ଢେଙ୍କାନାଳ : (ଶୁଭମ ପାଣି )ବିଜେଡ଼ିରୁ ଇସ୍ତଫା ଦେଲେ ରାଜ୍ୟ ସମ୍ପାଦକ ହର୍ଷ ବର୍ଦ୍ଧନ ସିଂହ ଦେଓ । ସେ ଆଜି ଦଳ ସଭାପତିଙ୍କୁ ନିଜର ପ୍ରାଥମିକତା ସଦସ୍ୟରୁ ଇସ୍ତଫା ପ୍ରଦାନ କରିଛନ୍ତି ।ତାଙ୍କୁ ଦଳ ଓ ଦଳର ମୁଖିଆଙ୍କ ତରଫରୁ ଅଣଦେଖା କରିବା କାରଣରୁ ସେ ଇସ୍ତଫା ଦେବାକୁ ଉଚିତ ମନେକରିଛନ୍ତି ବୋଲି ଢେଙ୍କାନାଳ କୁଞ୍ଜକାନ୍ତ ସମ ଅଟୋ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି।