ବିରଜା ହାଟ ପ୍ରସଙ୍ଗକୁ ନେଇ ହଙ୍ଗାମା: ବବି ଦାସ ଭାଇଙ୍କ ନାମରେ ୪ ମାମଲା ରୁଜୁ
ଭୁବନେଶ୍ବର :ବିଜେଡିର ବରିଷ୍ଠ ନେତା ତଥା ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ବବିଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାମରେ ଯାଜପୁର ଟାଉନ ଥାନାରେ ମାମଲା…