Skip to content
Mon. Aug 18th, 2025
August 15, 2025 07:10:09 ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିରକୁ ଜଣେ ଅଣହିନ୍ଦୁ ପ୍ରବେଶ ନେଇ ମନ୍ଦିରକୁ ଧୈାତ ଓ ଶୁଦ୍ଧ କରାଯାଇଛି। ଗତ ୧୩ ତାରିଖ ଦିନ ନୟାଗଡ଼ ବିଜେପି ବିଧାୟିକା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କ ନେତୃତ୍ବରେ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ରଘୁନାଥ ମନ୍ଦିରରୁ ଆରମ୍ଭ ହୋଇଥିଲା। August 15, 2025 07:01:16 ସହକାରୀ ପ୍ରଫେସର ନିଯୁକ୍ତି ମାମଲାରେ ଓପିଏସ୍‌ସିକୁ ନୋଟିସ୍, August 15, 2025 07:00:26 ଟେଣ୍ଡର ବାତିଲ୍ ପରେ ଓଡ଼ିଶାରେ ମେଟ୍ରୋ ଚାଲିବା ନେଇ ମଉଳି ଯାଇଥିବା ଆଶା ପୁଣିଥରେ ଉଜ୍ଜୀବିତ, ଏକ ବୈଠକରେ ପ୍ରକଳ୍ପର ରୂପରେଖ ସଂପର୍କରେ ବିସ୍ତୃତ ଆଲୋଚନା August 13, 2025 06:54:53 ‘ଏଚ୍‌ଆଇଭି ସଂକ୍ରମଣ ନିରାକରଣ’ ସ୍ବତନ୍ତ୍ର ଅଭିଯାନ ଆରମ୍ଭ,ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରି ଚିକିତ୍ସା ସେବା ଯୋଗାଇ ଦେବାକୁ ସରକାର ଯୋଜନା August 13, 2025 06:43:13 ଦୁବାଇକୁ ଲମ୍ବିଛି ସାଇବର୍‌ ଅପରାଧ ଚେର: ୨ ବ୍ୟାଙ୍କ କର୍ମଚାରୀଙ୍କ ସମେତ ୧୪ ଗିରଫ August 13, 2025 06:42:41 ସରକାରଙ୍କ ସ୍ଥାଣୁତା ଝିଅମାନଙ୍କୁ ଅସୁରକ୍ଷିତ କରିଦେଉଛି: ନବୀନ August 13, 2025 06:42:20 ଓଟିଇଟି କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ପୁଣି ଜେରା August 13, 2025 06:41:57 ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଲେ ଦମ୍ପତି: ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି ହେଲା ଶିଶୁ August 13, 2025 06:41:36 ଗୋପାଳପୁର ଗଣଦୁଷ୍କର୍ମ ଘଟଣାର ଫାଇନାଲ୍‌ ଚାର୍ଜସିଟ୍‌ ଗତ ୨୬ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ଦାଖଲ କରିଛି। ଚାର୍ଜସିଟ୍‌ରେ ୨ ନାବାଳକ ମୁଖ୍ୟ ଷଡ୍‌ଯନ୍ତ୍ରକାରୀ August 13, 2025 06:41:01 ରାଜନଗରରେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ,ନାବାଳିକା ଝିଆରୀକୁ ପିଉସା ଦୁଷ୍କର୍ମ କରିଥିବା ବେଳେ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚିଥିବା ଆଉ ୪ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କଲେ। ଏହା ସହିତ ଦୁଷ୍କର୍ମ ସମୟର ଭିଡିଓ କରି ନାବାଳିକାର ଭାଇ ପାଖକୁ ପଠାଇଲେ।
Logo
  • Home
  • ଜାତୀୟ ଖବର
  • ଆଞ୍ଚଳିକ ଖବର
  • ଅପରାଧ
  • ମନୋରଞ୍ଜନ
  • ଖେଳ
  • ଏଇ ଓଡିଶା ବିଶେଷ
  • ରାଜନୈତିକ
  • ସ୍ୱାସ୍ଥ୍ୟ
  • ତେରେଛା ନଜର
  • Live TV
  • Home
  • ଜାତୀୟ ଖବର
  • ଆଞ୍ଚଳିକ ଖବର
  • ଅପରାଧ
  • ମନୋରଞ୍ଜନ
  • ଖେଳ
  • ଏଇ ଓଡିଶା ବିଶେଷ
  • ରାଜନୈତିକ
  • ସ୍ୱାସ୍ଥ୍ୟ
  • ତେରେଛା ନଜର
Logo Live TV
  • Live TV
  1. Home
  2. Archive by category "BIG BREAKING"
  • Aei OdishaAei Odisha
  • 0 Comments
ଢେଙ୍କାନାଳ: ସପ୍ତଶଯ୍ୟା ପାହାଡ଼ ବୁଲିବାକୁ ଯାଇ ୫ ଜଣ ଛାତ୍ର ନିଖୋଜ ସୂଚନା। ରାସ୍ତା ଭୁଲି ଯାଇ ଫେରି ପାରି ନଥିବା ଅନୁମାନ। ବାଟ ପାଉ ନଥିବା ଫୋନ୍ କରି ଜଣାଇଥିବା କହିଲେ ପରିବାର। ନିଖୋଜ ୫ ଛାତ୍ର କଟକ ଲିଙ୍କ୍ ରୋଡ୍ ଅଞ୍ଚଳର ସୂଚନା
July 1, 2024 00:35:07

Continue reading
  • Aei OdishaAei Odisha
  • 0 Comments
ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ। ନିକୁଞ୍ଜ ବିହାରୀ ଧଳ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ
July 1, 2024 00:33:52

Continue reading
  • Aei OdishaAei Odisha
  • 0 Comments
ସାଉଥ ଆଫ୍ରିକା କୁ ହରାଇ T20 କ୍ରିକେଟ ବିଶ୍ଵକପ ଜିତିଲା ଭାରତ
June 29, 2024 23:32:27

Continue reading
  • Aei OdishaAei Odisha
  • 0 Comments
ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା: ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ କ୍ୱାର୍ଟସରେ ପୁଣି କ୍ୟାପିଟାଲ ଥାନା ପୁଲିସ୍
June 29, 2024 19:25:24

Continue reading
  • Aei OdishaAei Odisha
  • 0 Comments
ନକଲି ନୋଟ ମେସିନ ଜବତ ଘଟଣା: ମୁହଁ ଖୋଲିଲେ ନକ୍ସଲ, କହିଲେ- ପୁଲିସ ମିଥ୍ୟା ପ୍ରଚାର କରୁଛି
June 29, 2024 19:22:59

Continue reading
  • Aei OdishaAei Odisha
  • 0 Comments
ଅନୁଗୁଳ: ମହାନଦୀରେ ମାତିଲା କୁମ୍ଭୀର!୮ ବର୍ଷ ବୟସର ବାଳକକୁ ଟାଣିନେଇ ଥିବା ସୂଚନା। ଟିକରପଡା ନିକଟ ମହାନଦୀ କୂଳରେ ଖେଳୁଥିବା ବେଳେ ଅଘଟଣ। ମହାନଦୀରୁ ବାଳକର ମୃତଦେହ ଉଦ୍ଧାର କଲେ ଲୋକେ
June 29, 2024 19:14:48

Continue reading
  • Aei OdishaAei Odisha
  • 0 Comments
ଜୁଲାଇ ପହିଲାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବ ଶୁଣାଣି। ଅଭିଯୋଗ ଶୁଣାଣି ପାଇଁ ସକାଳ ୯ଟାରୁ ଦିନ ୧୨ଟା ପଞ୍ଜୀକରଣ। ଆଗ୍ରହୀ ବ୍ୟକ୍ତି ଉକ୍ତ ସ୍ଥାନରେ ଉପସ୍ଥିତ ରହି ନିଜ କରାଇ ପାରିବେ ପଞ୍ଜୀକରଣ
June 29, 2024 19:12:47

Continue reading
  • Aei OdishaAei Odisha
  • 0 Comments
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା। ଦିଲ୍ଲୀ ଗସ୍ତରେ ହେଲା ସାକ୍ଷାତ
June 27, 2024 23:58:49

Continue reading
  • Aei OdishaAei Odisha
  • 0 Comments
ବାଲେଶ୍ବର: ଦ୍ରୁତଗତି ସମ୍ପନ୍ନ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
June 27, 2024 23:57:17

Continue reading
  • Aei OdishaAei Odisha
  • 0 Comments
ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ପ୍ରଥମଥର ବାଦାମପାହାଡ଼ରୁ ପୁରୀ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍‌
June 27, 2024 23:55:50

Continue reading

Posts navigation

1 … 96 97 98 … 150

Latest News

  • ସ୍ୱାଧୀନତା ଦିବସ ଏବଂ ଜନ୍ମାଷ୍ଟମୀ ଉତ୍ସବ ପାଳିତ
  • ସାରସ୍ୱତ ବିଦ୍ୟା ମନ୍ଦିର ରେ ସ୍ୱାଧୀନତା ଦିବସ ପାଳିତ
  • ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିରକୁ ଜଣେ ଅଣହିନ୍ଦୁ ପ୍ରବେଶ ନେଇ ମନ୍ଦିରକୁ ଧୈାତ ଓ ଶୁଦ୍ଧ କରାଯାଇଛି। ଗତ ୧୩ ତାରିଖ ଦିନ ନୟାଗଡ଼ ବିଜେପି ବିଧାୟିକା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କ ନେତୃତ୍ବରେ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ରଘୁନାଥ ମନ୍ଦିରରୁ ଆରମ୍ଭ ହୋଇଥିଲା।
  • ସହକାରୀ ପ୍ରଫେସର ନିଯୁକ୍ତି ମାମଲାରେ ଓପିଏସ୍‌ସିକୁ ନୋଟିସ୍,
  • ଟେଣ୍ଡର ବାତିଲ୍ ପରେ ଓଡ଼ିଶାରେ ମେଟ୍ରୋ ଚାଲିବା ନେଇ ମଉଳି ଯାଇଥିବା ଆଶା ପୁଣିଥରେ ଉଜ୍ଜୀବିତ, ଏକ ବୈଠକରେ ପ୍ରକଳ୍ପର ରୂପରେଖ ସଂପର୍କରେ ବିସ୍ତୃତ ଆଲୋଚନା
  • ‘ଏଚ୍‌ଆଇଭି ସଂକ୍ରମଣ ନିରାକରଣ’ ସ୍ବତନ୍ତ୍ର ଅଭିଯାନ ଆରମ୍ଭ,ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରି ଚିକିତ୍ସା ସେବା ଯୋଗାଇ ଦେବାକୁ ସରକାର ଯୋଜନା
  • ଦୁବାଇକୁ ଲମ୍ବିଛି ସାଇବର୍‌ ଅପରାଧ ଚେର: ୨ ବ୍ୟାଙ୍କ କର୍ମଚାରୀଙ୍କ ସମେତ ୧୪ ଗିରଫ
  • ସରକାରଙ୍କ ସ୍ଥାଣୁତା ଝିଅମାନଙ୍କୁ ଅସୁରକ୍ଷିତ କରିଦେଉଛି: ନବୀନ
  • ଓଟିଇଟି କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ପୁଣି ଜେରା
  • ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଲେ ଦମ୍ପତି: ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି ହେଲା ଶିଶୁ
Logo

AEI ODISHA is an initiative of LN Entertainment TV Network dedicated to bring up the hidden issues



[email protected]


+91 9439166555

Archives

  • 2025
  • 2024
  • 2023
August 2025
M T W T F S S
 123
45678910
11121314151617
18192021222324
25262728293031
« Jul    
Copyright © 2025 Aei Odisha | Powered by Datagram Technologies
Back to Top