ପୂଣି ପ୍ରଶାସନର ଉପସ୍ଥିତ ରେ ଉତ୍କଳ କମ୍ପାନୀ ସହ ଖଣି ପ୍ରଭାବିତ ତୁଣ୍ଡା ଗାଁ ବାସୀଙ୍କ ଆଲଚନା ହେବ
କାଶୀପୁର( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିପାରି ଜିପି ର ଜୋଗୀପାରୀ ତୁଣ୍ଡା ଗାଁ ବାସୀ ଜିଲ୍ଲା ପ୍ରଶାସନ ଓ ଉତ୍କଳ କମ୍ପାନୀ ଦ୍ଵାରା ହେବାକୁ ଥିବା ଆଗାମୀ ଆଲଚନା ର ପ୍ରସ୍ତାବ ସ୍ୱୀକାର କରି ଧାରଣାରୁ…
ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ହରଭଙ୍ଗା ପ୍ରାଙ୍ଗଣରେ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ରାଉତଙ୍କ ସଭାପତିତ୍ବରେ ଉଦଘାଟିତ ହୋଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ…
ବାଫ୍ଲାମାଳି ଖଣି ପ୍ରଭାଭିତ ଅଞ୍ଚଳର ବିକାଶ ଦିଗହରା,ରୋଜଗାର ନାହିଁ ଲୋକେ ରାଜରାସ୍ତାରେ
କାଶୀପୁର ( ଅଞ୍ଜନ କୁମାର ନାଏକ)ପାଣି ଦେଲୁ, ଜମି ଦେଲୁ, ରାସ୍ତା ଦେଲୁ ହେଲେ ଆଜିଯାଏଁ ଉତ୍କଳ କମ୍ପାନୀ ରୋଜଗାର ଦେଲାନାହିଁ । ଡି.ଏମ.ଏଫ ଫୋଣ୍ଡ ରାଜଧାନୀରେ ଖର୍ଚ୍ଚ ଏଠି କମ୍ପାନୀ ଭୁଲି ଯାଇଛି ପେରିଫେରି ଡବ୍ଲପମେଣ୍ଟ କାର୍ଯ୍ୟ ! ରାୟଗଡା…
ଅତଲସରା ରେ ଖୁବଶୀଘ୍ର ହେବ ଇ କୋ ଟୁରିଜିୟମ
ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଙ୍କ ସହିତ ଷ୍ଟେଟ ଟୁରିଜିୟମ ଟିମ ଙ୍କ ପରିଦର୍ଶନ ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବନ୍ୟପ୍ରାଣୀ ବନାଞ୍ଚଳ କୁସଙ୍ଗ ରେଞ୍ଜ ଅତଲସରା ଶିଶୁ ବଗିଚା ରେ ଇକୋ ଟୁରିଜିୟମ କାର୍ଯ୍ୟ ଖୁବ ଶୀଘ୍ର…
ରାମଚଣ୍ଡୀ କ୍ରସର୍ ରେ ଆୟକର ବିଭାଗର ଚଢାଉ
ବୌଦ୍ଧ :17/01.ବୌଦ୍ଧ ରେ ରାମଚଣ୍ଡୀ କ୍ରସର୍ ଉପରେ ଆୟକର ବିଭାଗ ର ଚଢାଉ ଜାରି ରହିଛି । ବାଉଁଶୁଣି ଥାନା ଗୋଛାପଡ଼ା ପଞ୍ଚାୟତ ବିଜାପଦର୍ ସ୍ଥିତ କ୍ରସର ରେ ଚଢାଉ । ଆୟକର ବିଭାଗ ୫ ଜଣିଆ ଟିମ୍ ର ଚଢ଼ାଉ…
ବେଲଗୁଣ୍ଠା ବଣିକ ସଂଘ କର୍ମକର୍ତ୍ତା ଚୟନ; କାଏମ୍ ରହିଲେ ପୂର୍ବତନ କର୍ମକର୍ତ୍ତା ମଣ୍ଡଳୀ
ବେଲଗୁଣ୍ଠା: ବେଲଗୁଣ୍ଠା ବଣିକ ସଂଘର 2025/26 ବର୍ଷ ପାଇଁ ନୁତନ କର୍ମକର୍ତ୍ତା ଚୟନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସର୍ବସମ୍ମତି କ୍ରମେ ଗତ ବର୍ଷର କର୍ମକର୍ତ୍ତା ମଣ୍ଡଳୀଙ୍କୁ କାଏମ୍ ରଖାଯାଇଛି I ଏହି ଅବସରରେ ସଭାପତି ରୂପେ…
ମହାପ୍ରୟାଣ ଗାଡ଼ି ନମିଳିବାରୁ ୬ ଘଣ୍ଟା ପଡ଼ିରହିଲା ଶବ
ବୌଦ୍ଧ (ଚିତ୍ତରଞ୍ଜନ ସିଂହ):-ନାହିଁ ନାହିଁରେ ଚାଲିଛି ବାଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, କେତେବେଳେ ବେଡ୍ ସମସ୍ୟା ହେଉକି ଆଉ କେତେବେଳେ ଡାକ୍ତର ସମସ୍ୟା। ବାଉଁଶୁଣି ଡାକ୍ତରଖାନାରେ ଏମିତି ଅନେକ ସମସ୍ୟା ରହିଥିବାରୁ ବାଉଁଶୁଣି ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି…