ସାରସ୍ୱତ ବିଦ୍ୟା ମନ୍ଦିର ରେ ସ୍ୱାଧୀନତା ଦିବସ ପାଳିତ
ପୁରୀ : ୧୫/୮ (ମନୋଜ କୁମାର ବଳିଆରସିଂ)ଶୁକ୍ରବାର ଦିନ ବିଦ୍ୟାଳୟର ୭୯ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି।ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଶ୍ରୀଯୁକ୍ତ ଗିରିଷ ଚନ୍ଦ୍ର ନାୟକ ପତାକା ଉତ୍ତୋଳନ କରିଥିଲେ। ଦାସ ମଠର ମଠାଧିସ ଡ଼ଃ ରାମଚରଣ…