କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଉଦଯାପିତ
ଭବାନୀପାଟଣା: ୧୮/୦୧(ନରେନ୍ଦ୍ର ନେଗୀ)ଚତୁର୍ଥ ଦିନରେ ବି କଳା, କଳାକାର ଓ କଳାପ୍ରେମୀଙ୍କ ଆଗ୍ରହ ଓ ଉତ୍ସାହ ଆଦୌ କମିନଥିଲା। ଜିଲ୍ଲା ତଥା ଜିଲ୍ଲା ବାହାର ଏପରିକି ରାଜ୍ୟ ବାହାରର ଲୋକେ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ଏହି ମହାକୁମ୍ଭରେ ନିଜକୁ ସାମିଲ କରିନେଇଥିଲେ…