ଏବିଇଓ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ
ହରଭଙ୍ଗା୪/୮ (ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକର ବାଣିଭୁଷଣପୁର କ୍ଲଷ୍ଟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ତରଫରୁ, ବ୍ଲକର ଏବିଇଓ ସତ୍ୟନାରାୟଣ ମିଶ୍ରଙ୍କ ଚାକିରୀରୁ ଅବସର ଗ୍ରହଣ ଅବସରରେ, ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଚାରିଛକ ଉ,ପ୍ରା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି…