ଧର୍ମଗଡ଼ ପଞ୍ଚାୟତ ସମିତି ଠାରେ ୮ମ ସାଧାରଣ ବୈଠକ ଅନୁଷ୍ଟିତ
ଧର୍ମଗଡ଼ : (ହେମନ୍ତ କୁମାର ମାଝୀତା ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ସଭାଗୃହ ଠାରେ ପଞ୍ଚାୟତ ସମିତିର ଅଷ୍ଟମ ବୈଠକ ଅଧ୍ୟକ୍ଷା ବବିତା ପାଟଯୋଶୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଆଜିର ବୈଠକରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ…