ଓଡିଶା ରାଜସ୍ଵ ଅମଲା ସଂଘର ଦାବି ପୂରଣ କଲେ ରାଜ୍ୟ ସରକାର

ଭୁବନେଶ୍ବର : ଓଡ଼ିଶା ରାଜସ୍ବ ଅମଲା ସଂଘର ୨୦୧୭ ମସିହା ଠାରୁ ବହୁ ପ୍ରତୀକ୍ଷିତ ପୃଥକ ପାହ୍ୟା (Separate Cadre)ଦାବି ଆଜି ରାଜ୍ଯ ସରକାର ପୂରଣ କରିବା ସହିତ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ର ପତ୍ର ସଂଖ୍ୟା ୬୯୮ …

ନବରଙ୍ଗପୁର ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ-୨୦୨୪ ଉଦଯାପିତ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ରେ ସାତ ଦିନ ଧରି ସଡ଼କ ସୁରକ୍ଷା ସପ୍ତାହ-୨୦୨୪ ଚାଲୁ ରହିଥିଲା । ଆଜି ସଡ଼କ ସୁରକ୍ଷା ସପ୍ତାହ ର ଶେଷ ଦିବସ ରେ ଜିଲ୍ଲା ଆରକ୍ଷୀ ବିଭାଗ ତରଫରୁ ସଡ଼କ…

ଫାଇଲେରିଆ ନିରାକରଣ ଅଭିଯାନ ବୈଠକ ଅନୁଷ୍ଠିତ

ବଲାଙ୍ଗିର: (ନରେନ୍ଦ୍ର ନେଗୀ)ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଫାଇଲେରିଆ ନିରାକରଣ ଅଭିଯାନ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲାରେ ଚଳିତ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ…

ଉଦଯାପିତ ହେଲା ବୌଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା

ବୌଦ୍ଧ:  (ଚିତ୍ତରଞ୍ଜନସିଂ)ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ଓରମାସ୍‌ ଓ ବୟନିକାର ମିଳିତ ସହଯୋଗରେ ପ୍ୟାରେଡ ପଡିଆଠାରେ ଅନୁଷ୍ଠିତ ହେଉଥିବା ବୌଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା ଶନିବାର ପଞ୍ଚମ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି…

୨୦ ତମ ବାର୍ଷିକ ଉତ୍ସବ ଓ ପୁରାତନ ଛାତ୍ର ଛାତ୍ରୀଙ୍କ ସମ୍ମିଳନୀ

ହରଭଙ୍ଗା :୬/୦୧ (ଚିତ୍ତ ରଞ୍ଜନ ସିଂ )ଇଂରାଜୀ ନୂତନ ବର୍ଷ ୨୦୨୪ ଅବସରରେ ଗଜାନନ ବିଦ୍ୟାମନ୍ଦିର ,ବିରାମଚନ୍ଦ୍ର ପୁର ଆନୁକୂଲ୍ୟରେ ଆବାହକ ପ୍ରଧାନ ଗୁରୁଜୀ ସୁବୋଧ ମିଶ୍ର ଙ୍କ ଆବାହତ୍ୱରେ ୨୦ ତମ ପ୍ରତିଷ୍ଠା ଦିବସ ଓ ପୁରାତନ ଛାତ୍ରଛାତ୍ରୀ ଙ୍କ…

ବୌଦ୍ଧ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ଉଦଯାପିତ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ସଦର ମହକୁମା ର ଟାଉନ ହଲ ଠାରେ ଆଜି ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଯୁବ…

ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ସଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼: ( ସଞ୍ଜୟ କୁମାର ନାୟକ)ଟିଟିଲାଗଡରେ ଉପଖଣ୍ଡ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢ଼ୀଙ୍କ ସଭାପତିତ୍ବରେ ଆୟୋଜିତ…

ଟିଟିଲାଗଡ଼ ବ୍ଲକ କୁର୍ଶୁଡ ମଣ୍ଡଳର ବୁଥ ସମ୍ମିଳନୀ ଖୋଲାନ ଗ୍ରିଡ ନିକଟରେ ଅନୁଷ୍ଠିତ

ଟିଟିଲାଗଡ଼: (ସଞ୍ଜୟ କୁମାର ନାୟକ)ଶନିବାର ଦିନ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁରସୁଡ ମଣ୍ଡଳର ବୁଥ୍ ସମ୍ମିଳନୀ କାର୍ଯ୍ୟକ୍ରମ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମୁକେଶ କୁମାର ଜୈନଙ୍କ ନେତୃତ୍ଵରେ ଖୋଲାନ ଗ୍ରୀଡ ପାଖରେ ମଣ୍ଡଳ ସଭାପତି ନିମାଇଁ ଚରଣ ବେହେରାଙ୍କ…

ବିଶ୍ଵ ପକ୍ଷୀ ଦିବସ ପାଳିତ

ବଲାଙ୍ଗିର ବ୍ୟୁରୋ:୦୬/୦୧ (ନରେନ୍ଦ୍ର ନେଗୀ) ବଲାଙ୍ଗିର ସହର ମଧ୍ୟରେ କରଙ୍ଗାକଟା, ନରସିଂହ ବନ୍ଧ ଓ ମାରୱାଡି ତଥା ୧୭ ଗୋଟି ବନ୍ଧ ଜଳାଶୟମାନଙ୍କରେ ପକ୍ଷୀ ଆଗାମନକୁ ନେଇ ପରିବେଶ ପ୍ରେମୀମାନଙ୍କ ଦ୍ୱାରା ସହରର କରଙ୍ଗାକଟାଠାରେ ବିଶ୍ୱ ପକ୍ଷୀ ଦିବସ ପାଳିତ ହୋଇଯାଇଛି…

ବଲାଙ୍ଗିର ସହରରେ ରାଲି ମାଧ୍ୟମରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ବଲାଙ୍ଗିର ବ୍ୟୁରୋ: ୦୬/୦୧ (ନରେନ୍ଦ୍ର ନେଗୀ)ଜାନୁଆରୀ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ବଲାଙ୍ଗିର ସହରରେ ଆୟୋଜିତ ହୋଇଛି ଛାତ୍ରଛାତ୍ରୀମାନଙ୍କ ଏକ ବିଶାଳ ରାଲି । ସ୍ଥାନୀୟ ପିଆର୍‌ ହାଇସ୍କୁଲ୍‌ରୁ ଆରମ୍ଭ ହୋଇଥିବା ବେଳେ…