ଛତରଙ୍ଗ ଠାରେ ଚତୁର୍ଥ ପଂଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦଯାପିତ

ବୌଦ୍ଧ: ୧୫/୧୨ (ଚିତ୍ତ ରଂଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତରଙ୍ଗ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଚାଲିଥିବା ଦୁଇଦିନିଆ ଚତୁର୍ଥ ପଂଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଆଜି ଉଦଯାପିତ ହୋଇଯାଇଛି। ସଭାପତି ତଥା ସରପଞ୍ଚ ବିନୋଦିନୀ ପ୍ରଧାନ…

୨୦ ତମ ତିଲେଶ୍ୱର କପ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ: (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ବଜାର ଆସୋସିଏସନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ବଣିକ ସଂଘ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ତିଲେଶ୍ବର କପ ୨୦ ବର୍ଷରେ…

ହରଭଙ୍ଗା କଲେଜରେସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୂଲ୍ୟ ରେ କ୍ରୀଡା ପ୍ରତିଯୋଗିତା

ହରଭଙ୍ଗା: ୮/୧୨(ଚିତ୍ତରଞ୍ଜନ ସିଂହ) ପୂର୍ବାହ୍ନ 10ରେ ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଛତ୍ରଙ୍ଗ ପଞ୍ଚାୟତସ୍ଥ ଭାଲିଆ ଗୋରା ଖେଳପଡ଼ିଆରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତ ଙ୍କ ପୌରୋହିତ୍ୟରେ ସାନୀୟଯୁବନେତା ତଥା ଛତ୍ରଙ୍ଗ ପଞ୍ଚାୟତର…

ମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

କଳାହାଣ୍ଡି:( ନରେନ୍ଦ୍ର ନେଗୀ)ସ୍ଥାନୀୟ ବିକାଶ ଉଇସଡ଼ମ ପାର୍କ ରେ ମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଓ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏହି ଟୁର୍ନାମେଣ୍ଟ ର ଆୟୋଜନ କରାଯାଇଛି l ବିଶ୍ୱବିଦ୍ୟାଳୟର କୁଳପତି…

ବିକାଶ ଉଇସଡ଼ମ ପାର୍କରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରଭବାନୀପାଟଣାର ବାର୍ଷିକ କ୍ରୀଡା ଉତ୍ସବ 2023 ବନ୍ଦୋପଲା ଉଇସଡ଼ମ ପାର୍କ ରେ ଅନୁଷ୍ଠିତ ହୋଇ ଯାଇଛି l ଏହି କ୍ରୀଡା ଉତ୍ସବରେ ବିକାଶ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ଓ ସିବିଏସଇ ଏକାଦଶ ଦ୍ୱାଦଶ ବିଭାଗର…

ବ୍ଲକସ୍ତରୀୟ କ୍ରୀଡା ପ୍ରତଯୋଗିତା ନେଇ ପ୍ରସ୍ତୁତି ବୈଠକ

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ବ୍ଲକସ୍ତରୀୟ କ୍ରୀଡା ପ୍ରତଯୋଗିତା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଅଛି। ମୁଖ୍ୟ ଅତିଥିଭାବେ ଯାଜପୁର ବିଧାୟକଙ୍କ ପ୍ରତିନିଧି ସତ୍ୟ ପ୍ରକାଶ ଦାସ ଯୋଗ ଦେଇଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ…

ତୀରଚାନ୍ଦ କ୍ଷେତ୍ର ରେ ବୌଦ୍ଧର କୃତିତ୍ୱ

ବୌଦ୍ଧ :(ଚିତ୍ତ ରଞ୍ଜନ ସିଂ)କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ବାରା ହାଇଦ୍ରାବାଦ ଠାରେଆୟୋଜିତ ୫୨  ତମ ଜାତୀୟ ଓ ଆଞ୍ଚଳିକ ଖେଳ ପ୍ରତିଯୋଗିତା ୨୦୨୩/୨୪ ରେ ତୀରଚାନ୍ଦ ଖେଳ ରେ (ବାଳକ ବିଭାଗ ) ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ର ଏକାଦଶ ଶ୍ରେଣୀ…

ମା ମାହେଶ୍ଵରୀ ସ୍ଵାଧୀନ ମେମୋରିଆଲ ଫୁଟବଲ୍ ପ୍ରତିଯୋଗିତା ୨୦୨୩ ଉଦ୍ଘାଟିତ

ବୌଦ୍ଧ 🙁 ଚିତ୍ତରଞ୍ଜନ ସିଂହ )ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ବୁରକଟା ଗଦବସା ପଡ଼ିଆରେ ମା ମାହେଶ୍ଵରୀ କ୍ଲବ ବୁରକଟା ଆନୁକୁଲ୍ୟରେ ମା ମାହେଶ୍ଵରୀ ସ୍ଵାଧୀନ ମେମୋରିଆଲ ଫୁଟବଲ୍ ପ୍ରତିଯୋଗିତା ରବିବାର ଉଦଘାଟିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି…

ଜାତୀୟ ସ୍ତରୀୟ କବାଡି ପ୍ରତିଯୋଗିତାରେ ଅଂଶଗ୍ରହଣ ନିମନ୍ତେ ଓମଭେଲି ବିଦ୍ୟାଳୟର ବାଳିକା ଦଳର ପଞ୍ଜାବ ଯାତ୍ରା

ଟିଟିଲାଗଡ: (ସଞ୍ଜୟ କୁମାର ନାୟକ)ଶିକ୍ଷା ,ସଂସ୍କୃତି କ୍ରୀଡା ଏବଂ ସମ୍ଭାବନାର ସଙ୍ଗମ ସ୍ଥଳ ଓମଭେଲି ବିଦ୍ୟାଳୟ । ଶିକ୍ଷାର୍ଥୀ ଜୀବନର ଅଫୁରନ୍ତ ଉତ୍ସାହର ବାସ୍ତବ ରୂପାୟନ କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ । କ୍ରୀଡାର ଉତ୍ତମ ଭିତ୍ତିଭୂମି ସହିତ ଓମଭେଲି ବିଦ୍ୟାଳୟ…

ଟିଟିଲାଗଡ ଓମ ଭ୍ୟାଲି ସ୍କୁଲରେ ଉଦଯାପିତ ହେଲା ଦ୍ଵିତୀୟ କ୍ଲଷ୍ଟର୍ ସ୍ତରୀୟ ଭଲିବଲ ପ୍ରତିଯୋଗିତା

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ପ୍ରବଳ ଉଦ୍ଦୀପନାର ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଉଦଘାଟିତ ହୋଇଥିବା ତ୍ରିଦିବସୀୟ ଦ୍ଵିତୀୟ କ୍ଲଷ୍ଟର୍ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଗୁରୁବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଶିକ୍ଷା,ସଂସ୍କୃତି ଏବଂ ସମ୍ଭାବନା ସୃଷ୍ଟିର ଉତ୍ତମ ଭିତ୍ତିଭୂମି ଓମଭେଲି ବିଦ୍ୟାଳୟ ପରିସରରେ ଗତ…