ଡ଼. ମହେନ୍ଦ୍ର ମାଝୀ ମେମୋରିଆଲ ଫୁଟବଲ ଫାଇନାଲ, ଶଶୀ ଏକାଦଶ ବାନେର ଦଳ ଚାମ୍ପିୟାନ

କୋକସରା : ୧୬/୦୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଲି ଗ୍ରାମରେ ଗତ ୧୦/୦୧ ରୁ ଆରମ୍ଭ ହୋଇଥିବା ଡ଼. ମହେନ୍ଦ୍ର ମାଝୀ ମେମୋରିଆଲ ଫୁଟବଲ ସୋମବାର ଉଦଯାପିତ ହୋଇଯାଇଛି। ଆଇଲି ଗ୍ରାମ ଖେଳ ପଡ଼ିଆ ରେ…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଆଇନା ଦେଖାଇଲେ ବବି

ଭୁବନେଶ୍ବର: ସତ କହିଲେ କାହିଁକି ଚିଡି ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ । ଟୁଇଟ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଆଇନା ଦେଖାଇଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ୩ଟି ସାଧାରଣ ପ୍ରଶ୍ନ ପଚରାଯାଇଥିଲା ହେଲେ କାହିଁକି ଉତ୍ତର ଦେଲେ…

କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ଘୁମୁରା ଧର୍ମଗଡ ରେ ଉଦଘାଟିତ

ଧର୍ମଗଡ:୧୫/୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ର ଐତିହ୍ୟ ,ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ ଉତ୍ସବ ଆଜି ଧର୍ମଗଡ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟ ରେ ଉଦଘାଟିତ ହୋଇଯାଇଛି। ମା ଭଣ୍ଡାର ଘରଣୀ…

ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟା

ପଶ୍ଚିମ ଓଡିଶାର ଲୋକ ସଂସ୍କୃତିକୁ ଉଦ୍ଜୀବିତ କରିଛି “ରଙ୍ଗବତୀ ଗୀତ” ରୁକୁ ସୁନାଙ୍କ ଗୀତରେ ଝୁମିଲେ ଦର୍ଶକ ହରଭଙ୍ଗା: (ଚିତ୍ତରଞ୍ଜନସିଂ)ପଶ୍ଚିମ ଓଡିଶାର ଲୋକ ସଂସ୍କୃତିକୁ ଉଦ୍ଜୀବିତ କରିଛି “ରଙ୍ଗବତୀ ଗୀତ” ବୋଲି ବୌଦ୍ଧ ଜିଲା ଖୁଣ୍ଟିଗୋରା ପଞ୍ଚାୟତର ବନ୍ଧଗୋରା ଖଡ଼ଙ୍ଗ ନଦୀ…

ଆଦିବାସୀ ଙ୍କ ପ୍ରସିଦ୍ଧ ବୁଢାଦେଓ ମହୋତ୍ସବରେ ଯୋଗ ଦେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ଆଦିବାସୀ ଙ୍କ ମହାନ ସଂସ୍କୃତି ସୁରକ୍ଷା ପାଇଁ ଆହ୍ୱାନ  ବଲାଙ୍ଗୀର ; (ନରେନ୍ଦ୍ର ନେଗୀ)ପବିତ୍ର ମକର ସଂକ୍ରାନ୍ତି ତିଥି ଅବସରରେ ପାଟଣାଗଡ ବ୍ଲକ ର ମୁଣ୍ଡlପଳା ଗାଁ ରେ ଗଣ୍ଡ ଆଦିବାସୀ ସମାଜ ର ଆରାଧ୍ୟ ଦେବତା ବୁଢ଼ାଦେଓ, ଜଂଘା ଦେଓ,ଲିଙ୍ଗା…

ଭ୍ୟାନ୍ ଡକାୟତି ଘଟଣା ର ପର୍ଦ୍ଦାଫାସ କଲା ପୋଲିସ୍

ବଲାଙ୍ଗୀର: (ନରେନ୍ଦ୍ର ନେଗୀ)ଗତ ୧୧ ତାରିଖ ଦିନ ରାତିରେ ଭ୍ୟାନ ଡକାୟତି ଘଟଣାର ପ୍ରେସ ବିଜ୍ଞପ୍ତି ଦିଆଯାଇଛି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ନୁନହାଡ ଗାଁ ର ୩୦୦ ମିଟର ଦୂରରେ ଏକ ବୋଲେରୋ ଭ୍ୟାନ ଯାହାକି ଇ.କମ୍…

ଖରିଫ ଧାନ କ୍ରୟ ସମୀକ୍ଷା ବୈଠକ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷ ରେ ୨୦୨୩-୨୪  ବର୍ଷ ପାଇଁ ଖରିଫ ଧାନ କ୍ରୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଅଧ୍ୟକ୍ଷତା କରି…

ହରଭଙ୍ଗା ବ୍ଲକ ର ବିଭନ୍ନ ଶୈବ ପୀଠରେ ମକର ମେଳା ମହାସମାରୋହରେ ପାଳିତ

ହରଭଙ୍ଗା :(ଚିତ୍ତରଞ୍ଜନ ସିଂ.)ହିନ୍ଦୁ ଧର୍ମ, ସଂସ୍କୃତି ଓ ପରମ୍ପରା ଅନୁଯାଇ ୧୨ ମାସକୁ ତେର ପର୍ବ ଓ ବର୍ଷର ବାରମାସ କୁ ବାର ଗୋଟି ସଂକ୍ରାନ୍ତି l ଏହି ବାର ଗୋଟି ସଂକ୍ରାନ୍ତି ମଧ୍ୟରୁ ମକର ସଂକ୍ରାନ୍ତି ର ମହତ୍ୱ ଓ…

ଦାଦନ ଶ୍ରମିକ ମୃତ୍ୟୁ ଖବର ପାଇ ତରବରିଆ ଭାବେ ମୃତ ଶ୍ରମିକଙ୍କ ଘରେ ଜିଲ୍ଲା ଶ୍ରମ ଅଧିକାରୀ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜିଲ୍ଲା ରେ ଦାଦନ ଶ୍ରମିକ ଶୂନ ବୋଲି କାଗଜ କଲମ ରେ ଦର୍ଶା ଯାଉଛି l ହେଲେ ଦାଦନ ଶ୍ରମିକ ମୃତ୍ୟୁ ଖବର ପାଇବା ପରେ ତରବରିଆ ଭାବରେ ମୃତ ଶ୍ରମିକ ଙ୍କ ଘରକୁ ପହଞ୍ଚିଛନ୍ତି ଜିଲ୍ଲା ଶ୍ରମ…

ପୁରନ୍ଦର ବାରିକ ଙ୍କ ସ୍ମୃତି ରେ ତିନି ଦିନିଆ ନାଟ୍ ମହୋତ୍ସବ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ପୁରନ୍ଦର ବାରିକ ସୃତିକମିଟି ବ୍ଲକଛକ ପକ୍ଷରୁ ସ୍ଥାନୀୟ ରୟାଲପଡିଆ ଠାରେ ଆସନ୍ତା ୧୯ତାରିଖରୁ ୨୧ତାରିଖ ପର୍ଯ୍ୟନ୍ତ ଏକ ୩ ଦିନିଆ ନାଟ୍ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ହୋଟେଲ ପ୍ରୋଗ୍ରେସ୍ଇନ୍ ର ସମ୍ମିଳନୀ କକ୍ଷରେ ପୁରନ୍ଦର…