୋର୍ଚ୍ଚା’ର ନିଜ ସରକାରଙ୍କ ଉପରେ ଭରଷା ନାହିଁ: କଂଗ୍ରେସ July 29, 2025 23:53:46 ଶିକ୍ଷକଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ ଓଟିଇଟି ପ୍ରଶ୍ନପତ୍ର ମାମଲାରେ କ୍ରାଇମବ୍ରାଞ୍ଚ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଜଣେ ଶିକ୍ଷକଙ୍କୁ ଉଠାଇନେଇଥିବା ସୂତ୍ରରୁ ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗତ ଦିନରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା। July 27, 2025 09:09:35 ପୁଲିସ ଏନ୍‌କାଉଣ୍ଟର୍‌ରେ ୭ ନିହତ: ମାଲକାନଗିରି ସୀମାରେ ଟଳିଲେ ୪ ନକ୍ସଲ, ଲାଲ ବାହିନୀର ବ୍ୟାପକ କ୍ଷୟକ୍ଷତି July 27, 2025 09:08:53 କଟକରେ ବିହାରୀ ବନ୍ଧୁକ କାରବାର: ୫ ପିସ୍ତଲ, ୧୩ ରାଉଣ୍ଡ ଗୁଳି ଜବତ, ଦୁର୍ଦ୍ଦାନ୍ତ କାଦୁଆ ସମେତ ୫ ଗିରଫ July 27, 2025 09:07:45 ଜେଲ୍‌ ଗଲେ ଡେପୁଟି ରେଞ୍ଜର: ଆୟଠାରୁ ୫୦୧ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ July 27, 2025 09:07:17 ରାଜନଗର: ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅସଦାଚରଣ: ୧୫ ଛାତ୍ରୀଙ୍କ ଲିଖିତ ଅଭିଯୋଗ ଆଧାରରେ ଶିକ୍ଷକଙ୍କୁ ଉଠାଇନେଲା ପୁଲିସ July 27, 2025 09:06:41 କଟକ ମୁଣ୍ଡଳୀରେ ପହଞ୍ଚିଲା ବନ୍ୟା ଜଳ। ହୀରାକୁଦର ବନ୍ୟାଜଳ ପହଞ୍ଚିଲା କଟକ ମୁଣ୍ଡଳୀରେ। ହୀରାକୁଦରୁ ଆସୁଛି ଏହି ବନ୍ୟାଜଳ। ଆଜି ସକାଳ ୭ ଟା ସୁଦ୍ଧା ମୁଣ୍ଡଳୀରୁ ୩ ଲକ୍ଷ ୮୩ ହଜାର କ୍ୟୁସେକ ଜଳ ପ୍ରବାହିତ
Logo
  • Home
  • ଜାତୀୟ ଖବର
  • ଆଞ୍ଚଳିକ ଖବର
  • ଅପରାଧ
  • ମନୋରଞ୍ଜନ
  • ଖେଳ
  • ଏଇ ଓଡିଶା ବିଶେଷ
  • ରାଜନୈତିକ
  • ସ୍ୱାସ୍ଥ୍ୟ
  • ତେରେଛା ନଜର
  • Live TV
  • Home
  • ଜାତୀୟ ଖବର
  • ଆଞ୍ଚଳିକ ଖବର
  • ଅପରାଧ
  • ମନୋରଞ୍ଜନ
  • ଖେଳ
  • ଏଇ ଓଡିଶା ବିଶେଷ
  • ରାଜନୈତିକ
  • ସ୍ୱାସ୍ଥ୍ୟ
  • ତେରେଛା ନଜର
Logo Live TV
  • Live TV
  1. Home
  2. Archive by category "BIG BREAKING"
  • Aei OdishaAei Odisha
  • 0 Comments
ବିଜେଡିର ପ୍ରତିଷ୍ଠା ଦିବସ ପ୍ରସ୍ତୁତି:୨୬ରେ ‘ସାଇକେଲ ରାଲି, ଗଣଦୌଡ଼, ରକ୍ତଦାନ ଶିବିର ଓ ସଭା’ର ହେବ ଆୟୋଜନ
December 14, 2023 21:38:27

Continue reading
  • Aei OdishaAei Odisha
  • 0 Comments
ବଦଳିଲେ ଯୁବ କଂଗ୍ରେସ ସଭାପତି। ରଂଜିତ ପାତ୍ର ହେଲେ ରାଜ୍ୟ ଯୁବ କଂଗ୍ରେସ ସଭାପତି। ସାଗର ଦାସ ଓ କୃଷ୍ଣ ମହାନ୍ତି ହେଲେ ଯୁବ କଂଗ୍ରେସ ଉପସଭାପତି। ୩ ଜଣଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ଚିଠି
December 14, 2023 21:36:17

Continue reading
  • Aei OdishaAei Odisha
  • 0 Comments
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ଗ୍ରହଣ। ଝାରସୁଗୁଡ଼ା ଏଡିଜେ କୋର୍ଟରେ ପ୍ରତ୍ୟକ୍ଷଦର୍ଶୀ ଚନ୍ଦନ ସିଂ ସାକ୍ଷୀ ଦେଲେ। ଆସନ୍ତା ଜାନୁଆରୀ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି
December 14, 2023 21:35:44

Continue reading
  • Aei OdishaAei Odisha
  • 0 Comments
ମାଟ୍ରିକ ପରୀକ୍ଷା ଉପରେ ରହିବ ଏଆଇ ନଜର: ଷାଣ୍ମାସିକ ଢାଞ୍ଚାରେ ମାଟ୍ରିକ ପରୀକ୍ଷା
December 14, 2023 08:43:01

Continue reading
  • Aei OdishaAei Odisha
  • 0 Comments
ସୁନ୍ଦରଗଡ଼: ଲେଫ୍ରିପଡ଼ା ଥାନା ବର୍‌ହାଖାଇରେ ଦୁର୍ଘଟଣା: କାର୍‌ ଧକ୍କାରେ ୨ବାଇକ୍‌ ଆରୋହୀ ମୃତ
December 14, 2023 08:42:28

Continue reading
  • Aei OdishaAei Odisha
  • 0 Comments
ମାଟ୍ରିକ ପରୀକ୍ଷା-୨୦୨୪ ପାଇଁ ବୋର୍ଡ ପକ୍ଷରୁ ସୂଚନା ଜାରି। ଫେବ୍ରୁଆରି ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା। ୨୦ରେ ଓଡ଼ିଆ, ୨୩ରେ ଇଂରାଜୀ, ୨୬ରେ ଗଣିତ, ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ
December 14, 2023 08:33:20

Continue reading
  • Aei OdishaAei Odisha
  • 0 Comments
ପରିତ୍ୟକ୍ତ ନଳକୂଅରୁ ନବଜାତ ଉଦ୍ଧାର ଘଟଣା: ୨୦ ଫୁଟ୍‌ ଗଭୀର ପରିତ୍ୟକ୍ତ ନଳକୂପରୁ ସୁରକ୍ଷିତ ଉଦ୍ଧାର ହେଲା ନବଜାତ,ଉଦ୍ଧାରକାରୀ ଟିମ୍‌କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
December 12, 2023 22:55:36

Continue reading
  • Aei OdishaAei Odisha
  • 0 Comments
‘ଏନ୍‌ସିଆରବି’ ରିପୋର୍ଟରେ ମହିଳାଙ୍କ ବିରୋଧରେ ହିଂସା ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଲା ବିଜେଡି,ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ଭୁଲ ନୁହେଁ। ହେଲେ କର୍ମୀଙ୍କୁ ଅର୍ଦ୍ଧସତ୍ୟ ତଥ୍ୟ ଦେଇ ଓଡ଼ିଶାକୁ ଅଧିକ ଅପମାନିତ କରିବା ଠିକ୍‌ ନୁହେଁ।
December 10, 2023 21:33:52

Continue reading
  • Aei OdishaAei Odisha
  • 0 Comments
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଉର୍ମାଗଡ଼ ଜଳପ୍ରପାତରୁ ନରକଙ୍କାଳ ଠାବ। ୨ ମାସ ତଳୁ ଜଣେ ନାବାଳକ ପାଣିରେ ବୁଡ଼ି ନିଖୋଜ ଥିବା ସୂଚନା। ନିଖୋଜ ନାବାଳକର କଙ୍କାଳ ହୋଇଥିବା ସନ୍ଦେହ, ତଦନ୍ତ ଜାରି
December 10, 2023 21:32:31

Continue reading
  • Aei OdishaAei Odisha
  • 0 Comments
ମଦଭାଟିରେ ଆୟକର ଚଢ଼ାଉ: ବଲାଙ୍ଗୀରରେ ଗଣତି ସରିଲା, ବାହାରିଲା ୩୦୫ କୋଟି
December 10, 2023 21:31:54

Continue reading

Posts navigation

1 … 131 132 133 … 148

Latest News

  • ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ କହ୍ନେଇଟାଲ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇ ଯୁବକ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ଯୁବକ ହେଲେ ଶୁଶିଲ ବରିହା
  • ଶ୍ରୀମନ୍ଦିର ଭିତର ଚକଡ଼ା ଚିତ୍ର ସୋସିଆଲ୍ ମିଡିଆରେ ପ୍ରକାଶନ ଘଟଣାରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ପତ୍ର
  • ରାଜଗାଙ୍ଗପୁରରେ ତମାଖୁ ବ୍ୟବସାୟୀଙ୍କ ଗୋଦାମ ଉପରେ ଜିଏସଟି ବିଭାଗର ଚଢଉ କରାଯାଇଛି । ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ରାଜଗାଙ୍ଗପୁର ଷ୍ଟେସନପଡ଼ା ସ୍ଥିତ ତମାଖୁ ଗୋଦାମରେ ରାଉରକେଲା ଜିଏସଟି ଟିମ୍ ଚଢ଼ଉ
  • ‘ବିଜେପି ମହିଳା ମୋର୍ଚ୍ଚା’ର ନିଜ ସରକାରଙ୍କ ଉପରେ ଭରଷା ନାହିଁ: କଂଗ୍ରେସ
  • ଶିକ୍ଷକଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ ଓଟିଇଟି ପ୍ରଶ୍ନପତ୍ର ମାମଲାରେ କ୍ରାଇମବ୍ରାଞ୍ଚ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଜଣେ ଶିକ୍ଷକଙ୍କୁ ଉଠାଇନେଇଥିବା ସୂତ୍ରରୁ ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗତ ଦିନରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା।
  • ବିଶ୍ଵ ମାନବ ଚାଲାଣ ନୀରୋଧ ଦିବସ
  • ରାସ୍ତା ଏତେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହୋଇଛି ହାତରେ ପିଚୁ ବହାରି ପଡୁଛି
  • ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଙ୍କ ଜନସମ୍ପର୍କ ପଦଯାତ୍ରା
  • ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର
  • ହତ୍ୟା ଘଟଣାର ଅଭିଯୁକ୍ତ ନିର୍ଦୋଷ ରେ ଖଲାସ
Logo

AEI ODISHA is an initiative of LN Entertainment TV Network dedicated to bring up the hidden issues



[email protected]


+91 9439166555

Archives

  • 2025
  • 2024
  • 2023
July 2025
M T W T F S S
 123456
78910111213
14151617181920
21222324252627
28293031  
« Jun    
Copyright © 2025 Aei Odisha | Powered by Datagram Technologies
Back to Top