ଓଡିଶା ଡିଜିଟାଲ ମେଡ଼ିଆ ତରଫରୁ ସାମ୍ବାଦିକଙ୍କୁ ସମ୍ମାନ

ରାୟଗଡା:  (ଅଞ୍ଜନ କୁମାର ନାଏକ)ସାମ୍ବାଦିକତା ଏକ ବୃତ୍ତି ନୁହେଁ ବ୍ରତ ଭଳି ଆପଣେଛନ୍ତି ଯୁବ ସାମ୍ବାଦିକ ଗୋପିନାଥ। ସେ ଏହି ପେସା କୁ ନିଶା ରୂପେ ଗ୍ରହଣ କରି ସାମ୍ବାଦିକତା ଧନ୍ଦା ନୁହେଁ ଧର୍ମ ବୋଲି ଭାବୁଛନ୍ତି। ନିଜ ଅଞ୍ଚଳର ଲୋକଙ୍କ…

ବିବେକ ସେନା ତରଫରୁ କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀଙ୍କୁ ଶ୍ରଦ୍ଧାଞ୍ଜଳି

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ବିବେକ କନଫରେନ୍ସ ହଲ ଠାରେ ଆୟୋଜନ ଏକ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ସଭା ରେ ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ତରଫରୁ ସ୍ବର୍ଗତ କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…

ଅଚଳ ଲିଫ୍ଟ ପଏଣ୍ଟ କାର୍ଯ୍ୟକ୍ଷମ ଦାବୀ, ଉପର ଇନ୍ଦ୍ରାବତୀ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଚାଷୀ

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଚାଷୀମାନେ ଗୁରୁବାର କୁସୁମଖୁଣ୍ଟି ସ୍ଥିତ ଉପର ଇନ୍ଦ୍ରାବତୀ ଉଠା ମୁଖ୍ୟବନ୍ଧ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମେଗା…

କଂଗ୍ରେସ ଜିଲ୍ଲା ସଭାପତି ପାଦରୁ ଇସ୍ତଫା ଦେଲେ ମୁନ୍ନା ତ୍ରିପାଠୀ

ନବରଙ୍ଗପୁର:୧୮ /୧(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ପଦରୁ ମୁନ୍ନା ତ୍ରିପାଠୀ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫା ପତ୍ରକୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ପଠେଇ ଦେଇଛିନ୍ତି। ତେବେ ବ୍ୟକ୍ତିଗତ ଓ ପାରିବାରିକ କାରଣରୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ…

ବିଶ୍ଵ ଓଡ଼ିଆଙ୍କର ଭୌତିକ ଓ ବୌଦ୍ଧିକ ଅନୁଦାନ ପାଇଁ ଆହ୍ବାନ,ୱାର୍ଲଡ୍ ଓଡ଼ିଶା ସୋସାଇଟିର ତୃତୀୟ ପ୍ରତିଷ୍ଠା ଦିବସ ପାଳନ

ଦୁବାଇ/ନୂଆଦିଲ୍ଲୀ/ଭୁବନେଶ୍ୱର:  (କିଶୋର ଦ୍ଵିବେଦୀ )ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ପାଇଁ ବିଶ୍ଵଭରି ଓଡ଼ିଆ ଭୌତିକ ଓ ବୌଦ୍ଧିକ ଅନୁଦାନ ପ୍ରଦାନ କରିବାକୁ ୱାର୍ଲଡ୍ ଓଡ଼ିଶା ସୋସାଇଟି ( ୱା.ଓ.ସୋ.) ପକ୍ଷରୁ ଆହ୍ବାନ ଦିଆଯାଇଛି। ସୋସାଇଟିର ତୃତୀୟ ପ୍ରତିଷ୍ଠା ଦିବସ ସଭାରେ ସଭାପତିତ୍ବ କରି…

ଧର୍ମଗଡ଼ ନଗର ପକ୍ଷରୁ ବିକସିତ ଭାରତ ସଙ୍କଳ ଯାତ୍ରା କୁ ଭାଵ୍ୟ ସ୍ଵାଗତ ସମ୍ଵଦ୍ଧନା

ଧର୍ମଗଡ଼ :୧୮/୧(ହୋମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନଗର ପଞ୍ଚାୟତ ମହାବିଦ୍ୟାଳୟ ପରିଷର ଠାରେ ଭଵ୍ୟ ସ୍ଵାଗତ କରାଯାଇଥିଲା। ଏଵଂ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ସ୍ଥାନୀୟ ନଗର ପାଳ ଅଶୋକ କୁମାର ମହାନ୍ତି, କାର୍ଯ୍ୟ ନିର୍ବାହୀ…

କଣ୍ଟାମାଳ ବ୍ଳକର ବୁଢ଼ାଖୋଲ ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ବଂସ ବିପୁଳ ମାଓ ସାମଗ୍ରୀ ଜବତ, ମାଓ ଦେଲେ ଛତ୍ରଭଙ୍ଗ

ହରଭଙ୍ଗା : (ଚିତ୍ତରଞ୍ଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ବୁଢ଼ାଖୋଲ ଓ ମାତାକୁପା ଜଙ୍ଗଲରେ ମାଓବାଦୀ- ଯବାନ ଗୁଳି ବିନିମୟରେ ମାଓ ଶିବିର ଧ୍ବଂସ ଓ ବିପୁଳ ମାଓ ସାମଗ୍ରୀ ଜବତ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ମାତାକୁପା ଘାଟି…

ପ୍ରଶାନ୍ତି ଟ୍ରେଡ଼ର୍ସ ରେ GST ଚଢ଼ାଉ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକ ପ୍ରଶାନ୍ତି ଟ୍ରେଡର୍ସ ରେ GST ଚଢ଼ାଉ । ସୂଚନା ଅନୁଯାୟୀ ଚାରିଛକ ସ୍ଥିତ ପ୍ରଶାନ୍ତି ଟ୍ରେଡ଼ର୍ସ ନାମକ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଦିର୍ଘ ଦିନରୁ ଲୁହା ରଡ଼, ସିମେଣ୍ଟ, ହାର୍ଡୱେର…

ସାମ୍ବାଦିକଙ୍କୁ ପେନସନ୍ ଓ ସୁରକ୍ଷା ଆଇନ ଦାବି କଲା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ         

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାମ୍ବାଦିକମାନଙ୍କୁ ଅବସର ପରେ    ପେନସନ ଯୋଗାଇଦେବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଲାଗି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ଦାବି କରିଛି। ଏହି ମର୍ମରେ ଆଜି ମୁଖ୍ୟମନ୍ତ୍ରୀ…

ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ଜିଲ୍ଲା ବ୍ୟାପି ବୁଲିବ ୧୪ଗୋଟି ଇଭିଏମ୍ ସଚେତନତା ରଥ

ଇଭିଏମ୍-ଭିଭିପାଟ ବ୍ୟବହାର ଉପରେ ସଚେତନ କରିବ ଭବାନୀପାଟଣା : (ନରେନ୍ଦ୍ର ନେଗୀ)ଇଭିଏମ୍, ଭିଭିପାଟରେ ପ୍ରଦତ୍ତ ମତଦାନ ବୃଥା ଯାଏନାହିଁ। ଇଭିଏମ ମାଧ୍ୟମରେ ୧୧୨ କୋଟିରୁ ଉର୍ଦ୍ଧ୍ବ ମତଦାତା ୨୬ଟି ବିଧାନସଭା, ଗୋଟିଏ ଲୋକସଭା ନିର୍ବାଚନରେ ଡିସେମ୍ବର ୨୦୧୭ ନିର୍ବାଚନରେ ମତଦାନ କରିଥିଲେ।…