୧୯୬୮ ମେଟ୍ରିକ ବେଚ ଛାତ୍ର ବନ୍ଧୁ ମିଳନ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ର ସର୍ବ ପୁରାତନ ହାଇସ୍କୁଲ ମହାରାଜା ହାଇସ୍କୁଲ ର ୧୯୬୮  ମସିହା ମେଟ୍ରିକ ବ୍ୟାଜ ର ପୁରାତନ ଛାତ୍ର ମାନଙ୍କ ବନ୍ଧୁ ମିଳନ ଦାସ ଫାର୍ମ ହାଉସ ଠାରେ ଅନୁଷ୍ଠିତ ହୋଇ ଯାଇଛି l…

ଇଷ୍ଟ ଜୋନ ବିଶ୍ୱବିଦ୍ୟାଳୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଉଦ୍ଘାଟିତ

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ସ୍ଥାନୀୟ ବିକାଶ ଉଇସଡମ୍ ପାର୍କରେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ କଳାହାଣ୍ଡି ଆନୁକୁଲ୍ୟରେ ଓ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ର ସହଯୋଗରେ ଇଷ୍ଟ ଜୋନ ବିଶ୍ୱବିଦ୍ୟାଳୟ ସ୍ତରୀୟ ପୁରୁଷ ଖୋ ଖୋ ପ୍ରତିଯୋଗିତା ଉଦ୍ଘାଟିତ ହୋଇ ଯାଇଛି। ଉଦ୍ଘାଟନୀ…

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଭବାନୀପାଟଣା ଟାଉନ୍ ହଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ଶ୍ରୀକ୍ଷେତ୍ର ପୁରୀଠାରେ ବହୁ ପ୍ରତୀକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆଜି ଅତ୍ୟନ୍ତ ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିଥିବାବେଳେ ସାରା ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ…

ଠିଡ଼ିକା ଜୋର ଠାରେ ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ସିଧା ପ୍ରସାରଣ

ହରଭଙ୍ଗା :(ଚିତ୍ତରଞ୍ଜନସିଂ)ଜଗତର ନାଥ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ର ସିଧା ପ୍ରସାରଣ ଆଜି ହରଭଙ୍ଗା ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଠିଡ଼ିକା ଜୋର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସିଧା ପ୍ରସାରଣ କାର୍ଯ୍ୟକ୍ରମ ରେ…

ଦଶମ ବୋର୍ଡ ପରୀକ୍ଷାରେ ଜିଲ୍ଲାର ସାତଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ବେଦାନ୍ତ ଜ୍ଞାନଶ୍ରୀ ପୁରସ୍କାର

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ଦଶମ ବୋର୍ଡ ପରୀକ୍ଷାରେ ଆଶାତୀତ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ତରଫରୁ ପ୍ରୋତ୍ସାହନ ସ୍ୱରୂପ ଦିଆଯାଉଛି ବେଦାନ୍ତ ଜ୍ଞାନଶ୍ରୀ ପୁରସ୍କାର । ପ୍ରତିବର୍ଷ କଳାହାଣ୍ଡି ଉତ୍ସବ ଅବସରରେ ଏହି ପୁରସ୍କାର ଦିଆଯାଉଥିବାବେଳେ ଆଜି କଳାହାଣ୍ଡି…

ଗୁଣାତ୍ମକ ଓ ଢାଞ୍ଚାଗତ ପରିବର୍ତ୍ତନ ଦ୍ୱାରା କୃଷି ହେବ ଲାଭଜନକ

୨୬ତମ କଳାହାଣ୍ଡି ଉତ୍ସବ ଅବସରରେ ‘କୃଷି ଆୟର ଦ୍ବିଗୁଣନ ପ୍ରକ୍ରିୟା’ ଶୀର୍ଷକ ସଂପାନ ଅନୁଷ୍ଠିତ ଭବାନୀପାଟଣା :୧୭/୦୧(ନରେନ୍ଦ୍ର ନେଗୀ)ଆଜିର ଦିନରେ କୃଷିକ୍ଷେତ୍ର ପ୍ରତି ଗୁରୁତ୍ବ ଦେବା ଏକ ଆହ୍ବାନ ହୋଇ ଛିଡ଼ା ହୋଇଛି। ଜିଲ୍ଲାର ଧାନ ଉତ୍ପାଦନ ଆଜି ରେକର୍ଡ କରିଛି…

ଚିତ୍ରକଳାରେ ଝଲସୁଛି ପ୍ରକୃତିରାଣୀର ଭରାସମ୍ଭାର

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଉପଲକ୍ଷେ ଚିତ୍ରକଳା ପ୍ରଦର୍ଶନୀ ଭବାନୀପାଟଣା : (ନରେନ୍ଦ୍ର ନେଗୀ)୨୬ତମ କଳାହାଣ୍ଡି ଉତ୍ସବ ଅବସରରେ ଲାଲ ବାହାଦୁଇ ଶାସ୍ତ୍ରୀ ଷ୍ଟାଡିୟମ୍ ପରିସରରେ ଏକ ଚିତ୍ରକଳା ପ୍ରଦର୍ଶନୀ ସ୍ଥାନୀତ ହୋଇଛି । ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇ ପ୍ରଦର୍ଶନୀସ୍ଥଳରେ ଲୋକେ…

ନାଗରିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଜାଗ ରହିବା ଆଜି ସମୟର ଆବଶ୍ୟକତା

କଳାହାଣ୍ଡି ଉତ୍ସବର ତୃତୀୟ ସାଂସ୍କୃତିକ ସନ୍ଧ୍ୟାରେ ଝୁମିଲେ ଲକ୍ଷାଧିକ ଦର୍ଶକ ଭବାନୀପାଟଣା: (ନରେନ୍ଦ୍ର ନେଗୀ)କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହିତ ନାଗରିକ ଅଧିକାର, କର୍ତ୍ତବ୍ୟ ସଂପର୍କରେ ସଚେତନ ହେବା ଆଜି ସମୟର ଆବଶ୍ୟକତା । ଆଉ ଅଳ୍ପ…

ଜୀବନ ବ୍ୟାପି ସାଧନା ପାଇଁ ପାଞ୍ଚଜଣଙ୍କୁ ବରପୁତ୍ର ସମ୍ମାନ

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ତୃତୀୟ ସନ୍ଧ୍ୟାରେ ଜିଲ୍ଲାର ପାଞ୍ଚଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ କଳାହାଣ୍ଡି ବରପୁତ୍ର ସମ୍ମାନ ପ୍ରଦାନ କରାଯାଇଛି । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ହରେକୃଷ୍ଣ…

ମେଗାଲିଫ୍ଟ କେନାଲରୁ ଜଳସେଚନ ଦାବି ରେ ଚାଷୀଙ୍କ ଦାବିପତ୍ର

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବୋଡେ଼ନ ଗ୍ରାମ ପଞ୍ଚାୟତର ଅଏଁଲାଜୋର ଗାଁର ଚାଷୀ ସମୂହ ମେଗାଲିଫ୍ଟ କେନାଲରୁ ଜଳସେଚନ ବ୍ୟବସ୍ଥା ପାଇଁ ମଙ୍ଗଳବାର ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଏଁଲାଜୋର ଡିଏମ୍-୧୩ ଏ କେନାଲ…