୨୪ତମ ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଟେନିଶା ମେହେରଙ୍କ ବ୍ରୋଞ୍ଜ ପଦକ ହାସଲ

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁରଠାରେ ଆୟୋଜିତ ୨୪ ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘ ର ତୀରନ୍ଦାଜୀ ଟେନିଶା ମେହେର ଇଣ୍ଡିଆନ ରାଉଣ୍ଡ ବାଳିକା ବିଭାଗରେ ୬୪୨ ସ୍କୋର ସହ ତୃତୀୟ ସ୍ଥାନ ପାଇ…

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ

ହରଭଙ୍ଗା: ( ଚିତ୍ତରଞ୍ଜନ ସିଂହ) ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ୩  ଦିନ ଧରି ଚାଲିଥିବା ଅନୁଷ୍ଠାନ ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ୩୦୦  ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ…

ଆଦର୍ଶ କ୍ରୀଡ଼ା ଶିକ୍ଷକ ଓ ସମାଜସେବୀ ପ୍ରମୋଦ କୁମାର ରାଉତ ସମ୍ବର୍ଦ୍ଧିତ

ଭୁବନେଶ୍ବର :(ପାୟଲ ରାଉତ )ଓଡ଼ିଶା ର ଅନ୍ୟତମ ସଂସ୍ଥା “ସୋ ଆମ ଆଇ ଫାଉଣ୍ଡେସନ “ର ବିଶ୍ବ ଖାଦ୍ଯ ଦିବସ ପାଳନ । ଏହାର ଉଦ୍ଦେଶ୍ୟ ଏହିକି ଦୁନିଆଁ ରେ କେହି ବି ଜଣେ ଭୋକିଲା ନ ରହୁ । ଏହି…

ବେଲଗୁଣ୍ଠାରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ

ବେଲଗୁଣ୍ଠା:୧୬ /୦୯ (ସୁଶାନ୍ତ କୁମାର ବେହେରା )ଆଜି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବେଲଗୁଣ୍ଠା ବ୍ଳକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ…

ବିଜୟ ମେମୋରିଆଲ ଫୁଟବଲ ପ୍ରତିଯୋଗିତା କୋକସରା କୁ ହରାଇ ଧର୍ମଗଡ ଚାମ୍ପିଅନ

ଧର୍ମଗଡ:(ହେମନ୍ତ କୁମାର ମାଝୀ)ଧର୍ମଗଡ ଖେଳ ପଡିଆ ଠାରେ ଚାଲିଥିବା ବିଜୟ ମେମୋରିଆଲ ଜୋନାଲ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତା ଆଜି ଉଦ ଯାପିତ ହୋଇ ଯାଇଛି । ମାଁ ଭଣ୍ଡାର ଘରଣୀ ଫୁଟ ବଲ୍ କମିଟି ଏବଂ ଧର୍ମଗଡ ଏନଏସି ର…

ଦୁଇଦିନିଆ ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଉଚ୍ଚବିଦ୍ୟାଳୟ ଖେଳ ପଡିଆ ଠାରେ ଆଜି ଦୁଇ ଦିନିଆ ଖେଳ କୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ସଭାପତି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ…