ବେଳଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆଁ ଓ ଜଗନ୍ନାଥ ଭାଷା ଓ ସଂସ୍କୃତି ସମ୍ମିଳନୀ
ବେଲଗୁଣ୍ଠା :୩୦ /୦୧ (ସୁଶାନ୍ତ କୁମାର ବେହେରା ) ଆଜି ବେଳଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆଁ ଓ ଜଗନ୍ନାଥ ସଂସ୍କୃତି ଭାଷା ସମ୍ମିଳନୀ ଅନୁଷ୍ଠାନ ର ଅଧ୍ୟକ୍ଷା ଡକ୍ଟର ସଂଯୁକ୍ତା ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ…