ଯାଜପୁର: କଟୁରୀ ଚୋଟରେ ବିଞ୍ଝାରପୁର ଥାନାର ୨ ପୁଲିସ କର୍ମଚାରୀ ଗୁରୁତର। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।ସୂଚନା ଅନୁଯାୟୀ, ପାରିବାରିକ କଳହକୁ ନେଇ ଜଣେ ଲୋକ ୧୧୨କୁ କଲ୍ କରିଥିଲେ। ଏହାପରେ ବିଞ୍ଝାରପୁର ଥାନା ପୁଲିସ କର୍ମଚାରୀ ବାପା-ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇଥିଲେ। ହେଲେ, ହନୁମାନ ଛକ ନିକଟରେ ସେମାନଙ୍କ ଉପରକୁ ଆକ୍ରମଣ ହୋଇଥିଲା। କଟୁରୀରେ ଆକ୍ରମଣ କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ମାରିଥିଲା।
କଟୁରୀ ଚୋଟରେ ପୁଲିସ ଗୁରୁତର,ବିଞ୍ଝାରପୁର ଥାନା ପୁଲିସ କର୍ମଚାରୀ ବାପା-ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇଥିଲେ। ହେଲେ, ହନୁମାନ ଛକ ନିକଟରେ ସେମାନଙ୍କ ଉପରକୁ ଆକ୍ରମଣ
Related Posts
ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶିତ
ପୁରୀ:୨.୪(ମନୋଜ କୁମାର ବଳୀୟାରସିଂ)ରିଖ ଶୁକ୍ରବାର ଦିନ ପୁରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘୋଡାବଜାର,ପୁରୀ ପରିସରରେ ଶିକ୍ଷା ବର୍ଷ ୨୦୨୪-୨୦୨୫ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାଙ୍କ ଦ୍ୱାରା ପରିଚାଳିତ ମାଟ୍ରିକ ଫଳ ଅପରାହ୍ନ ୪ ଘଟିକା ସମୟରେ…