ବିଜେଡି ପ୍ରତିନିଧି ଦଳର ଭୁଶୁଡିଥିବା ଟନେଲ ଅଞ୍ଚଳ ପରିଦର୍ଶନ ଓ ଅଧିକାରୀଙ୍କ ସହ ଆଲୋଚନା

ହରଭଙ୍ଗା (ଚିତ୍ତରଞ୍ଜନ ସିଂ ) ଓଡ଼ିଶାର ସର୍ବାଧିକ ଲମ୍ବା ଟନେଲ ସଫଳତାର ସହ ଉଦଘାଟିତ ହେଲା ବୋଲି କିଛିଦିନ ତଳେ ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ଏକ୍ସ ହାଣ୍ଡେଲରେ ସୂଚନା ଦେଇଥିଲେ l ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବୌଦ୍ଧ…

ରଥଯାତ୍ରା ପାଇଁ ସାହି ପ୍ରତିନିଧି ଙ୍କ ସହିତ ପୋଲିସ ଙ୍କ ଆଲୋଚନା

ପୁରୀ : ୨୭/୦୫(ମନୋଜ କୁମାର ବଳିଆରସିଂ )ପ୍ରଥମଥର ପାଇଁ ରଥଯାତ୍ରା-୨୦୨୫ ଶାନ୍ତି ଶୃଙ୍ଖଳାରେ ଚାଲିବା ପାଇଁ ୮ଟି ସାହି ପ୍ରତିନିଧିମାନଙ୍କ ସହିତ ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ।ଆଗାମୀ ବିଶ୍ଵପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା-୨୦୨୫ କୁ ସୁସଂଗଠିତ ଓ ଶାନ୍ତିପୂର୍ଣ୍ଣ ଭାବରେ ଚାଲିବାକୁ ସୁନିଶ୍ଚିତ…

ସୀମା ଲଙ୍ଘିଲା ପୁରୀ ପୋଲିସର ବର୍ବରତା

ପୁରୀ : (ମନୋଜ କୁମାର ବଳିଆରସିଂ )ସୀମା ଟପିଲା ପୁରି ପୋଲିସର ବର୍ବରତା । ପୁରି ସଦରଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା ।ପୁରୀ ପୋଲିସ ଜୋର ଜବରଦସ୍ତ ଘରଭିତରେ ପଶି ଉପସ୍ଥିତ ମହିଳାଙ୍କୁ ପୁରୁଷ ପୋଲିସ ଧକା ସଂଖିଆ ଦେଇ…

ଶାଢ଼ୀ ବନ୍ଧାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ପୂଜା ଆରମ୍ଭ

ପୁରୀ : (ମନୋଜ କୁମାର ବଳିଆରସିଂ )ଆଜି ଠାରୁ ଶାଢ଼ୀ ବନ୍ଧାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ପୂଜା ଆରମ୍ଭ କରିଛନ୍ତି ଆଦିତ୍ୟ ନାରାୟଣ ମହାନ୍ତି ।ଶ୍ରୀମନ୍ଦିରରେ ଆଜି ସକାଳ ଧୂପ ନୀତି ସରିବା ପରେ ଜୟ ବିଜୟ ଦ୍ଵାର ନିକଟରେ ଛତିଶା…

ବର୍ଷା ରେ ଭୁଶୁଡ଼ିଲା ଭାରତ ର ସର୍ବ ବୃହତ ଟନେଲ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ସୋମବାର ଦିନ ପ୍ରାୟ 11:45 ସମୟରେ ଭୁସୁଡ଼ିଲା ଭାରତ ର ସର୍ବ ବୃହତ ଟନେଲ।ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଲୱେ ର ଚାରି ନମ୍ବର ଟନେଲ ଯାହାକି ଭାରତ ର ସର୍ବ…