ଏ.ଏଚ.ଏସ.ସି-୨୦୨୫ ମାଟ୍ରିକ ରେଜଲ୍ଟ ପ୍ରକାଶ

ପୁରୀ :ଆଜି ତା ୨.୫.୨୫ରିଖ ଗୁରୁବାର ଦିନ ଏ.ଏଚ.ଏସ.ସି-୨୦୨୫ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଯାଇଛି।ପୁରୀ ଭୋଳନାଥ ବିଦ୍ୟାପୀଠର ମୋଟ ୧୮୦ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ।ସେମାନଙ୍କ ମଧ୍ୟରୁ ଏ୧ରେ ୧ଜଣ(ଅମ୍ରିତା ଭଟାଚାର୍ଯ୍ୟ) ଏ୨ରେ ୬ଜଣ,ବି୧ ରେ ୨୮ଜଣ,  ବି ୨ରେ୪୮ଜଣ,ସି୪୭ଜଣ,ଡି୩୬ଜଣ,ଇ୧୨ଜଣ ଗ୍ରେଡ…

ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶିତ

ପୁରୀ:୨.୪(ମନୋଜ କୁମାର ବଳୀୟାରସିଂ)ରିଖ ଶୁକ୍ରବାର ଦିନ ପୁରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘୋଡାବଜାର,ପୁରୀ ପରିସରରେ ଶିକ୍ଷା ବର୍ଷ ୨୦୨୪-୨୦୨୫ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାଙ୍କ ଦ୍ୱାରା ପରିଚାଳିତ ମାଟ୍ରିକ ଫଳ ଅପରାହ୍ନ ୪ ଘଟିକା ସମୟରେ…

ଜିଲ୍ଲା ସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀ ପାଳିତ

ପୁରୀ ୨/୫ (ମନୋଜ କୁମାର ବଳିଆରସିଂ )କବି ଶ୍ରୀଜୟଦେବ ଓ କବିଙ୍କ ରଚିତ ଗୀତ ଗୋବିନ୍ଦ ମହାପ୍ରଭୁଙ୍କ ଅତି ପ୍ରିୟ ଥିଲେ।ଶ୍ରୀମନ୍ଦିର ରେ ପ୍ରତ୍ୟହ୍ୟ ମହାପ୍ରଭୁ ନିଦ୍ରା ଯିବା ପୂର୍ବରୁ ଗୀତ ଗୋବିନ୍ଦ ଶୁଣିବା ପରମ୍ପରା ରହିଛି।ଯାହା କବି ଙ୍କୁ ଏକ…

ବିଶ୍ବ ରେଡକ୍ରସ ଦିବସ ପାଳନ ପ୍ରସ୍ତୁତି ବୈଠକ

ପୁରୀ ୨/୫( ମନୋଜ କୁମାର ବଳିଆରସିଂ )ପ୍ରତ୍ୟେକ ବର୍ଷ ମଇ ମାସ ୮ ତାରିଖ କୁ ବିଶ୍ବ ରେଡକ୍ରସ ଦିବସ ଭାବେ ପାଳନ କରାଯାଇଥାଏ।ସମଗ୍ର ବିଶ୍ୱ ରେ ସେବା ଓ ସହାୟତା ପାଇଁ ପ୍ରସିଦ୍ଧି ଲାଭ କରିଥିବା ରେଡକ୍ରସ ଏକ ସେବା…

ଶ୍ରୀ ରାମାନୁଜାଚାର୍ଯ୍ୟଙ୍କର ୧୦୯ତମ ଜୟନ୍ତୀ ମହୋତ୍ସବ ପାଳିତ

ପୁରୀ : ୨.୫(ମନୋଜ କୁମାର ବଳିଆରସିଂ )ରିଖ ଶୁକ୍ରବାର ଦିନ ଶ୍ରୀ ରାମଚନ୍ଦ୍ର ସ୍ୱାମୀ ଚାରିଟେବଲ ଟ୍ରଷ୍ଟ ,ଲୋକନାଥ ରୋଡ ,ପୁରୀ ଙ୍କ ଆନୁକୂଲ୍ୟରେ ଭଗବଦ,ଶ୍ରୀ ରାମାନୁଜାଚାର୍ଯ୍ୟଙ୍କର ୧୦୯ତମ ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଲୋକନାଥ ମନ୍ଦିର ନିକଟସ୍ଥ ଥାନପତି ମାର୍ଗରେ…

ପୁରୀରେ ରାଜ୍ୟ ସ୍ତରୀୟ ଖେଲୋ ଇଣ୍ଡିଆ ବିଚ୍ ଗେମ୍ ର ଚୟନ ପ୍ରତିଯୋଗିତା

ପୁରୀ: (ମନୋଜ କୁମାର ବଳୀୟାରସିଂ)ପୁରୀପୁରୀର ନୀଳାଦ୍ରି ବିଚ୍ ପାଖରେ ରାଜ୍ୟ ସ୍ତରୀୟ ଖେଲୋ ଇଣ୍ଡିଆ ବିଚ୍ ଗେମ୍ ର ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ମେ ୧୯ ରୁ ୨୪ ତାରିଖ ପର୍ଯ୍ୟନ୍ତ ଡି ଓ ଠାରେ ହେବାକୁ…

ଛିଲିପା ଠାରେ ସିଏଚସି ପକ୍ଷରୁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ଼ ତା ତା ୨/୫(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଛିଳପା ଗ୍ରାମ ପଞ୍ଚାୟତ ଠାରେ ମେଲେରିଆ ହେଉ କି ଡେଙ୍ଗୁ ଆମେ ଯଦି ଶୋଇବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଉଥିବା ଔଷଧ ବୋଲା…

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ପୁରୀ :୧/୫(ମନୋଜ କୁମାର ବଳିଆରସିଂ ) ଚଳିତ ବର୍ଷ ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଜୁନ ୨୭ ତାରିଖରେ ଓ ବାହୁଡା଼ ଯାତ୍ରା ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହେବ।ସୁନାବେଶ ଜୁଲାଇ ୬ ଓ ନୀଳାଦ୍ରି ବିଜେ ଜୁଲାଇ ୮ ତାରିଖରେ…

ବାବା ଆଖଣ୍ଡଳମଣି ଅଟୋ ଚାଳକ ସଂଘ ତରଫରୁ ଶ୍ରମିକ ଦିବସ ପାଳନ

ପୁରୀ : ୧.୫(ମନୋଜ କୁମାର ବଳିଆରସିଂ )ଗୁରୁବାର ସକାଳ ୮.୩୦ ସମୟରେ ବାବା ଆଖଣ୍ଡଳମଣି ଅଟୋଚାଳକ ଆସୋସିଏସନ ତରଫରୁ ମହାସମାରୋହରେ ଶ୍ରମିକ ଦିବସ ପାଳନ କରାଯାଇଛି।ସଂଘର ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ଜେନା ଙ୍କ ଦ୍ଵାରା ପତାକା ଉତ୍ତଳନ କରଯାଇଥିଲା।ସଂଘର ସମ୍ପାଦକ…

ଶ୍ରୀଜୟଦେବ ଙ୍କ ଜୟନ୍ତୀ ପାଳିତ

ପୁରୀ ୩୦/୪(ମନୋଜ କୁମାର ବଳିଆରସିଂ ) ମହାପ୍ରଭୁଙ୍କ ପରମ ଭକ୍ତ,ଗୀତଗୋବିନ୍ଦ ର ସ୍ରଷ୍ଟା ଶ୍ରୀ ଜୟଦେବଙ୍କ ଜୟନ୍ତୀ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଆଜି ପାଳିତ ହୋଇଥିଲା।ଜିଲ୍ଲା ପ୍ରଶାସନ ଓ ଶ୍ରୀଜୟଦେବ ଫାଉଣ୍ଡେସନ ପକ୍ଷରୁ ପୁରୁଣା ଟାଉନ ଥାନା ଛକ ଠାରେ…