ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ବୌଦ୍ଧ ଗସ୍ତ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ପୂର୍ବାହ୍ନରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ରା ଯାଦବ ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରାଜସ୍ୱ କମିଶନର ଶ୍ରୀଯୁକ୍ତ ଯାଦବ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ…

ବେଲ୍ଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱଚ୍ଛ ଭାରତ ଦିବସ

ବେଲଗୁଣ୍ଠା; ୩/୧୦ ବେଲ୍ଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱଚ୍ଛ ଭାରତ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବିଜ୍ଞାପିତ ଅଞ୍ଚଳ…

ବାପୁଜୀ କ୍ଳବ୍ ର ୫୫ତମ ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣୀ ସମାଜ ସେବୀ ଅନୁଷ୍ଠାନ ବାପୁଜୀ କ୍ଳବ୍ ଘୋଡାଘାଟାପଡା ସୋନପୁର ଅକ୍ଟୋବର ୨ତାରିଖ ଦିନ ମହାତ୍ମା ଗାନ୍ଧିଙ୍କ ଜନ୍ମ ଦିବସ ଅବସରରେ ୫୫ତମ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଏଥିରେ ମୂଖ୍ୟଅତିଥି ଭାବରେ…

ଉଲୁଣ୍ଡା ବନାଞ୍ଚଳ କେନାଲରେ ହାତୀ

ସୁବର୍ଣ୍ଣପୁର(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ରେ ବଣୁଆ ହାତୀ l ଉଲୁଣ୍ଡା ବ୍ଲକ କ୍ଷୀରପୁର ନିକଟରେ ଥିବା କେନାଲ କୁ ପାଣି ପିଇବାକୁ ଆସି ଆଜି ଭୋର ସମୟରେ ଏକ ବଣୁଆ ହାତୀ କେନାଲ ଭିତରେ ଏକ ଘଣ୍ଟା…

ଗଙ୍ଗାଧର ମେହେର ସ୍ବେଛାସେବୀ ସମିତି ପକ୍ଷରୁ ତିଲତର୍ପଣ

ବୌଦ୍ଧ – ୨/୧୦ ( ଚିତ୍ତରଞ୍ଜନ ସିଂହ )ଆଜି ଗଙ୍ଗାଧର ମେହେର ସ୍ବେଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ସମୂହ ଟିଳତର୍ପଣ କରାଯାଇଛି lଏହି ଅନୁଷ୍ଠାନ ତରଫରୁ ଆଜକୁ ଛଅବର୍ଷ ହେବ ଯେତେସବୁ ଅଜଣା ଅସହାୟ ବ୍ୟକ୍ତିଙ୍କର ସବସତ୍କାର କରାଯାଇଛି ତାଙ୍କର…

ସ୍ୱଚ୍ଛତା ହିଁ ସେବା” ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ଜିଲ୍ଲା ପ୍ରଶାସନ, ଜିଲ୍ଲା ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ବୌଦ୍ଧପକ୍ଷରୁ “ସ୍ୱଚ୍ଛତା ହିଁ ସେବା” ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ ୭ ଘଟିକାରେ ଏକ ସ୍ଵଚ୍ଛତା ସମ୍ପର୍କିତ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହୁତୁ ହୂତୁ ହୋଇ ଜଳିଗଲା ହାଇୱା

କେସିଙ୍ଗା; ୨ /୧୦ (ପ୍ରୀତେଶ ପଟେଲ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଚାଲିଥିବା ବାଏପାସ ଆର ଓ ବି ରାସ୍ତା ନିର୍ମାଣ କାମରେ ନିୟୋଜିତ ଏକ ହାଇୱା ରେ ବିଦ୍ୟୁତ୍ ତାର ଲାଗିଯିବାରୁ ଗାଡ଼ି ହୁତୁ ହୁତୁ ହୋଇ ଜଳିଯିବା ସହିତ…

କେସିଙ୍ଗା ଏନ୍ ଏ ସି ତରଫରୁ ପାଳନ ହେଲା ସ୍ଵଚ୍ଛତା ହିଁ ସେବା ଅଭିଯାନ

କେସିଙ୍ଗା: ୨/୧୦ (ପ୍ରୀତେଶ ପଟେଲ)ଗତ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଥିବା ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ର ଇତି ମଧ୍ୟରେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଉଦଯାପିତ ହୋଇଯାଇଛି।କେସିଙ୍ଗା ଏନ୍ ଏ ସି ତରଫରୁ ଦୀର୍ଘ…

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

କେସିଙ୍ଗା:୦୨/୧୦/୨୪ (ପ୍ରୀତେଶ ପଟେଲ )କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୱାର୍ଡ ନ ୧୨ ର ବାଲ୍ମୀକି ସମାଜ ମିଳିତ ସହଭାଗିତା ରେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷା ଡ ପ୍ରୟାଗ ପ୍ରତିଶ୍ରୁତି ମାଝୀଙ୍କ ଅଧ୍ୟକ୍ଷତାରେ ସଫାଇ କାର୍ଯ୍ୟ ଅନୁଷ୍ଠିତ ହୋଇ…