ଢେଙ୍କାନାଳ :୨/୨୪ : ଢେଙ୍କାନାଳ ଜିଲ୍ଲା ଓଷ୍ଟା ସଂଘ କର୍ମକର୍ତାଗଣ ଜିଲ୍ଲାରେ ନୂତନ ଭାବରେ ଯୋଗଦେଇଥିବା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀଯୁକ୍ତ ଅମ୍ରିତ ରୁତୁରାଜଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ଜିଲ୍ଲାରେ କିଭଳି ଭାବରେ ଶିକ୍ଷାର ବିକାଶ ଘଟିବ ଶିକ୍ଷକ ସଂଘର ସହଯୋଗ କାମନା କରିଥିଲେ ।

ଜିଲ୍ଲାର ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ମାଧ୍ୟମରେ ଉତମ ମାର୍ଗ ଦର୍ଶନ ଦେବାପାଇଁ ପରାମର୍ଶ ଦେଇଥିଲେ । ସମ୍ବନ୍ଧନା କାର୍ଯ୍ୟକ୍ରମରେ ଢେଙ୍କାନାଳ ଓଷ୍ଟାଜିଲ୍ଲା ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ସଂପାଦକି ବିଭୁତି ସାମଲ, ଯୁଗ୍ମ ସଂପାଦକ ସୁବାଶ ଚନ୍ଦ୍ର ସାହୁ ଏବଂ ସଦର ବ୍ଳକର ସଂପାଦକ ଲିଙ୍ଗରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।