ନିଳାଞ୍ଚଳ ଆଞ୍ଚଳିକ ମହିଳା ମହାସଙ୍ଗର ସଭାଗୃହ ଶୁଭ ଉଦ୍ଘାଟନ
ପୁରୀ : (ମନୋଜ କୁମାର ବଳିୟାରସିଂ)ଶନିବାର ଅପରାହ୍ନ ରେ ପୁରୀ ପୌରପାଳିକା ଅନ୍ତର୍ଗତ ୩୧ ନମ୍ବରୱାର୍ଡ ବିନୋବା ନଗର ଠାରେ ନିଳାଞ୍ଚଳ ଆଞ୍ଚଳିକ ମହିଳା ମହାସଙ୍ଗର ନୂତନ ଭାବେ ନିର୍ମିତ ସଭାଗୃହ(ଅଟକଳ ମୂଲ୍ୟ ଟ ୭ଲକ୍ଷ)ର ଶୁଭ ଉଦ୍ଘାଟନ ହୋଇଥିଲା ଉକ୍ତ…