୯ କେନ୍ଦ୍ର ରେ ୧୮୨୧ ଜଣ ପରୀକ୍ଷାଥୀ ଦଶମ ପରୀକ୍ଷା ଦେଲେ

ହରଭଙ୍ଗା :20/2( ଚିତ୍ତରଞ୍ଜନ ସିଂହ) ଚଳିତ ବର୍ଷ ଆରମ୍ଭ ହୋଇଯାଇଛି ଦଶମ ପରୀକ୍ଷା l ସେନେଇ ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକର ମୋଟ 9ଟି କେନ୍ଦ୍ର ରେ 1821ଜଣ ଛାତ୍ର ଛାତ୍ରୀ ପ୍ରଥମ ଦିନର ମାତୃଭାଷା ବିଷୟ ରେ ପରୀକ୍ଷା…

ନୂତନ ଜ଼ିଲ୍ଲା ପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଉପାନ୍ତ ଅଞ୍ଚଳ ଗସ୍ତ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ଆଡେ ଣି ଗଡ଼ ପଂଚାୟତ ର ଦୁର୍ଗମ ଇଲାକା କଣ୍ଡ ରା କାଚ ପାଜୁ ହେଲେ ଆଗାମୀ ଏପ୍ରିଲ ମାସରେ ହେବାକୁ ଥୀବା ସାଧାରଣ ନିର୍ବାଚନ କାଚ ପାଜୁ ଠାରେ…

ତୀର୍ଥ ଯାତ୍ରୀ ବସର ଶୁଭାରମ୍ଭ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର:  (ଅଜିତ କୁମାର ପୁଜାହାରୀ)ରାଜ୍ୟ ସରକାରଙ୍କ ନାଗରିକ ତୀର୍ଥ ଯାତ୍ରା ଯୋଜନା ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରୁ ଜିଲ୍ଲାର ୬୨ ଜଣ ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ନେଇ ବାହାରିଥିବା ତୀର୍ଥ ଯାତ୍ରୀକୁ ଜିଲ୍ଲାପାଳ ଅନ୍ୟା ଦାଶ ସବୁଜ…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ଥଇଥାନ ନିମନ୍ତେ ସହାୟତା

ସୁବର୍ଣ୍ଣପୁର  :(ଅଜିତ କୁମାର ପୁଜାହାରୀ)ସାମାଜିକ ଓ ଆର୍ଥିକ ସ୍ତର ରେ ସଶକ୍ତି କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ ଙ୍କ ଦ୍ଵାରା ଜିଲ୍ଲାର ୯ ଜଣ ଦୁସ୍ଥ ବିଧବା ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୨୫୦୦୦ ହଜାର…

୬ଦଫା ଦାବୀ ପୂରଣ ନେଇ ରାଜସ୍ବ କ୍ଷେତ୍ର ଅଧିକାରୀ ଙ୍କ କଲମ ଛାଡ ଆନ୍ଦୋଳନ

ଧର୍ମଗଡ:୧୯/୨(ହେମନ୍ତ କୁମାର ମାଝୀ)ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ, କଳାହାଣ୍ଡି ଜିଲ୍ଲା ଶାଖା ର ଆହ୍ବାନ କ୍ରମେ ଆଜି ଜିଲ୍ଲା ର ସବୁ ତହସିଲ କାର୍ଯ୍ୟାଳୟ ରେ ରାଜସ୍ୱ କ୍ଷେତ୍ର ଅଧିକାରୀ ମାନେ ଆନ୍ଦୋଳନ ଚଳାଇଛନ୍ତି । ଏହି ପରିପେଖି…

ଲୁଣିବାହାଲ ଠାରେ କିସ ବିଦ୍ୟାଳୟ ଶୁଭ ଉଦଘାଟିତ

ହରଭଙ୍ଗା :(ଚିତ୍ତରଞ୍ଜନ ସିଂ ):ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କିଟ କିମ୍ସ ର ଏକ ଶାଖା ବୌଦ୍ଧ ଜିଲ୍ଲା ବାସୀଙ୍କୁ ସେବା ଯୋଗାଇବା l ଜିଲ୍ଲା ର ହରଭଙ୍ଗା ବ୍ଲକ ଲୁଣିବାହାଲ ଠାରେ 2019ମସିହା ଠାରୁ ତିଆରି…

ବେନକେରା ଆଦିବାସୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଖପ୍ରାଖୋଲ ୧୮/୨( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେନକେରା ଠାରେ ଚାଲିଥିବା ଦଶମ ଆଦିବାସୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଫାଇନାଲ ଖେଳ ଜଳିଆବାହାଲ ଓ ମରୁଆଁ ମଧ୍ୟରେ…

ଘୁନୁସର ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

ଖପ୍ରାଖୋଲ ୧୮/୨(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଘୁନୁସର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ର ସ୍ଥାନୀୟ ସରପଞ୍ଚ ଅନୁଶୟା ସାହୁ ଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି…

ତଳଗାଁ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ )ସମଗ୍ର ରାଜ୍ୟରେ ରାଜ୍ୟ ସରକାର ଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସରକାରୀ ବେ ସରକାରୀ ସ୍ତରରେ ଚାଲୁ ରହିଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ତଳଗାଁ ପଞ୍ଚାୟତରେ ଆମ ଓଡ଼ିଶା…

କନ୍ଦାଖାଳ ଗାଁ ଆର ଡ଼ି ରାସ୍ତା ନହେଲେ ଭୋଟ ବର୍ଜନ

କେସିଙ୍ଗା (ପ୍ରୀତେଶ ପଟେଲ)ଯୋଗାଇଦେଇ ଆସୁଥିବା ସହର ଠାରୁ ଗ୍ରାମାଞ୍ଚଳ କୁ ଅର୍ଡି ରାସ୍ତା କାହାପାଇଁ ସରକାର ଙ୍କ ମାଳ ମାଳ ଯୋଜନା ହଉଛି ହେଲେ ଅଧ ବାଟରେ ହଉଛି ବାଟବଣା l କାହିଁକି ନା ବିଭାଗୀୟ ଅଧିକାରୀ ନିଜର ମନମୁଖୀ କାର୍ଯ୍ୟ…