ଧର୍ମଗଡ଼ ବିଜ୍ଞାପିତ ଅଂଚଳ ପକ୍ଷରୁ ଧର୍ମଗଡ଼ ସହରରେ ତ୍ରିରଙ୍ଗା ଶୋଭାଯାତ୍ରା
ଧର୍ମଗଡ଼ ( ହେମନ୍ତ କୁମାର ମାଝୀ)ଧର୍ମଗଡ଼ ସହରରେ ଅଣ୍ଡଭୂତ ପୂର୍ବକ ତ୍ରିରଙ୍ଗା ଶୋଭାଯାତ୍ରା ।ଧର୍ମଗଡ଼ ତା ୧୨/୮/୨୫ ସ୍ଵାଧୀନତା ରେ ଦେଶ ପାଇଁ ବଳିଦାନ ଦେଇଥିବା ସହିତ ମାନଙ୍କୁ ମନେପକାଇ ଵା ଓ ଯୁବପିଢି ମଧ୍ୟରେ ଜାତୀୟତାର ମନୋଭାବ ରାଷ୍ଟ୍ରିୟ ଭାବନା…
ସତ୍ୟରସ୍ୱର ତରଫରୁ ବକ୍ତୃତା ପ୍ରତିଯୋଗିତା
କେସିଙ୍ଗା :୧୦/୦୮( ପ୍ରିଟତେଶ ପଟେଲ ) କେସିଙ୍ଗା ୭୯ ତମ ସ୍ବାଧିନତା ଦିବସ ଉପଲକ୍ଷେ ସାମାଜିକ ଗଣ ମାଧ୍ୟମ “ସତ୍ୟରସ୍ୱର ” ପକ୍ଷରୁ କେସିଙ୍ଗା ଏନ୍ ଏ ସି ଅନ୍ତର୍ଭୁକ୍ତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କର ଛାତ୍ର ଛାତ୍ରୀ…
ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ
ବୃକ୍ଷକୁ ରାକ୍ଷୀ ବାନ୍ଧିଲେ ଛାତ୍ର ଛାତ୍ରୀ ବେଲଗୁଣ୍ଠା: ୦୯/୦୮,ଆଜି ପବିତ୍ର ଗହ୍ମା ପୂର୍ଣ୍ଣମୀ ଅବସରରେ ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ସମ୍ପାଦକ ସୁଶାନ୍ତ କୁମାର ବେହେରା…
ପବିତ୍ର ରାକ୍ଷୀ ବନ୍ଧନ,ଭାଇ ହାତରେ ଭଉଣୀ ଭାଇ ଦୀର୍ଘାୟୁ କାମନା କରି ହାତରେ ବାନ୍ଧିଥାଏ ସୁରକ୍ଷା ଡୋରି
ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ) ଆଜି ହେଉଛି ପବିତ୍ର ରାକ୍ଷୀ ବନ୍ଧନ .. ଭାଇ ହାତରେ ଭଉଣୀ ଭାଇ ଦୀର୍ଘାୟୁ କାମନା କରି ହାତରେ ବାନ୍ଧିଥାଏ ସୁରକ୍ଷା ଡୋରି! ଏହି ପର୍ବ ଆଜି ପୁର ପଲ୍ଲୀ ଠୁ ଆରମ୍ଭ କରି ସହର…
ଧର୍ମଗଡ ବିଧାୟକ ଙ୍କ ଜନ ସମ୍ପର୍କ ଯାତ୍ରା ଗାଁ ର ସମସ୍ୟା ଶୁଣିଲେ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ
ଧର୍ମଗଡ଼ (ହେମନ୍ତ କୁମାର ମାଝୀ)ଓଡିଶା ରାଜ୍ୟ ସରକାର ରେ ଜଣେ କର୍ତବ୍ୟନିଷ୍ଠ ଓ ଜନସେବା ପାଇଁ ସମର୍ପିତ ମନୋଭାବ ନେଇ ନିରନ୍ତର ନିଜର କାର୍ଯ୍ୟ ଦକ୍ଷତା ଜାରି ରଖିଥିବା ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଶୁକ୍ରବାର ନିର୍ବାଚନ ମଣ୍ଡଳୀ ର…
ନବରଙ୍ଗପୁର ରେ ହର ଘର ତୀରଙ୍ଗା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି
ନବରଙ୍ଗପୁର:- (ବେଣୁ ଗୋପାଳ ରାଓ)ଆସନ୍ତା 10 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ବିଜେପି ତରଫରୁ ଦେଶବ୍ୟାପୀ ପାଳନ ହେବାକୁ ଥିବା ତ୍ରିରଙ୍ଗା ଯାତ୍ରା, ହର ଘର ତ୍ରିରଙ୍ଗା, ସ୍ୱଚ୍ଛ ଭାରତ ଅଭିଯାନ ଏବଂ ବିଭାଜନ ବିଭୀଷିକା କାର୍ଯକ୍ରମର ପ୍ରସ୍ତୁତି ପାଇଁ ପାପଡ଼ାହାଣ୍ଡି…
ସିନେ କଳାକାର ଶ୍ରୀ ସିଦ୍ଧାନ୍ତ ମହାପାତ୍ରଙ୍କ ପୂଜ୍ୟା ମାତାଙ୍କ ବିୟୋଗରେ ଅମର ଆତ୍ମାର ସଦଗତି ପ୍ରାର୍ଥନା କଲେ ନବରଙ୍ଗପୁର ବିଧାୟକ
ନବରଙ୍ଗପୁର :- ( ବେଣୁ ଗୋପାଳ ରାଓ )ଭୁବନେଶ୍ୱର ସ୍ଥିତ ମାନ୍ୟବର ବିଧାୟକ ଦିଗପହଣ୍ଡି ତଥା ସିନେ କଳାକାର ଶ୍ରୀ ସିଦ୍ଧାନ୍ତ ମହାପାତ୍ରଙ୍କ ପୂଜ୍ୟା ମାତାଙ୍କ ବିୟୋଗରେ ଭୁବନେଶ୍ୱର ସ୍ଥିତ ବାସଭବନ ଠାରେ ଆଜି ତାଙ୍କ ପରିବାର ସହ ସାକ୍ଷାତ କରି…
କୋଟିଆ ଆଦିବାସୀ ସମାଜ ବିକାଶ ପରିଷଦର ଜିଲାସ୍ତରୀୟ ବୈଠକ
ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଚିଙ୍ଗୁଡ଼ି ସର ରେ ବିଧାୟକ ପ୍ରତିନିଧ ରଜନୀକାନ୍ତ ସାସମଲ, ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମୋତିରାମ ନାୟକ ନବରଙ୍ଗପୁର ଜିଲ ପପଡାହାଣ୍ଡି ବ୍ଲକ ଜଟାବାଲ ପଞ୍ଚାୟତ ଚିଙ୍ଗଡି ସର ଗ୍ରାମରେ କୋଟିଆ ଆଦିବାସୀ ସମାଜ…