ଓଡ଼ିଶାରେ କିଏ ଗଢ଼ିବେ ସରକାର? ସରକାର ଗଠନରେ କିଏ ହେବେ ମୁଖ୍ୟ ପୁରୋଧା ?
ଭୁବନେଶ୍ଵର : (ସଞ୍ଜୟ ମହାନ୍ତି ) ଦେଶରେ ସାଧାରଣ ନିର୍ବାଚନ ସରିବା ପରେ ଆସନ୍ତା ୪ ତାରିଖରେ ଭୋଟ ଗଣତି ହେବ। ଏହା ପୂର୍ବରୁ ୧ତାରିଖ ସନ୍ଧ୍ୟାରେ ବିଭିନ୍ନ ଜାତୀୟ ଗଣମାଧ୍ୟମଗୁଡ଼ିକ ପକ୍ଷରୁ ହୋଇଥିବା ଏକ୍ଜିଟ ପୋଲ ସର୍ବେକ୍ଷଣ ସଂକ୍ରାନ୍ତ ରିପୋର୍ଟ…
ମିକଶ୍ଚର ମେସିନ ଓଲଟି ଶ୍ରମିକମୃତ
ହରଭଙ୍ଗା ୦୨/୦୬(ଚିତ୍ତ ରଞ୍ଜନ ସିଂ )-ବୌଦ୍ଧ -କନ୍ଧମାଳ ସୀମାନ୍ତ ରାଣୀପଥର ଠାରେ ରବିବାର ଅପରାହ୍ନରେ ଏକ ମିକଶ୍ଚର ମେସିନ ଓଲଟି ଜୈନିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନାନୁସାରେ କନ୍ଧମାଳ ଜିଲ୍ଲା ରାଣୀପଥର ଠାରୁ ଖଜୁରିପଡା ପର୍ଯ୍ୟନ୍ତ ପାହାଡ଼କାଟି ଏକ ରାସ୍ତା ନିର୍ମାଣ…
ବୌଦ୍ଧ ଓ କଣ୍ଟାମାଳ ପାଇଁ ୧୭ ରାଉଣ୍ଡ ହେବ ଭୋଟ ଗଣତି
ବୌଦ୍ଧ: ୦୨ା୬ (ଚିତ୍ତ ରଞ୍ଜନ ସିଂ ) ବୌଦ୍ଧରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଚୁଡାନ୍ତ ହୋଇସାରିଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଏହି ଭୋଟ୍ ଗଣତି କାର୍ଯ୍ୟ ୪ ତାରିଖ ସକାଳ ୮ ଘଣ୍ଟା ସମୟରେ…
ନିଖୋଜ ମହିଳାଙ୍କ ଶବ ଉଦ୍ଧାର
ବେଲଗୁଣ୍ଠା-୨/୬-ବେଲଗୁଣ୍ଠା ଥାନା ଅର୍ନ୍ତଗତ କେବିରି ବରପୁର ଗ୍ରାମର ନିଖୋଜ ଥିବା ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ,ଏହି ଗ୍ରାମର ସୁବାସ ସ୍ୱାଇଁଙ୍କ ପତ୍ନୀ ବଙ୍ଗାଳୀ ସ୍ୱାଇଁ(୬୬) ଗତ ୩୦ ତାରିଖରୁ…
କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜ ରେ ପୁଣି ହାତୀପଲ
ବୌଦ୍ଧ ୦୨/୦୬ ( ଚିତ୍ତ ରଂଜନ ସିଂ ) ନୟାଗଡ଼ ବନ୍ୟପ୍ରାଣୀ ବନ ଖଣ୍ଡ କୁସଙ୍ଗ ରେଞ୍ଜ ସୁନା ଖଣିଆ ରେ ବର୍ତମାନ ଏକ ବଡ଼ ହାତୀ ପଲ ଆସିଥିବା ବେଳେ ଯାତାୟତ ଥିବା ବାଟୋଇଙ୍କୁ ସଚେତନତା କରାଉଛି ବନ୍ୟ ପ୍ରାଣୀ…
ଡକାୟତି ବେଳେ ଘର ମାଲିକଙ୍କୁ ଛୁରାମlଡ, ଗୁରୁତର ଅବସ୍ଥାରେ ସୋନପୁର ମେଡିକାଲ କୁ ସ୍ଥାନାନ୍ତରିତ
ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ବାଦିକଟା ଗ୍ରାମରେ ଡକାୟତି ଉଦ୍ୟମ l ଧକାୟତ ଙ୍କ ଛୁରା ମାଡ଼ ରେ ଘର ମାଲିକ ଗୁରୁତର l ଛୁରା ମାରି ଡକାୟତି ଦଳ ଫେରାର l ସୂଚନା ଅନୁଯାୟୀ ଗତକାଲି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା…
ବେଲଗୁଣ୍ଠା ବ୍ଳକ୍ ର ଦୁଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ
ବେଲଗୁଣ୍ଠା:୩୧/୦୫ (ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବେଲଗୁଣ୍ଠା ସ୍ଥିତ ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁମତୀ ପାଣିଗ୍ରାହୀ ଏବଂ କୁଶପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତଥା ପୂର୍ବତନ ଆଞ୍ଚଳିକ ସାଧନ କେନ୍ଦ୍ର…
ବୌଦ୍ଧ ଜିଲ୍ଲାରେ ତାପମାତ୍ରା ବଢ଼ାଉଛି ମହାନଦୀ ର ବାଲୁକା ଶଯ୍ୟା
ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ). ବୌଦ୍ଧ ଜିଲ୍ଲା ରେ ଗ୍ରୀଷ୍ମ ପ୍ରଭାବ ଅସ୍ତ ବ୍ୟସ୍ତ କରୁଛି ଜିଲ୍ଲା ବାସୀଙ୍କୁ l ବର୍ତ୍ତମାନ ଜିଲ୍ଲା ରେ 42ଡିଗ୍ରୀ ରୁ ଅଧିକ ତାପ ମାତ୍ର ରେକର୍ଡ ହେଉଥିବା ବେଳେ ନଦୀ ନାଳ, ଗାଡ଼ିଆ,…
ରାଜେନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ, ଧଳପୁର ର ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ହରଭଙ୍ଗା- ୩୧/୦୫ ( ଚିତ୍ତରଞ୍ଜନ ସିଂହ )ଧଳପୁର ରାଜେନ୍ଦ୍ରନାରାୟଣ ଉଚ୍ଚ ବିଦ୍ୟାଳୟପରିସରରେ ବିଦ୍ୟାଳୟ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୈଳାସ ପ୍ରଧାନ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି। ଶ୍ରୀଯୁକ୍ତ ପ୍ରଧାନ ତା ୦୫/୦୯/୧୯୮୯ ରିଖ ରୁ ବୌଦ୍ଧ…