ଯାଜପୁର: କଟୁରୀ ଚୋଟରେ ବିଞ୍ଝାରପୁର ଥାନାର ୨ ପୁଲିସ କର୍ମଚାରୀ ଗୁରୁତର। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।ସୂଚନା ଅନୁଯାୟୀ, ପାରିବାରିକ କଳହକୁ ନେଇ ଜଣେ ଲୋକ ୧୧୨କୁ କଲ୍ କରିଥିଲେ। ଏହାପରେ ବିଞ୍ଝାରପୁର ଥାନା ପୁଲିସ କର୍ମଚାରୀ ବାପା-ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇଥିଲେ। ହେଲେ, ହନୁମାନ ଛକ ନିକଟରେ ସେମାନଙ୍କ ଉପରକୁ ଆକ୍ରମଣ ହୋଇଥିଲା। କଟୁରୀରେ ଆକ୍ରମଣ କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ମାରିଥିଲା।
କଟୁରୀ ଚୋଟରେ ପୁଲିସ ଗୁରୁତର,ବିଞ୍ଝାରପୁର ଥାନା ପୁଲିସ କର୍ମଚାରୀ ବାପା-ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇଥିଲେ। ହେଲେ, ହନୁମାନ ଛକ ନିକଟରେ ସେମାନଙ୍କ ଉପରକୁ ଆକ୍ରମଣ
Related Posts
ଅପରାହ୍ନ ୪ଟା ରେ ମକ ଡ୍ରିଲ
ପୁରୀ ୬/୫ (ମନୋଜ କୁମାର ବଳୀୟାରସିଂ)ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ସମସ୍ତ ନାଗରିକ ଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ ଏକ ମକ ଡ୍ରିଲର ବ୍ୟବସ୍ଥା କରାଯାଇଛି।ଆସନ୍ତା କାଲି ବୁଧବାର ଅପରାହ୍ନ ୪ଟା ସମୟରେ ପୁରୀ ବଡ଼ଦାଣ୍ଡ ଟାଉନ ଥାନା…