ଢେଙ୍କାନାଳ : (ଶୁଭମ ପାଣି )ଢେଙ୍କାନାଳ ପୈାରପାଳିକା ରେ ନୂତନ ନିର୍ବାହୀ ଅଧିକାରୀ ଭାବେ ସୁକାନ୍ତ ଚନ୍ଦ୍ର ବେଉରା ଯୋଗଦାନ କରିଛନ୍ତି। ଆଗାମୀ ଦିନରେ ଢେଙ୍କାନାଳ ପୈାରପାଳିକା ର ସମସ୍ତ ପ୍ରକାରର ଉନ୍ନତିକରଣ ପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି ଶ୍ରୀଯୁକ୍ତ ବେଉରା ଓ ସେ ଆଗରୁ କଟକ ଓ ରାଉରକେଲା ସହରରେ କାର୍ଯ୍ୟ କରିଆସିଥିବା ପ୍ରକାଶ କରିଛନ୍ତି।
ଢେଙ୍କାନାଳରେ ନୂତନ ପୈାରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗଦାନ
Related Posts
ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ଚନ୍ଦନ ଲାଗି ବେଶ ଚାଲୁରହିଛି
ଢେଙ୍କାନାଳ : (ଶୁଭମ ପାଣି )ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଚନ୍ଦନ ଲାଗି ବେଶ ଚାଲୁରହିଛି। ଏହା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁରହିବ। ପ୍ରତ୍ୟେକ ଦିନ ଖେଚୁଡ଼ି ଧୂପ…
ମା’ ତାରିଣୀଙ୍କ ୨୦ତମ ଜନ୍ମ ବାର୍ଷିକ ଯଜ୍ଞ ଉତ୍ସବର ପୂର୍ଣାହୁତି
ଢେଙ୍କାନାଳ ୧୮/୫( ଶୁଭମ ପାଣି )ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡସ୍ଥିତ ମା’ତାରିଣୀଙ୍କ ୨୦ତମ ଜନ୍ମ ବାର୍ଷିକ ଯଜ୍ଞ ଉତ୍ସବର ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି। ଏହି ଯଜ୍ଞ ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା,…