ଢେଙ୍କାନାଳ  : (ଶୁଭମ ପାଣି )ଢେଙ୍କାନାଳ ପୈାରପାଳିକା ରେ ନୂତନ ନିର୍ବାହୀ ଅଧିକାରୀ ଭାବେ ସୁକାନ୍ତ ଚନ୍ଦ୍ର ବେଉରା ଯୋଗଦାନ କରିଛନ୍ତି। ଆଗାମୀ ଦିନରେ ଢେଙ୍କାନାଳ ପୈାରପାଳିକା ର ସମସ୍ତ ପ୍ରକାରର ଉନ୍ନତିକରଣ ପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି ଶ୍ରୀଯୁକ୍ତ ବେଉରା ଓ ସେ ଆଗରୁ କଟକ ଓ ରାଉରକେଲା ସହରରେ କାର୍ଯ୍ୟ କରିଆସିଥିବା ପ୍ରକାଶ କରିଛନ୍ତି।